ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଗତ କାଲି ଆମ ରାଜ୍ୟ ସରକାର ଓଡିଶା ର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆଉ କିଛି ନୂଆ ଘୋଷଣା କରିଛନ୍ତି ,ଜାହା ଆପଣ ମାନେ ସମସ୍ତେ ଜାଣି ରଖିବା ଉଚିତ୍ ତେବେ କଣ ରହିଛି ଆଜିର ଅପଡେଟ ଆସନ୍ତୁ ଜାଣି ନେବା ତା ପୂର୍ବ ରୁ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ । ଓଡ଼ିଶା ନେଇ ଐତିହାସିକ ନିସ୍ପତି ସରକାରୀ ସ୍କୁଲ ପିଲା ଆଗୁଆ ହେବେ, ମେଡିକଲ, ଇଞ୍ଜିନିୟରିଂ ପଢିଲେ 15 % ସଂରକ୍ଷଣ ସୁବିଧା , ତେବେ ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଠ ପଢୁ ଥିବା ଛାତ୍ର ଛାତ୍ରୀ ଙ୍କ ପାଇଁ ମେଡିକାଲ ଇଞ୍ଜିନିୟରିଂ ପଢିଲେ 15 % ସଂରକ୍ଷଣ ସୁବିଧା ମିଳିବ ବୋଲି ଘୋଷଣା ହୋଇଛି ,
ଏବଂ ସଂରକ୍ଷଣ ସୁବିଧା ସମସ୍ତ ସଂଙ୍ଗ୍ରକ୍ଷିତ ବର୍ଗ ତଥା ସାଧାରଣ ବର୍ଗ ର ପିଲା ମାନଙ୍କ ସ୍ଥାନ ସମେତ ପିଲା ମାନଙ୍କ ସ୍ଥାନ ସମେତ ସବୁ ସ୍ଥର ରେ ସମାନ ପାର୍ଥିକ ଭାବେ ଲାଗୁ କରା ଜାଇଛି । ଆଉ ଏହାକୁ କାର୍ଯ୍ୟ କାରୀ କରିବା ପାଇଁ ସରକାର ଓଡିଶା ପ୍ରଫେସନାଲ ଏଜୁକେସନାଲ ଇନ୍ଚ୍ୟୁଟ୍ ରେ ଆକ୍ଚ 2007 ର ଧାରା 9 ଅନୁଯାଇ ବିଜ୍ଞ୍ୟାପ୍ତି ଜାରି କରି ପାରିବେ ,
ସେହି ପରି ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପାଠ୍ୟକ୍ରମର ହେବ ଇ-କଣ୍ଟେଣ୍ଟ, ବହିରୁ ପଢ଼ିବା ସହ ଭିଡିଓ ମାଧ୍ୟମରେ ବି ପଢ଼ିବେ ଛାତ୍ରଛାତ୍ରୀ ତେବେ ଛାତ୍ରଛାତ୍ରୀ ଙ୍କ ସୁବିଧା ପାଇଁ ପାଠ୍ୟକ୍ରମ ରେ ଇକଣ୍ଟେଟ୍ କରାଯିବ ପିଲା ମାନେ ବହୀ ରୁ ପଢିବା ସହିତ ତାହାକୁ ଭିଡ଼ିଓ ମାଧ୍ୟମ ରେ ବି ପଢିବେ , ଏହିଥି ପାଇଁ ଷଷ୍ଟ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବହୀ ଗୁଡିକ ର ଇକଣ୍ଟେଟ୍ ପ୍ରସ୍ତୁତ ହେବ ବୋଲି ସରକାର ଘୋଷଣା କରିଛନ୍ତି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।