ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଗତ ମାର୍ଚ୍ଚ 1 ତାରିଖ ରୁ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ,ଅର୍ଚ୍ଚିତା ଏବଂ ସବ୍ୟସାଚୀ ତେବେ ବିବାହ ପରେ ସବ୍ୟସାଚୀ ଅର୍ଚ୍ଚିତା ଙ୍କୁ ବହୁତ ସାରା ଗିଫ୍ଟ ଦେଇ ଥିବାର ଦେଖିବା ପାଇଁ ମିଳି ଥିଲେ , ସେହି ପରି ବେଳେ ଏହି ଦିନ ରେ ହୋଲି ରେ ରଙ୍ଗ ଖେଳି ଥିବାର ମଧ୍ୟ ରେ ଦୃଷ୍ୟ ମାନ ହୋଇ ଥିବା ବେଳେ ଜାହାର ଫୋଟ ସବୁ ସୋସିଆଲ ମିଡିଆ ରେ ସେମାନେ ନିଜର ଏକାଉଣ୍ଟ ରେ ପୋଷ୍ଟ କରି ଥିବାର ଦେଖିବା ପାଇଁ ମିଳି ଥିଲେ , ତେବେ ଆପଣ ମାନେ ଜାଣିବା ପାଇଁ ଚାହୁଁ ଥିଲେ କି ଏହି ନୂତନ ବିବାହିତା ଯୋଡି କେମିତି ଭାବେ ରଙ୍ଗ ଉତ୍ସବ କୁ ପାଳନ କରିଲେ ତେବେ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ।
ତେବେ ସେମାନେ ଓଡିଶା ରେ ନୁହେଁ ବରଂ ରାଜସ୍ତାନ ରେ ବିବାହ କରି ଥିଲେ , ସେମିତି ରେ ବର୍ତମାନ ସମୟ ରେ ସବ୍ୟସାଚୀ ନିଜର ପତ୍ନୀ ସହିତ ସସୁର ଘରେ ରହିଛନ୍ତି , ଏବଂ ତାଙ୍କର ଏହି ସମୟ ର ଫୋଟ ସବୁ ବର୍ତମାନ ଫେନ୍ ମାନଙ୍କୁ ବହୁତ ପସନ୍ଦ ଆସୁଛି , ଖାସ୍ କରି ସବ୍ୟସାଚୀ ଅର୍ଚ୍ଚିତା ଙ୍କ ସହିତ ହୋଲି ପାଳନ କରୁ ଥିବାର ଦୃଷ୍ୟ ଦେଖିବା ପାଇଁ ମିଳିଛି , ଏବଂ ବିବାହ ପରେ ଏହା ସେମାନଙ୍କର ପ୍ରଥମ ହୋଲି ଅଟେ , ଜାହାକୁ ସେମାନେ ଭଉମ୍ ଧାମ୍ ରେ ପାଳନ କରି ଥିବାର ଦେଖିବା ପାଇଁ ମିଳିଛନ୍ତି , ତଥା ସେମାନେ ହୋଲି ରେ ଲୋକ ମାନଙ୍କ ମନରଂଞନ ପାଇଁ ବି ସେମାନେ ଷ୍ଟେଜ୍ ସୋ କରି ଥିବାର ଦେଖିବା ପାଇଁ ମିଳି ଥିଲେ ।
ଯେଉଁ ଥିରେ ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କ ସହିତ ଅନ୍ୟ ଅଭିନେତା ଏବଂ ଅଭିନେତ୍ରୀ ମାନେ ଉପସ୍ଥିତ ରହି ଏହି ହୋଲି ର ଆନନ୍ଦ ନେଇ ଥିଲେ , ତେବେ ଆପଣ ମାନେ ଏଠାରେ ସେମାନଙ୍କ ହୋଲି ଖେଳିବାର ଫୋଟ ସବୁ କୁ ଦେଖିବା ପାଇଁ ପାଇ ଥିବେ ତେବେ ଆପଣ ମାନଙ୍କୁ କେମିତି ଲାଗୁଛି ନିଶ୍ଚିତ କମେଣ୍ଟ କରିବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।