ଏ ହେଉଛନ୍ତି ରାମାୟଣ ସିରିଏଲର ସୀତା, ତାଙ୍କର ଲେଟେଷ୍ଟ ଲୁକ୍ ଦେଖିବେତ ଆପଣ ଚିହ୍ନି ପାରିବେ ନାହିଁ ।

deepika

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ରାମାୟଣ ଆମର ହିନ୍ଧୁ ଧର୍ମ ର ଏକ ପବିତ୍ର ଗ୍ରନ୍ଥ ଅଟେ ଏବଂ ଏହା ବର୍ତମାନ ସମୟ ରେ ଜଣା ନାହିଁ କେତେ ଭାଷା ଏବଂ ସିରିଏଲ ତଥା କାର୍ଟୁନ ସୋ ରେ ରିଲିଜ୍ ହୋଇ ସାରିଛି ସେମିତି ରେ ଯଦି ଆମେ ପୁରୁଣା କଥା କହିବା ତେବେ 90 ଦଶକରୁ ଚାଲି ଆସି ଥିବା ରାମାୟଣ ସୋ ଟି ସେହି ସମୟରେ କେବଳ ରବିବାର ଦିନ ଦେଉ ଥିବା ବେଳେ ଲୋକ ମାନେ ସେହି ସମୟ ରେ ଏହାକୁ ଅତି ଆକୃଷ୍ଠ ଭାବେ ଦେଖିବା ପାଇଁ ପସନ୍ଦ କରୁ ଥିଲେ । ସେହି ସମୟ ରେ ଟିଭିବି ବହୁତ ଲୋକ ମାନଙ୍କ ଘରେ ନଥିବା ବେଳେ ଲୋକ ମାନେ ଅନ୍ୟ ବଡ ଲୋକ ମାନଙ୍କ ଘରେ ଦେଖିବା ପାଇଁ ଜାଉ ଥିଲେ ।ଆମେ ଆଜି ଆପଣ ମାନଙ୍କୁ ଏହି ସବୁ କହିବାର କାରଣ ହେଲା ସେହି ସମୟ ରେ ଆପଣ ମାନଙ୍କ ଅତି ପ୍ରିୟ ରାମାୟଣରେ ସୀତା ଭୂମିକା ରେ ଥିବା ଅଭିନେତ୍ରୀ ଙ୍କ ବିଷୟ ରେ ଆମେ ଆଜି ସଂମ୍ପର୍ଣ୍ଣ ଭାବେ ସୂଚନା ଦେବୁ ଏବଂ ଆଜିର ଦିନ ରେ ସେ କେମିତି ଦେଖା ଜାଉଛନ୍ତି ।dipika

ସେହି ବିଷୟ ରେ ଆପଣ ମାନଙ୍କୁ କହିବା ସହିତ ତାଙ୍କର କିଛି ଫୋଟ କୁ ମଧ୍ୟ ଦେଖାଇବୁ ଯଦି ସୀତାଙ୍କ କଥା କହିବା ସେହି ସମୟରେ ଏହି ସୋର ଖାସ୍ ଅଭିନେତ୍ରୀ ଭାବେ କାମ କରୁ ଥିଲେ ଏହି ମହିଳା । ଏହି ଅଭିନେତ୍ରୀଙ୍କ ନାମ ଦିପିକା ଚୋଖଲିଆ ସେହି ସମୟରେ ବହୁତ ପପୁଲାର୍ କେରେକ୍ଟର ରେ ଥିବା ଏହି ଅଭିନେତ୍ରୀ ଆଜିର ଦିନ ରେ ମୋଟି ହୋଇଛନ୍ତି । କିନ୍ତୁ ସେମିତି ହିଁ ସୁନ୍ଦର ରହିଛନ୍ତି ।ବର୍ତମାନ ସମୟ ରେ ସେ 52 ବର୍ଷ ର ହୋଇ ସାରିଛନ୍ତି , ତାଙ୍କର ଜନ୍ମ 29 ଏପ୍ରିଲ 1965 ରେ ହୋଇ ଥିବା ବେଳେ ସେ 1985 ରୁ 1995 ମଧ୍ୟ ରେ ବହୁତ ଗୁଡ଼ିଏ ସିରିଏଲ ରେ ଆକ୍ଟିଭ୍ ରହି ଥିଲେ ।deepika

କିନ୍ତୁ ଆପଣ ମାନଙ୍କୁ ସୂଚନା ଦେବୁ କି ଆପଣ ମାନଙ୍କ ଏହି ପ୍ରିୟ ଅଭିନେତ୍ରୀ ବର୍ତମାନ ସମୟ ରେ ଗୋଟିଏ ହାଉସ୍ ୱାଇଫ୍ ଭାବେ ରହିଛନ୍ତି । ସେ ସିଙ୍ଘାର୍ ବାଦୀ କମ୍ପାନୀ ର ମାଲିକ ହେମନ୍ତ ଦିପୱାଲା ଙ୍କୁ ବିବାହ କରି ଥିବା ବେଳେ ବର୍ତମାନ ସମୟ ରେ ସେ ବହୁତ ପରିମାଣ ରେ ପରିବର୍ତନ ହୋଇ ସାରିଛନ୍ତିୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *