ମଦ ଅଭ୍ୟାସ ଛାଡିବାର ଏହି ଗୋଟିଏ ଜବରଦସ୍ତ ଘରୋଇ ଉପଚାର, ମଦୁଆ ନିଜେ କହିବ ଆଉ ପିଇବି ନାହିଁ ମଦ

drink

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମଦ ଛାଡିବାର ଏକ ମାତ୍ର ଉପାୟ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଘରୋୟୀ ଉପାଚାର ନେଇ ଆସିଛୁ ଯାହାର ସାହାର୍ଯ୍ୟ ରେ ଯଦି ଆପଣ ବ୍ୟକ୍ତିକୁ ଏହି ଉପାଚାର ଟି ଦେବେ ମଦୁଆ ବ୍ୟକ୍ତି ହିଁ ମଦ ଛାଡି ଦେବ ଆଉ ମଦ ଯମାବି ପିଇବ ନାହିଁ , ତେବେ ମଦ ଛାଡିବାର ସହଜ ଉପାୟ ଆଜି ଆମେ ଆପଣ ମାନଙ୍କୁ କହିବୁ , ତେବେ ବନ୍ଧୁଗଣ ମଦ ପିଇବା ଆଜି କାଲି ଲୋକ ଙ୍କ ର ବଦ ଅଭ୍ୟାସ ହୋଇଗଲାଣି ଏଥିପାଇଁ ଘରେ ବହୁତ ଟେନସନ ହୋଇଥାନ୍ତି ସ୍ୱାମୀ ହେଉ ବା ପୁଅ ହେଉ କିମ୍ବା ଘରେ କୈଣସି ବ୍ୟକ୍ତି ଯଦି ମଦ ପିଇଥାଏ ତେବେ ଘର ଲୋକ ସମସ୍ତେ ଚିନ୍ତା ରେ ପଡିଥାନ୍ତି ତେବେ ଆପଣ ମାନଙ୍କ ଚିନ୍ତା ଦୂର କରିବା ପାଇଁ ଆମେ ଆପଣ ମାନଙ୍କ ପାଇଁ ଘୋରଇ ଉପଚାର ନେଇ ଆସିଛୁ ଯଦି ମଦୁଆ ଟି ରେଗୁଲାର ଏହି ଉପଚାର ଟି କୁ ଖାଉବ ତେବେ ସେ ନିଜେ ହିଁ ମଦ ଛାଡି ଦେବ ଆଉ ଜମାବି ମଦ ପିଇବ ନାହିଁ ।d

ତେବେ ବନ୍ଧୁଗଣ ଏଥିଲାଗି ଆପଣ ହ୍କୁ ଦୁଇଟି ଜିନିଷ ଦରକାର ପ୍ରଥମେ ଅଦାର ଶୁଖିଲା ଗୁଣ୍ଡ ଯାହାକୁ ଆମେ ଶୁଣ୍ଠି କହୁ ତେବେ ଶୁଣ୍ଠି ର ଗୁଣ୍ଡ ନିଅନ୍ତୁ ଆଉ ଦ୍ୱିତୀୟ ରେ ଜୁଆଣୀ କୁ ନିଅନ୍ତୁ ତେବେ ଆପଣ ମନେ ରଖନ୍ତୁ କି ଯଦି ଆପଣ ଗୋଟେ ଗ୍ଲାସ ପାଣି ନିଅନ୍ତି ତେବେ ଆପଣ ସେଥିରେ ଗୋଟେ ଚାମୁଚ ଲେଖାଏ ଶୁଣ୍ଠି ଏବଂ ଜୁଆଣୀ ପକାଇବେ ଏବଂ ତାହାକୁ ଗୋଟେ ପାତ୍ର ରେ ନେଇ ସେହି ପାତ୍ର ଟିକୁ ଗରମ କରନ୍ତି , ଆଉ ସେତେ ପର୍ଯ୍ୟନ୍ତ ତାହା ଗରମ କରନ୍ତୁ ଯେ ପର୍ଯ୍ୟନ୍ତ ସେହି ପାଣି ପୁଠି ଅଧା ପର୍ଯ୍ୟନ୍ତ ହେଇଯିବ ଆଉ ଏହା ଭଲ ଭାବରେ ଫୁଟି ଫୁଟି ପାଣି ଅଧା ହୋଇଯିବା ପରେ ତାହାକୁ ଛାଣି ଆଣନ୍ତୁ ଆଉ ଏହାକୁ ଗୋଟିଏ ପାତ୍ର ରେ ରଖି ଦିଅନ୍ତୁ ଆଉ ଏହାକୁ 48 ଘଣ୍ଟା ପର୍ଯ୍ୟନ୍ତ ରଖି ଦିଅନ୍ତୁ କାରଣ ଏହାର ପ୍ରଭାବ 48 ଘଣ୍ଟା ପରେ ପିଇବା ଦ୍ୱାରା କାମ ରେ ଲାଗିଥାଏ ,drink

ତେଣଉ ଆପଣ ଏହାକୁ 48 ଘଣ୍ଟା ପର୍ଯ୍ୟନ୍ତ ଏକ ପାତ୍ର ରେ ହେଉ ବା ବୋତଲ ରେ ରଖି ଦିଅନ୍ତୁ ଆଉ ଏହା ପରେ ଏହାକୁ ପ୍ରତିଦିନ ସକାଳେ ଏବଂ ସଂନ୍ଧ୍ୟାରେ ପିଅନ୍ତୁ ଏହାକୁ ପିଇବା ପରେ ଦେଖିବେ ମଦ ପିଉଥିବା ବ୍ୟକ୍ତି ନିଜେ କହିବ ନା ମୁଁ ଆଉ ମଦ ପିଇବି ନାହିଁ । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *