ଗ୍ୟାସ ଭଳି ସମସ୍ୟା ପାଇଁ ENO ଠୁ ୧୦୦ ଗୁଣା ଭଲ ଏହି ଉପାୟ |

gas

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଅଧିକାଶଂ ସମୟ ରେ ଆପଣ ମାନଙ୍କୁ ପେଟ ଜନିତ ଏବଂ ବାୟୁ ଜନିତ ସମସ୍ୟା ଭୋଗ କରିବା ପାଇଁ ପଡେ , ଯେମିତି କି ଗ୍ୟାସ୍ ଏସିଡିଟି , କବଜ , ଏବଂ ଏମିତି ବାୟୁ ଜନିତ ଅନେକ ସମସ୍ୟା ଆମ ମାନଙ୍କୁ ଦେଖିବା ପାଇଁ ମିଳେ ଏବଂ ଏହା ପାଇଁ ଆପଣ ମାନେ ବଜାର ରୁ ମିଳୁ ଥିବା କେମିକାଲ ଯୁକ୍ତ ପ୍ରଡୋକ୍ଟ ରେ ବ୍ୟବହାର କରିଥାନ୍ତି ,କିନ୍ତୁ ବନ୍ଧୁଗଣ ଆପଣ ମାନଙ୍କୁ ଧ୍ୟନ ରଖିବା ପାଇଁ ପଡିବ ମାର୍କେଟ୍ ରୁ ମିଳୁ ଥିବା ଏହି ପ୍ରୋଡୋକ୍ଟ ରେ ଆପଣ ମାନଙ୍କ ସମସ୍ୟା ତୁରନ୍ତ ଠିକ୍ ହେବ ହେଲେ ଆପଣ ମାନଙ୍କର ସେହି ସମସ୍ୟା ସବୁ ଦିନ ପାଇଁ ରହିବ , ହେଲେ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଘରୋଇ ଉପାୟ ନେଇ କରି ଆସିଛୁ ଜାହା ଦ୍ୱରା ଆପଣ ମାନଙ୍କ ଗ୍ୟାସ୍ ଏସିଡିଟି ,gas

ଏବଂ ବଦହଜ୍ମି ଭଳି ସମସ୍ୟା ଆପଣ ମାନଙ୍କୁ ଦୂର କରି ପାରିବେ ବନ୍ଧୁଗଣ ଏହା ବନେଇବା ବହୁତ ସହଜ ଅଟେ ତେବେ ତାହାକୁ କେମିତି ପ୍ରସ୍ତୁତ କରିବେ ସେହି ବିଷୟ ରେ ଜାଣିବା ପ୍ରଥମେ ଏହା ପାଇଁ ଆପଣ ମାନଙ୍କୁ ପ୍ରଥମେ 50 ଗ୍ରାମ୍ ଜୁଆଁଳୀ ର ଆବଶ୍ୟକତା ପଡିବ ତେବେ ଜୁଆଁଳୀ ଏକ ଏମିତି ଜିନିଷ ଅଟେ ଜାହା ଗ୍ୟାସ୍ ଏସିଡିଟି , ଏବଂ ବଦହଜ୍ମି ଭଳି ସମସ୍ୟା ଆପଣ ମାନଙ୍କୁ ଦୂର କରି ପାରିବ । ସେହି ପରି ଦୁଇ ରେ ଆପଣ ମାନଙ୍କୁ ସନ୍ଧବ୍ୟ ଲୁଣ ଜରୁରୀ ଅଟେ ଜାହା ଆପଣ ମାନଙ୍କୁ ପୁଟୁଳୁ ବଣିଆ ଦୋକାନ ରୁ ମିଳିବ ,joani

ଏହି ଲୁଣ କୁ ଆପଣ ମାନଙ୍କୁ ଖାଦ୍ୟ ରେ ପ୍ରୟୋଗ କରିବା ଉଚିତ୍ , ସମ ପରିମାଣ ରେ ଏହାକୁ ନେଇ ଗ୍ରାଇଣ୍ଡ କରି ଆପଣ ମାନେ ପ୍ରସ୍ତୁତ କରନ୍ତୁ ଏବଂ ପରେ ଆପଣ ମାନେ ଏକ ଗ୍ଲାସ୍ ପାଣି ରେ ଅଧା ଚାମଚ ଏହି ଗୁଣ୍ଡ ପକେଇ ସେବନ କରନ୍ତୁ ତେବେ ଦେଖିବେ ଆପଣ ମାନଙ୍କ ଏହି ସବୁ ସମସ୍ୟା ଦୂର ହେବ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *