ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପଇସା ପାଇବା ପାଇଁ ଆମେ ମାନେ କଣ କଣ କରି ନଥାଉ ହେଲେ କେବେ କେବେ ପରିଶ୍ରମ କରିବା ପରେ ସଫଳତା ମିଳେ ନାହିଁ ଆଉ ନିଜର ଭାଗ୍ୟ କୁ ମଜବୁତ୍ କରିବା ପାଇଁ ଆମେ ମାନେ ବିଭିନ୍ନ ଉପାୟ ର ସାହାରା ନେଇ ଥାଉ , ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଏମିତି ଉପାୟ ବିଷୟ ରେ କହିବୁ ଜାହାକୁ କରିବା ଦ୍ୱାରା ଆପଣ ମାନଙ୍କୁ କେବେ ବି ଅସଫଳତା ମିଳିବ ନାହିଁ । ତେବେ ଆସନ୍ତୁ ଜାଣି ନେବା ସେହି ଉପାୟ ବିଷୟ ରେ , ପ୍ରଥମ ଉପାୟ ହେଲା ପ୍ରତି ଦିନ ସକାଳୁ ଉଠି ଦୁଇ ହାତ ର ପାପୁଲି କୁ ଦେଖିବା ଶୁଭ ହୋଇଥାଏ , ଏହା ପରେ ଆପଣ ମାନେ ହାତ ପାପୁଲି କୁ ନିଜର ମୁହଁଁ ରେ ବୁଲାନ୍ତୁ ,
ସେହି ପରି ଦୁଇ ରେ ଭୋଜନ ପାଇଁ ହୋଇ ଥିବା ରୁଟି ରୁ ପ୍ରଥମେ ଗାଈ କୁ ଖୁଆଇବା ଆବଶ୍ୟକ ଅଟେ କୁହାଯାଏ ଏହା ଦ୍ୱାରା 33 କୋଟି ଦେବତା ପ୍ରଶନ୍ନ ହୋଇଥାନ୍ତି । ସେହି ପରି ବନ୍ଧୁଗଣ ଚିନି ମିଶ୍ରିତ ଅଟା ଖୁଆଇବା ନିଶ୍ଚିତ ଭାବେ ଆପଣ ମାନେ ପିମ୍ପୁଡି ମାନଙ୍କୁ ଖୁଆନ୍ତୁ , ଏବଂ ଏହି ପୂର୍ଣ୍ଣ୍ୟ ଆପଣ ମାନଙ୍କ ଭାଗ୍ୟ ବଦଳେଇବାରେ ସାହାଯ୍ୟ କରେ , ସେହି ପରି ଆପଣ ମାନେ ସକାଳୁ ଉଠି କରି ଘର ଅଳିଆ ସଫା କରିବା ଦ୍ୱାରା ବି ଆପଣ ମାନଙ୍କ ଜିବନ ରେ ମାତା ଲକ୍ଷ୍ମୀ ଙ୍କ ପ୍ରବେଶ ହୋଇଥାଏ ,
ସେହି ପରି ଆପଣ ମାନେ ସକାଳୁ ଉଠି ନିଜର ଆଖ ପାଖରେ ରହି ଥିବା ଗାଡିଆ ପୋଖରୀ ଏବଂ ଝରଣା ଥିଲେ ସେଠାରେ ଜାଇ ଆପଣ ମାନେ ମାଛ ମାନଙ୍କୁ କିଛି ଖାଦ୍ୟ ଦିଅନ୍ତୁ ମାଆ ଲକ୍ଷ୍ମୀ ଙ୍କ ପ୍ରଶନ୍ନ କରିବା ପାଇଁ ଏହା ବହୁତ ସହଜ ଉପାୟ ଅଟେ , ସେହି ପରି ଘରୁ ପାଦ ବାହାର କରିବା ସମୟ ରେ ଗୁରରୁଜନ ଙଙ୍କ ପାଦ ଛୁଇଁ ଆସିବା ଆବଶ୍ୟକ ଅଟେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।