ଅନୁପମା ପରମେଶ୍ୱରଙ୍କୁ ବାହା ହେବାକୁ ଚାହୁଁଛନ୍ତି ସାଉଥର ଏହି 3 ହିରୋ ।

anupama

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ଦିନ ରେ ଯେଉଁ ଅଭିନେତ୍ରୀ ସାଉଥ୍ ଫିଲ୍ମ ରେ ବର୍ତମାନ ସମୟ ରେ ହିଟ୍ ରହିଛନ୍ତି ସେହି ଅଭିନେତ୍ରୀ ଆଉ କେହି ନୁହେଁ ବରଂ ସେ ହେଲେ ଅନୁପମା ପରମେଶ୍ୱରମ୍ ଯିଏ ନିଜର ଦମ୍ ଦାର୍ ଅଭିନୟ ପାଇଁ ଆଜିର ଦିନ ରେ ବହୁତ ଫେମସ୍ ଅଟନ୍ତି , ସେମିତି ରେ କଣ ଆପଣ ମାନେ ଜାଣନ୍ତି କି ଲକ୍ଷ୍ୟ ଲକ୍ଷ୍ୟ ଲୋକ ମାନଙ୍କୁ ଦିୱାନା ବନାଉ ଥିବା ଏହି ଅଭିନେତ୍ରୀ ଙ୍କର ଆଜି ଟଲିଉଡର ଅଭିନେତା ମାନେ ଦିୱାନା ରହିଛନ୍ତି ।anupama

ସେହି ମଧ୍ୟ ରୁ ବର୍ତମାନ ସମୟ ରେ କିଛି ଅଭିନେତା ମାନେ ତାଙ୍କୁ ବିବାହ କରିବା ପାଇଁ ଚାହାଁନ୍ତି , ତେବେ କିଏ ସେହି ଅଭିନେତା ମାନେ ଯେଉଁ ମାନେ ଅନୁପମା ପରମେଶ୍ୱରମ୍ ଙ୍କୁ ବିବାହ କରିବା ପାଇଁ ଚାହାଁନ୍ତି ସେହି ବିଷୟ ରେ ଜାଣି ନେବା , ଏହି ଲିଷ୍ଟ ରେ ପ୍ରଭାସ୍ ରହିଛନ୍ତି ଯିଏ ଅନୁପମା ପରମେଶ୍ୱରମ୍ ଙ୍କୁ ବିବାହ କରିବା ପାଇଁ ଚାହାଁନ୍ତି , ସେହି ପରି ଦୁଇ ରେ ରାମ ପଥିନେନି ବି ରହିଛନ୍ତି ଯିଏ କି ଅନୁପମା ପରମେଶ୍ୱରମ୍ ଙ୍କୁ ବିବାହ କରିବା ପାଇଁ ଚାହାଁନ୍ତି , ଏବଂ ସେ 2018 ରେ ହେଲ ଗୃପମା ଫିଲ୍ମ ରେ ଅଭିନୟ କରି ଥିଲେ ସେବେ ଠାରୁ ସେ ତାାଙ୍କୁ ବିବାହ କରିବେ ବୋଲି ଭାବିଛନ୍ତି ,anupam

ସେହି ପରି ତିନି ରେ ହୋରମନ୍ ବବେଜା ବି ଏହି ଲିଷ୍ଟ ରେ ସାମିଲ୍ ରହିଛନ୍ତି , ତେବେ ସେ ବର୍ତମାନ ସମୟରେ ଅନୁପମା ପରମେଶ୍ୱରମ୍ ଙ୍କ ଦିୱାନା ରହିଛନ୍ତି ଏବଂ ସେ ତାଙ୍କର ରେ ଯେବେ ଠାରୁ ପ୍ରୋଡ୍ୟୁସର ର କାମ କରିଛନ୍ତି ସେବେ ଠାରୁ ସେ ତାଙ୍କୁ ବିବାହ କରିବେ ବୋଲି ଭାବିଛନ୍ତି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।଼

Leave a Reply

Your email address will not be published. Required fields are marked *