ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ପୃଥିବୀ ପୃଷ୍ଟ ନୁହେଁ ଜହ୍ନ ରାଇଜ ରେ ଜାଗା କିଣିଲେ ଓଡିଶା ର ଯୁବକ ଦର୍ଶକ ବନ୍ଧୁ କଥା ଟି ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥାଇ ପାରେ ହେଲେ କଥା ଟି ସତ ଅଟେ ତେବେ ଜହ୍ନ ରେ କେମିତି ଜମି କିଣିଲେ ଏହା କେମିତି ସମ୍ଭବ ଅଟେ ଏବଂ ତା ସହିତ କେତେ ଟଙ୍କା ଦେଇ ଜମି କିଣିଲେ ଆପଣ ମାନେ ବି ଆଶ୍ଚର୍ଯ୍ୟ ହେବେ । ତେବେ ଜହ୍ନ ରାଇଜ ରେ ଜାଗା କିଣିଛନ୍ତି ଓଡିଶା ର କେନ୍ଦ୍ରାପଡା ର ଯୁବକ , ନିଜର ଝିଅ କୁ ଉପହାର ଦେବା ପାଇଁ ଜହ୍ନ ରାଇଜ ରେ ଜାଗା କିଣିଛନ୍ତି କେନ୍ଦ୍ରା ପଡା ପଟା ମୁଣ୍ଡେଇ ବ୍ଲକ୍ ପୁଟୁଳୀ ଗାଁ ର ଅଭୟ କୁମାର ସେନାପତି ବେଙ୍ଗାଲୋର ରେ ରହୁ ଥିବା ଅଭୟ ଚନ୍ଦ୍ର ରେ ଏକ ଏକର ଜମି କିଣି ଥିବାର କହିଛନ୍ତି ।
ଆମେରିକା ର ନ୍ୟୁୱର୍କ ରେ ଲୋନାର ସୋସାଇଟି ଇଣ୍ଟରନେସନାଲ ତାଙ୍କୁ ଏହି ଜମି ଯୋଗେଇ ଦେଇଛି , ମାର୍ଚ୍ଚ ମାସ ର 10 ତାରିଖ ରେ ତାଙ୍କୁ ଜମି ର ସବୁ କାଗଜ ପତ୍ର ମିଳି ସାରିଛି , ତେବେ ଯୁବକ ଙ୍କର ଏହି ଜମି ଲୋନାଲ ରିପବ୍ଲିକ୍ ଠାରୁ ମିଳି ଥିବାର କାଗଜ ରେ ଦର୍ଶା ଜାଇଛି ଅଭୟ 2005 ମସିହା ରୁ ବେଙ୍ଗାଲୋର ରେ ରହି ଏକ କମ୍ପାନୀ ରେ କାମ କରୁଛନ୍ତି , ଗତ ଜାନୁଆରୀ 15 ରେ ଅଭୟ ଙ୍କର ଏକ ଝିଅ ଜନ୍ମ ହୋଇ ଥିଲା , ଝିଅ କୁ ଉପହାର ଦେବାକୁ ସେ ଚିନ୍ତା କରି ଥିଲେ , ସେ ଯେଉଁ କମ୍ପାନୀ ରେ କାମ କରୁ ଥିଲେ ସେହି କମ୍ପାନୀ ର ଜଣେ ସଦସ୍ୟ ଅଭୟ ଙ୍କୁ ଜହ୍ନ ରେ ଜମି କିଣିବା ପାଇଁ କହି ଥିଲେ ।
କେବଳ ସେତିକି ନୁହେଁ ଜମି ଜୋଗାଇ ଦେଉ ଥିବା ନ୍ୟୁୁୱର୍କ ର କମ୍ପାନୀ ସହିତ ଯୋଗଜୋଗ କରି ଥିଲେ ତେବେ ମାର୍ଚ୍ଚ ମାସ ର 6 ତାରିଖ ରେ ଜହ୍ନ ରେ ରେଜେଷ୍ଟି ହୋଇ ଥିବାର ସବୁ କାଗଜ ପତ୍ର ତାଙ୍କ ପାଖରେ ପହଁଚି ଥିଲା ଏବଂ ସେ ଜହ୍ନ ରେ ଏକ ଏକର ଜମି ପାଇଁ 10 ହଜାର ଟଙ୍କା ଦେଇଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।