ସାମ୍ନାକୁ ଆସିଲା ସତ୍ୟ | ଜାଣନ୍ତୁ କିଏ ପ୍ରକୃତ ଦୋଷୀ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ତେବେ ଜୋମାଟୋ ଘଟଣା ରେ ଆସିଲା ନୂଆ ଟୁଇଷ୍ଟ ସାମ୍ନା କୁ ଆସିଲା ନୂଆ ସତ ପ୍ରକୃତ ରେ କିଏ କରି ଥିଲା ନାଟକ କଣ ଜୋମାଟୋ ବୟ ସତରେ ମାରି ନାକ ଫଟେଇ ଥିଲେ କିଏ ଥିଲା ଠିକ୍ ଏବଂ କିଏ ଥିଲା ଭୁଲ ଜୋମାଟୋ ବୟ ଙ୍କ କଥା ସାମ୍ନା କୁ ଆସିବା ପରେ ଏବେ ସାମ୍ନା କୁ ଆସିଛି ସତ , ତେବେ ସୋସିଆଲ ମିଡିଆ ଏମିତି ଏକ ପ୍ଲାଟଫର୍ମ ଅଟେ ଯେଉଁ ଠାରେ କିଛି ମୂହୁର୍ତ୍ୱ ରେ ହିଁ ସେନସେସନ ଖେଳି ଜାଇଥାଏ । ବେଳେ ବେଳେ ଲୋକ ମାନେ ଏହାର ଭୁଲ ବ୍ୟବହାର କରି ଥାନ୍ତି ,ଏବଂ ଏହାର ଏକ ତାଜା ମାମଲା ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଘୁରି ବୁଲୁଛିି ନିକଟ ରେ ବେଙ୍ଗଲ ରେ ଘଟିଥିଲା ଏକ ଘଟଣା ଏବଂ ଜାହା ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହୋଇ ଥିଲା ,jomat

ଯେଉଁ ଥିରେ ମହିଳା ଙ୍କ ନାକ ଫାଟି ରକ୍ତ ଶ୍ରାବ ହୋଇ ଥିଲା , ଅଏବଂ ସେହି ଫୁଡ ଡେଲିଭରି ବୟ ବପକ୍ଷ୍ୟ ରେ ମାରପିଟ ଅଭିଯୋଗ କରି ଥିଲା ମହିଳା ଜଣଙ୍କ ଭିଡ଼ିଓ ଭାଇରଲ ହେବା ପରେ ପରେ ଜୋମାଟୋ ଡେଲିଭରି ବୟ ଙ୍କୁ ଗିରୋଫ କରା ଜାଇଥିଲା । ହେଲେ ଏହା ପରେ ସବୁଠୁ ଆଶ୍ଚର୍ଯ୍ୟ କରିବା କଥା ହେଲା ସେହି ଡେଲିଭରି ବୟ ର ଷ୍ଟେଟମ୍ୟଣ୍ଟ ବର୍ତମାନ ସମୟରେ ସେହି ଡେଲିଭରି ବୟ ଙ୍କ ଷ୍ଟେଟମେଣ୍ଟ ଆସିଛି ଜାହା ପରେ ଏଏହି ଘଟଣା ରେ ଟର୍ଣ୍ଣିଂ ପୟେଣ୍ଟ ଆସିଛି , ଏବଂ ସେ ସହି ଥିଲେ କହିଛନ୍ତି କି ସେ ପରିବାର ର ଏକ ମାତ୍ର ରୋଜଗାରିଆ ପୁଅ ଆଉ ଏହି ଘଟଣା ରେ ତାଙ୍କୁ ଫସା ଜାଇଛି ବୋଲି ସେ ନିଜର ଭିଡିଓ ରେ କହିଛନ୍ତି ,jomata

ଏବଂ ସେହି ଡେଲିଭରି ବୟ କାମାରାଜ ପୋଲିସ୍ କହିଛନ୍ତି କି ସେ ମାର୍ଚ୍ଚ 10 ତାରିଖ ଦିନ ସେହି ମହିଳା ଙ୍କ ପାଇଁ ଖାଦ୍ୟ ପହଁଚିବା କଥା ହେଲେ ଟ୍ରାଫିକ୍ ପାଇଁ 15 ମିନିଟ୍ ବିଳମ୍ବ ହୋଇ ଥିଲା ଏବଂ ଯେତେ ବେଳେ ସେ ସେହି ଝିଅ ହିତେସା ଙ୍କ ଆପାର୍ଟ ମେଣ୍ଟ ରେ ପହଁଁଚି ଥିଲେ ସେତେ ବେଳେ ହିତେସା ତାଙ୍କ ହାତରୁ ଖାଦ୍ୟ ନେଇ ଥିବା ସହିତ ତାଙ୍କୁ ପଇସା ମଧ୍ୟ ଦେଇ ନ ଥିଲେ ଜାହା ଫଳ ରେ ସେମାନଙ୍କ ମଧ୍ୟ ଝଗଡା ହୋଇ ଥିଲା ,ଏହି ସହିତ ସେହି ମହିଳା ଜଣଙ୍କ ତାଙ୍କୁ ଚପଲ ରେ ମାରି ଥିଲେ ମଧ୍ୟ ଏବଂ ସେହି ମଧ୍ୟ ରେ ମୁଁ ନିଜକୁ ବଞ୍ଚାଇବା ପାଇଁ ମୁଁ ହାତ କୁ ହିଟ୍ କଲି ଏବଂ ସେ ନିଜର ଆଙ୍ଗୁଠୀ ରେ ଏକ ରିଙ୍ଗ୍ ପିନ୍ଧି ଥିବା ବେଳେ ସେହି ରିଙ୍ଗ୍ ତାଙ୍କ ନାକ କୁ ଆଘାତ କରି ଥିଲା, ଏବଂ ପରେ ସେ ଆହାତ ହୋଇ ଥିଲା ବୋଲି ସେ ନିଜର ପତିକ୍ରିଆ ରଖିଛନ୍ତି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *