ଭାରତ – ଇଂଲଣ୍ଡ ଦିନିକିଆ ସାମିଲ ହେଲେ ଏହି ଧୂଆଁଧାର ବୋଲର ।

macha

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ତେବେ ଇଂଲଣ୍ଡ ବିପକ୍ଷ୍ୟ ଦିନିକିଆ ସିରିଜ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ ରେ ସାମିଲ ହେବେ IPL ର ଧୁିଆଁ ଦାର ବୋଲର ଏଥି ସହିତ 7 ଖେଳାଳି ଦଳ ରୁ ହେଲେ ବାଦ୍ ତେବେ ଇଂଲଣ୍ଡ ବିପକ୍ଷ୍ୟ ରେ ଦିନିକିଆ ସିିରିଜ୍ ପାଇଁ କେଉଁ କେଉଁ ଖେଳାଳି ମାନଙ୍କର ଚୟନ ହୋଇଛି ଆମେ ମାନେ ସେହି ବିଷୟ ରେ ଆପଣ ମାନଙ୍କୁ ଜଣେଇବୁ ଦଳ ରେ କିଏ ରହିଲେ ଏବଂ କିଏ ପଡିଲେ ବାଦ୍ ତେବେ କେଉଁ ଖେଳାଳି ପ୍ରଥମ ଥର ପାଇଁ ଦଳ ରେ ସାମିଲ ହୋଇଛନ୍ତି । ଇଂଲଣ୍ଡ ବିପକ୍ଷ୍ୟ ଦିନିକିଆ ସିରିଜ୍ ପାଇଁ ଶୁକ୍ରବାର ଭାରତୀୟ ଦଳ ଖେଳାଳି ମାନଙ୍କ ନାମ ଘୋଷଣା କରା ଜାଇଛି ,kr

ସେମିତି ରେ ଅଶ୍ଟେଲିଆ ଗସ୍ତ ରେ ସାମିଲ ହୋଇ ଥିବା 7 ଜଣ ଖେଳାଳି ଙ୍କୁ ଇଂଲଣ୍ଡ ବିପକ୍ଷ୍ୟ ତିନି ମ୍ୟଚ୍ ପରେ ଏବେ ଆଉ ସ୍ଥାନ ମିଳି ନାହିଁ ,ମୟଙ୍କ ଅଗ୍ରୱାଲ, ଯଶପ୍ରୀତ ବୁମରା, ମହମ୍ମଦ ସାମି, ମନୀଷ ପାଣ୍ଡି, ନବଦୀପ ସାଇନି, ସଞ୍ଜୁ ସାମସନ ଓ ରବୀନ୍ଦ୍ର ଜାଡେଜା ଟିମରୁ ବାଦ୍ ପଡିଛନ୍ତି , ଏବଂ ସେହି ପରି ମିଳି ଥିବା ସୂଚନା ଅନୁସାରେ ବର୍ତମାନ ସମୟୟ ରେ କୋରନା ଚାଲି ଥିବାରୁ ଏହାକୁ ନେଇ ଘୋଷଣା ହୋଇଛି କି ଷ୍ଟାଡିଏମ୍ ରେ ବିନା ଦର୍ଶକ ରେ ହିଁ ଏହି ମ୍ୟଚ୍ ଖେଳାଯିବ ବୋଲି ।mach

ଏହି ସିରିଜ୍ ର ତିନୋଟି ମ୍ୟଚ୍ ମାର୍ଚ୍ଚ 23, 24, ଏବଂ 28 ତାରିଖ ରେ ଖେଳାଯିବ ତେବେ ଘୋଷଣା ହୋଇ ଥିବା ଦିନିକିଆ ଦଳ ହେଲା ବିରାଟ କୋହଲି(ଅଧୁନାୟକ), ରୋହିତ ଶର୍ମା (ଉପ ଅଧୁନାୟକ), ଶିଖର ଧାୱନ, ଶୁବମାନ ଗିଲ୍, ଶ୍ରେୟସ ଆୟର, ସୂର୍ଯ୍ୟକୁମାର | ଯାଦବ, ହାର୍ଦିକ ପାଣ୍ଡୀ, ଋଷଭ ପନ୍ତ (ୱିକେଟ୍ କିପର), କେଏଲ ରାହୁଲ(ୱିକେଟ୍ କିପର), ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, କୃଣାଲ ପାଣ୍ଡା, ୱାଶିଂଟନ ସୁନ୍ଦର, ଟି ନଟରାଜନ, ଭୁବନେଶ୍ବର କୁମାର, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣା, ଶାହୁଁଳ ଠାକୁର।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *