ଶିବ ପୁରାଣରେ ବର୍ଣ୍ଣିତ ମହା ଶିବରାତ୍ରି ପୂଜାର ମହତ୍ୱ !

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ କହିବୁ ମହା ଶିବ ରାତ୍ରୀ ର ମହତ୍ୱ ବିଷୟ ରେ କହିବୁ , ଶିବ ପୁରାଣ ରେ ଲେଖା ରହିଛି କି ଶିବରାତ୍ରୀ ର ପାଳନ କରିଲେ ମୂକ୍ଷ୍ୟ ପ୍ରାପ୍ତି ହୋଇଥାଏ , ବ୍ରହ୍ମା ବିଷ୍ଣୁ ତଥା ପାର୍ବତୀ ପଚାରିବାରୁ ଭଗବାନ ଶିବ କହିଲେ କି ସମସ୍ତ ମନୁଶ୍ୟ , ସ୍ତ୍ରୀ , ଦେବତା , ତଥା ବାଳକ ମାନଙ୍କ ପାଇଁ ଏହି ବ୍ରତ ହିତ କାରୀ ବୋଲି ମନାଯାଏ ପ୍ରତ୍ୟୋକ ବର୍ଷ ଶିବରାତ୍ରୀ ଏବଂ ଫାଲ୍ଗୁନ ଚତୁର୍ଦୋଶୀ ରେ ହେଉ ଥିବା ମହା ଶିବ ରାତ୍ରୀ ବ୍ରତ ର ଶିବ ପୁରାଣ ରେ ବିଶେଷ ମହତ୍ୱ ରହିଛି , ତେବେ ଦ୍ୱପ ଜାଳିବା ସମୟ ରେ କଣ ପାଇଁ ଉପବାସ ରହିବା ଉଚିତ୍ ସେହି ବିଷୟରେ ଜାଣିବା ,mahadev

ତେବେ ବଡ ବଡ ସନ୍ଥ ମାନଙ୍କ କହିବା ଅନୁସାରେ ମନ ଉପରେ ନିୟନ୍ତ୍ରଣ ଏବଂ ଇନ୍ଦ୍ରିୟ ଉପରେ ନିୟନ୍ତ୍ରଣ ପାଇଁ ରାତ୍ରୀ ରେ ଉଜାଗର ରହି ପାରିବ , ଅର୍ଥାତ୍ ଶିବ ଉପାସନା ପାଇଁ ରାତ୍ରୀ ଉଜାଗର ଉପଯୁକ୍ତ ଅଟେ , ଏଏହି କାରଣ ପାଇଁ ଏହି ଦିନ ରେ ବ୍ରତ ଚାରି ମାନେ ଏହି ମହାନ ବ୍ରତ୍ତ ରେ ଶିିବ ଙ୍କ ପୂଜା ଅର୍ଚ୍ଚନା କରିବା ସହିତ ସେମାନେ ପାଣି ଢାଳିବା କାର୍ଯ୍ୟ ବି କରିଥାନ୍ତି । ଏବଂ ସେହିଥି ପାଇଁ ମଧ୍ୟ ରାତ୍ରୀ ର ଚାରି ପ୍ରହର ରେ ବିଶେଷ ପୂଜା କରାଯାଏ ସକାଳ ର ଆଳତୀ ସହିତ ଏହି ଉପାସନା ପୂର୍ଣ୍ଣ ହୋଇଥାଏ ,s

ପୂଜା ବିଧି ବିଷୟ ରେ କହିଲ ଏହି ବ୍ରତ୍ତ ରେ ବ୍ୟକ୍ତି ସକାଳୁ ଉଠି ନିତ୍ୟକ୍ରମ ସାରି ମସ୍ତକ ରେ ଭଷ୍ମ ର ତିଳକ ଲଗେଇ ଗଳା ରେ ରୁଦ୍ରାକ୍ଷ୍ୟ ପକେଇ ଶିବ ମନ୍ଦିର ଜାଇ ବିଧି ପୂର୍ବକ ପୂଜା ଅର୍ଚ୍ଚନା କରିବା ଉଚିତ୍ ଏବଂ ପରେ ଶ୍ରଦ୍ଧା ପୂର୍ବକ ଏମିତି ସଂଙ୍କଳ୍ପ ନେବା ଆବଶ୍ୟକ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *