ବାପରେ ଏତେ କୋଟି ଟଙ୍କାର ମାଲିକ ସବ୍ୟ ସଚୀ ।

s

ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସବ୍ୟସାଚୀ ମିଶ୍ର ଯିଏ ଆମ ଓଡିଆ ଉଣ୍ଡଷ୍ଟ୍ରୀ ର ଏକ ମହାନ୍ କଳାକାର ସବ୍ୟସାଚୀ ମିଶ୍ର ଲାଇଫ୍ ଷ୍ଟାଇଲ୍ , ତାଙ୍କର ଘର ,ତାଙ୍କର ଫେମିଲି ବିଷୟ ରେ ତାଙ୍କର ପର୍ସିନାଲ ଲାଇଫ୍ ବିଷୟ ରେ ତାଙ୍କର ସଂଘର୍ଷ ମୟ ଜିବନୀ ବିଷୟ ରେ ଆପଣ ମାନଙ୍କୁ ଏଠାରେ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବାକୁ ଚାହିଁବୁ ,ଆପଣ ମାନଙ୍କୁ ଆରମ୍ଭ ରୁ କହିବୁ କି ସବ୍ୟସଚୀ ମିଶ୍ର ଙ୍କ ଜନ୍ମ ସମ୍ବଲପୁର ର ବୁର୍ଲା ରେ ହୋଇ ଥିଲା । ଆଉ ଆପଣ ମାନେ ଜାଣି ନ ଥିବେ ତାଙ୍କ ବାପା ସୁରେନ୍ଦ୍ର ପ୍ରଶାଦ୍ ମିଶ୍ର ଜଣେ ଆଇ ଏସ୍ ଅଫିସର ଅଟନ୍ତି ଏବଂ ତାଙ୍କର ମାଆ ଡକ୍ଟର ସୁଷମା ମିଶ୍ର ଅଟନ୍ତି ସବ୍ୟସଚୀ ମିଶ୍ର ଙ୍କ ଜଣେ ଭାଈ ରହିଛନ୍ତି ସେ ଜଣେ ଟେଲିକମ୍ ଇଞିନିୟର୍ ।sa

ସବ୍ୟସଚୀ ମିଶ୍ର ବି ଇଞିନିୟରିଂ କରି ଥିଲେ ହେଲେ ତାଙ୍କୁ ସେହି ଥିରେ ମନ ଲାଗି ନ ଥିଲେ ଏବଂ ପରେ ଇନଫୋସିସ୍ ରେ ଚାକିରୀ କୁ ଛାଡି ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ମନ ବଳେଇ ଥିଲେ । ସେହି ସମୟ ରେ 2002 ମସିହା ହୋଇ ଥିବା ବେଳେ ସେ ଛୋଟ ରୁ ବଡ ହେବେ ବୋଲି ଭାବି ଥିଲେ ସେହି ସମୟ ରେ ସେ ପ୍ରଥମେ ଆଲବମ୍ ଅଭିନେତା ହୋଇ ଥିଲେ 2002 ରୁ 2005 ମସିହା ଯାଏ ସେ ଏମିତି ହିଁ ଆଲବମ୍ ରେ କାମ କରୁ ଥିଲେ ତା ପରେ ହରପଟ୍ଟନାୟକ ତାଙ୍କ ମଧ୍ୟ ରେ ଗୋଟିଏ ଟେଲେଣ୍ଟ କୁ ବାହାର କରି ଥିଲେ ଏବଂ ତାଙ୍କୁ ଓଲିଉଡ କୁ ଆଣି ଥିଲେ ,ସବ୍ୟସଚୀ ମିଶ୍ର ଙ୍କ ପ୍ରଥମ ଫିଲ୍ମ ପାଗଳ ପ୍ରେମୀ ରହି ଥିଲା ,ଏହା ହିଟ୍ ହେବା ପରେ ସେ ସପନ ର ସୈଦାଗର ଫିଲ୍ମ ରେ କାମ କରି ଥିଲେସବୁ ବେଳେ ସେ ନିଜର ସଫଳତା ର କ୍ରେଡିଟ୍ ହରପଟ୍ଟନାୟକ ଙ୍କୁ ଦିଅନ୍ତି ।sabya

ତା ପର ଠାରୁ ସେ ଆଜି ଯାଏ 40 ଟି ଫିଲ୍ମ କରି ସାରିଛନ୍ତି ସେ ଓଡ଼ିଆ ଫିଲ୍ମ ସହିତ ତେଲୁଗୁ ଏବଂ ବେଙ୍ଗଲୀ ଫିଲ୍ମ ବି କରିଛନ୍ତି ସବ୍ୟସଚୀ ମିଶ୍ର ଙ୍କ ସଂମ୍ପତୀ ବିଷୟ ରେ କହିବା ତେବେ ତାଙ୍କର ମୂଖ୍ୟ ଆୟ ର ସ୍ରୋତ ହେଲା ବ୍ରାଣ୍ଡ ପ୍ରୋମସନ୍ ,ଏମିତି ରେ ସେହି ଥିରେ ସେ କେବେ 5 ଲକ୍ଷ ତ କେବେ 1 କୋଟି ବି ନେଇ ଥାନ୍ତି । ଆପଣ ମାନେ ସବ୍ୟଙ୍କୁ ବହୁତ ସମୟ ରେ ବ୍ରାଣ୍ଡ ର ପ୍ରୋମସନ୍ କରୁ ଥିବାର ଦେଖି ଥିବେ , ସବ୍ୟସଚୀ ମିଶ୍ର ଙ୍କ ବହୁତ ବଡ ଘର ରହିଛି କଟକ ରେ ଏହା ସହିତ ତାଙ୍କ ପାଖରେ ବହୁତ ଗୁଡିଏ ଲଗଜୋରୀ କାର୍ ରହିଛି ,ଏହା ସହିତ ତାଙ୍କ ପାଖରେ ବହୁତ ଗୁଡିଏ ବ୍ରାଣ୍ଡ ର ବାଇକ୍ ବବି ରହିଛି ,ଆଉ ସେ ଗୋଟିଏ ଓଡ଼ିଆ ଫିଲ୍ମ କରିବା ପାଇଁ 40 ରୁ 500 ଲକ୍ଷ ଟଙ୍କା ଡିମାଣ୍ଡ କରି ଥାନ୍ତି, ତେବେ ତାଙ୍କର ସଂମ୍ପର୍ଣ୍ଣ ସଂମ୍ପତୀ ର ଆକଳନ 25 ରୁ 30 କୋଟି ହେବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *