ମାଡ଼ି ଆସୁଛି ଭୟଙ୍କର କାଳବୈଶାଖୀ ସତର୍କ ସୂଚନା ଜାରି |

rain

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସନ୍ତା 24 ଘଣ୍ଟା ରେ ଆଠ ଟି ଜିଲ୍ଲା ରେ ହୋଇ ପାରେ କାଳବୈଶାଖୀ ଆଗାମୀ ଦୁଇ ଦିନ ରେ କିଛି ସ୍ଥାନ ମାନଙ୍କ ରେ ହାଲ୍କା ରୁ ମଧ୍ୟମ ଧରଣ ର ବର୍ଷା ଲାଗି ରହିବ ଏବଂ ଏହା ସହିତ କାଳବୈଶାଖୀ ର ପ୍ରଭାବ ଦେଖିବା ପାଇଁ ମିଳିବ ଏହି ସବୁ ଜିଲ୍ଲା କୁ ଠିକ୍ ସେମିତି ଆଜି ପାଇଁ ବି ଆଠ ଟି ଜିଲ୍ଲା ରେ ବର୍ଷା ର ସମ୍ଭାବନା ତେବେ ସେହି ଜିଲ୍ଲା ଗୁଡିକ କଣ ରହିଛି କଣ ରହିଛି ପାଣି ପାଗ ବିଭାଗ ପକ୍ଷ୍ୟ ରୁ ସୂଚନା ଆସନ୍ତୁ ଜାଣି ନେବା , ହେଲେ ଏହି ବିଷୟ ରେ ଜାଣିବା ପାଇଁ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ,rain

ଆଜି ରାଜ୍ୟରେ ଆଠ ଟି ଜିଲ୍ଲା ରେ ପ୍ରବଳ ରୁ ମଧ୍ୟମ ଧରଣ ର ବର୍ଷା ହେବାର ସମ୍ଭାବନା ରହିଛି ଏବଂ ଏହା ସହିତ ବଜ୍ର ପାତ ହେବାର ସମ୍ଭାବନା ରହିଛି ଏହା ସହିତ ଆସନ୍ତା 21 ତାରିଖ ରୁ ରାଜ୍ୟ ରେ କିଛି ଜିଲ୍ଲା ମାନଙ୍କ ରେ ଏହି କାଳବୈଶାଖୀ ର ଅଧିଖ ପ୍ରଭାବ ଦେଖିବା ପାଇଁ ମିଳିବ ,ଏବଂ ଏହି ଜିଲ୍ଲା ଗୁଡିକ ରହିଛି ମାଲକାନା ଗିରି , ରାୟଗଡା , ଗଜପତି , ନବରଙ୍ଗପୁର ,କଳାହାଣ୍ଡି କନ୍ଧମାଳ , ଓ ମୟୁରଭଞ୍ ଜିଲ୍ଲା ରେ ପ୍ରବଳ ରୁ ମଧ୍ୟମ ଧରଣ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ତେବେ ଏହି ଜିଲ୍ଲା ଗୁଡିକ ରେ ଗୋଟିଏ କିମ୍ବା ଦୁଇଟି ସ୍ଥାନ ରେ କାଆ ଭାଁ ବର୍ଷା ହେବ ଏହି ନେଇ ଭୂବନେଶ୍ୱର ଆଞ୍ଚଳିକ ପାଣି ପାଗ ବିଜ୍ଞ୍ୟାନ କେନ୍ଦ୍ର ମୂଖ୍ୟ ଏଚ୍ ଆର୍ ବିଶ୍ୱାସ ସୂଚନା ଦେଇଛନ୍ତି ,rains

ବର୍ଷା ପ୍ରଭାବ ରେ ଦୁଇ ଦିନ ପରେ ରାଜ୍ୟ ରେ ତାପମାତ୍ରା ସାମାନ୍ୟ କମିବ ଏବଂ ପୂର୍ବ ଭଳି ଗରମ ହେବନି ସାମାନ୍ୟ ଶୀତ ହେବ ଏହା ସହିତ ଆଗାମୀ 24 ଘଣ୍ଟା ମଧ୍ୟରେ ଏହି ଜିଲ୍ଲା ଗୁଡିକ ରେ ଗୋଟିଏ କିମ୍ବା ଦୁଇଟି ସ୍ଥାନ ରେ ବିଜୁଳୀ ସହିତ ଘଡଘଡୀ ହେବାର ସମ୍ଭାବନା ବି ରହିଛି , ସେହି ପରି ଭୁବନେଶ୍ୱର ଏବଂ ଏହାର ଆଖ ପାଖ ଏରିଆରେ ପାଗ ସୁଖିଲା ରହିବା ସହିତ ସଂନ୍ଧ୍ୟା ସମୟ ରେ ମେଘୁଆ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି , ତେବେ ଆପଣ ମାନଙ୍କର କେଉଁ ଜିଲ୍ଲା ଆପଣ ମାନେ ନିହାତି ଭାବେ କମେଣ୍ଟ କରି ଜଣେଇ ଦେବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *