ଗଙ୍ଗା ଠାରୁ ବି ଅଧିକ ପବିତ୍ର ଏହି ନାମର ଝିଅ,ଯେଉଁ ଘରକୁ ବାହା ହୋଇଯାନ୍ତି ସେଠି ଧନର ବର୍ଷା ହୁଏ

girl

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଜ୍ୟୋତିଷ ଶାସ୍ତ୍ର ର ବହୁତ ମହତ୍ୱ ରହିଛି ବୋଲି ହିନ୍ଧୁ ଧର୍ମ ରେ ଶାସ୍ତ୍ର କୁ ଅନେକ ଲୋକ ମାନେ ବିଶ୍ୱାସ କରନ୍ତି ଶାସ୍ତ୍ର ରେ ଲେଖା ରହି ଥିବା ସମସ୍ତ କାର୍ଯ୍ୟ ସତ ହୋଇ ହୋଇଥାଏ ବୋଲି ଆମେ ମାନେ ବିଶ୍ୱାସ କରୁ ଏବଂ ଏହା ପ୍ରମାଣିତ ମଧ୍ୟ ହୋଇଥାଏ , ଭଗବାନ ଶିବ ଶଙ୍କର ମଧ୍ୟ କହିଛନ୍ତି ଶାସ୍ତ୍ର ରେ ଲେଖା ଥିବା ସମସ୍ତ କାର୍ଯ୍ୟ ସତ ହୋଇଥାଏ ଏବଂ ଏଠାରେ ଅନେକ ଉପକାରୀ ଜିନିଷ ବିଷୟ ରେ ଲେଖା ରହିଥାଏ । ଏବଂ ଏହି ଶାସ୍ତ୍ର ଅନୁସାରେ ଆମେ ମାନେ ଆମର ସ୍ୱଭାବ ବିଷୟରେ ଜାଣି ପାରିବା , ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆମ ମାନଙ୍କ ନାମର ବହୁତ ମହତ୍ୱ ରହିଛି ମନୁଶ୍ୟ ପ୍ରତ୍ୟେକ କାମ ରେ ନିଜର ନାମ ଏବଂ କାମ ଦ୍ୱାରା ପରିତିତ ଅଟେ ।girl

ସେମିତି ଶାସ୍ତ୍ର ଅନୁସାରେ ଏହି ନାମର ମହିଳା ମାନେ ବହୁତ ପବିତ୍ର ହୋଇଥାନ୍ତି , ସେମାନଙ୍କ ବିଷୟ ରେ ଆସନ୍ତୁ ଜାଣି ନେବା ,ପ୍ରଥମେ ରହିଛନ୍ତି P ନାମ ଥିବା ଝିଅ ଯେଉଁ ଝିଅ ମାନଙ୍କର ନାମର ପ୍ରଥମ ଅକ୍ଷର P ରୁ ଆରମ୍ଭ ହୋଇ ଥାଏ ସେମାନଙ୍କୁ ସଂମ୍ପର୍କ କୁ ବାନ୍ଧି ରଖିବା ରେ ସମର୍ଥନ ହୋଇ ଥାନ୍ତି । ଏହି ଝିଅ ମାନେ ପ୍ରତ୍ଯେକ ମଣିଷ ର ଭାବନା କୁ ବହୁତ ଭଲ ଭାବେ ବୁଝି ପାରନ୍ତି ,ଏମାନେ କେବେ କାହାକୁ ଦୁଖଃ ଦିଅନ୍ତି ନାହିଁ ହୋଇ ପାରେ ସେମାନେ ଛୋଟ ହୁଅନ୍ତୁୁ ବା ବଡ ହୁଅନ୍ତୁ ଏହା ପରେ ରରହିଛି S ନାମ ଥିବା ଝିଅ ମାନେ ଯେଉଁ ଝିଅ ମାନଙ୍କର ନାମ S ରୁ ଆରମ୍ଭ ହୋଇ ଥାଏ ସେମାନଙ୍କୁ ମଧ୍ୟ ବହୁତ ପବିତ୍ର ହୋଇ ଥାଏ ,ଏମାନେ ବହୁତ ଲାଜକୂଳା ବି ହୋଇ ଥାନ୍ତି ହେଲେ ସେମାନେ ନିଜର ପରିବାର ମାନ ସମ୍ମାନ କୁ ବହୁତ ଜଗି ଥାନ୍ତି ।g

ଏହା ପରେ M ନାମ ଥିବା ଝିଅ ମାନେ ଯେଉଁ ମାନଙ୍କ ନାମର ପ୍ରଥମ ଅକ୍ଷର M ରୁ ଆରମ୍ଭ ହୋଇ ଥାଏ ,ସେମାନେ ବହୁତ ଶାନ୍ତ ସ୍ୱଭାବ ର ହୋଇ ଥାନ୍ତି । ଏମାନଙ୍କର ସ୍ୱଭାବ ଅନ୍ୟ ମାନଙ୍କ ଠାରୁ ବହୁତ ଭଲ ହୋଇ ଥାଏ ଏହି ନାମ ଥିବା ଝିଅ ମାନେ ବହୁତ ଜୋର ରେ କଥା କହିବା ପାଇଁ ପସନ୍ଦ କରନ୍ତି ଏହା ପରେ ରହିଛି D ନାମ ଥିବା ଝିଅ ମାନେ ବି ବହୁତ ଶାନ୍ତସ୍ୱଭାବ ର ହୋଇ ଥାନ୍ତି । ଏମାନେ ନିଜର ଜିବନ ସାଥି ଙ୍କ ବହୁତ ବିଶ୍ୱସ୍ଥ ହୋଇ ଥାନ୍ତି ଏମାନେ କୈଣସି ବି ପରିସ୍ଥିତି ରେ ନିଜର ଜିବନ ସାଥି ଙ୍କ ସାଥି ଛାଡନ୍ତି ନାହିଁ ,ଏବଂ ଏମାନଙ୍କ ବ୍ୟବହାର ମଧ୍ୟ ବହୁତ କୋମଳ ହୋଇ ଥାଏ ।gg

ସେଷ ରେ ରହିଛି K ନାମରୁ ଆରମ୍ଭ ହୋଇ ଥିବା ଝିଅ ମାନେ ଏମାନେ ବହୁତ ତେଜ୍ୱ ସ୍ୱଭାବ ର ହୋଇ ଥାନ୍ତି ଏମାନେ ନିଜ ପରିବାର ଏବଂ ଜିବନ ସାଥି ଙ୍କ ଧ୍ୟନ ବହୁତ ଭଲ ଭାବେ ରଖି ଥାନ୍ତି ଏମାନେ କେବେ ଭୁଲ କାମ କରି ନ ଥାନ୍ତି ଯେଉଁଥି ପାଇଁ ପସ୍ତେଇବା ପାଇଁ ପଡିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *