ଆଖି ତଳେ କଳା ଦାଗ ରାତାରାତି ହେବ ଦୂର, ବାସ୍ ଲଗାନ୍ତୁ ଏହି ଗୋଟିଏ ଜିନିଷ ।

bolk

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି କାଲି ବହୁତ ଲୋକ ମାନଙ୍କ ର ଆଖି ତଳ କଳା ପଡିବା ସମସ୍ୟା ଦେଖା ଦେଉଛି ତେବେ ଆମେ ଆପଣ ଙ୍କ ପାଇଁ ଆଜି ଏହି ସମସ୍ୟା ର ସମାଧନ ପାଇଁ ଏକ ଉପଚାର ନେଇ ଆସିଛୁ ତେବେ ଏହା ଆପଣ ଙ୍କର ଆଖିତଳ ର କଳା ଦୂର କରିବା ସହ ଆପଣ ଙ୍କ ମୁହଁ ରେ ରହିଥିବା କଳା ଦାଗ ମଧ୍ୟ ଦୂର କରିବ ତେବେ ସମ୍ପୁର୍ଣ ଉପଚାର ଟିକୁ ଜାଣିବା ପାଇଁ ଆମର ଏହି ପୋଷ୍ଟ ଟିକୁ ଶେଷ ଯାଏଁ ପଢନ୍ତୁ । ତେବେ ଆଜି କାଲି ସମୟ ରେ ସମସ୍ତ ଲୋକ ମୋବାଇଲ ଫୋନ , କମ୍ପ୍ୟୁଟର, ଟିଭି ଏହି ସବୁ ଜିନିଷ ସହ ଯୋଡିତ ରହୁଛନ୍ତି 24 ଘଣ୍ଟା ଲୋକ ମାନେ କିଛି ନା କିଛି ସ୍କ୍ରିନ ଆଗରେ ବସୁଛନ୍ତି ଏହି କାରଣ ରୁ ଆମ ଆଖି ତଳେ କଳା ପଡିବା ଭଳି ସମସ୍ୟା ଦେଖା ଦେଇଥାଏ ଆଉ ଏହା ସହିତ ଯଦି ଆପଣ ଙ୍କ ର ଠିକ ସେ ନିଦ ହେଉ ନାହିଁ ଏବଂ ଆପଣ ବେଶୀ ରାତି ରେ ଶୋଉଛନ୍ତି ତେବେ ଆପଣ ଙ୍କ ଆଖି ତଳ କଳା ପଡିବା ସମସ୍ୟା ଦେଖା ଦେଇଥାଏ ,eyes

ଏହା ସହିତ ଯଦି ଆପଣ ଅତ୍ୟଧିକ ଚିନ୍ତାଗ୍ରସ୍ଥ ଅଛନ୍ତି କୈଣସି କଥା କୁ ନେଇ ଅଧିକ ଚିନ୍ତା କରୁଛନ୍ତି ତେବେ ସେହି କାରଣ ରୁ ମଧ୍ୟ ଆପଣ ଙ୍କ ଆଖିତଳ କଳା ପଡିବାକୁ ଲାଗିଥାଏ ତେବେ ଯାହା ବି ହେଇଥାଉ ନ କାହିଁକି ଆପଣ ମାନେ ଏହି ସମସ୍ୟାର ସମାଧାନ କରି ପାରିବେ ଏବଂ ଘର ର ଜିନିଷ ବ୍ୟବହାର କରି ଆପଣ ଏହାକୁ ଠିକ କରି ପାରିବେ ଏଥି ପାଇଁ ଆପଣ ମାନଙ୍କୁ ଦରକାର ଯାହାକି ଆପଣ ତାହାକୁ ବହୁତ ସହଜ ରେ ମିଳିଯିବ , ତେବେ ଆସନ୍ତୁ ଜାଣିବା ତାହା କଣ ତେବେ ବନ୍ଧୁଗଣ ଆପଣ ଙ୍କ ଘରେ ଆଳୁ ମିଳିଯିବ ଆଉ ଏହା ସହ ଆଲୋବେରା ମଧ୍ୟ ମାର୍କେଟ ରୁ ଆଣି ପାରିବେ ନହେଲେ ବାଡି ରେ ଥିବା ଆଲୋବେରା କୁ ବ୍ୟବହାର କରି ପାରିବେ ,e

ତେବେ ଆଳୁ କୁ ଆପଣ ମାନେ ପେଶୀ ଏହାର ରସ ବାହାର କରନ୍ତୁ ଏବଂ ଏହା ସହିତ ସେଥିରେ ଆଲୋବେରା ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ , ଆଉ ଏହି ପେଷ୍ଟ କୁ ଆପଣ ଆପଣଙ୍କର ମୁହଁ ରେ ଏବଂ ଆଖିର ତଳେ ଲାଗାଇ ଦିଅନ୍ତୁ ଏବଂ ଏହାକୁ ଅଧ ଘଣ୍ଟା ଶୁଖିବା ପାଇଁ ଛାଡି ଦିଅନ୍ତୁ । ଏହା ଶୁଖି ଯିବା ପରେ ନିଜର ମୁହଁ କୁ ଥଣ୍ଡା ପାଣି ରେ ଭଲ ଭାବରେ ଧୋଇ ଦିଅନ୍ତୁ ଆଉ ଏହାକୁ ଆପଣ ଗୋଟିଏ ସପ୍ତାହ କରିବା ପରେ ଆପଣ ଏହାର ପରିଣାମ ଜାଣି ପାରିବେ । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *