ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ରାଜ୍ୟ ସରକାର ଙ୍କ ବଡ ନିସ୍ପତି ଫେରିଲା ଆୟୁସୁଲେସନ ବାହାର ରାଜ୍ୟ ରୁ ଫେରୁ ଥିବା ଯାତ୍ରୀ 7 ଦିନ ଗୃଗ ସଂଙ୍ଗ୍ରହ ରେ ରହିବା ବାଧ୍ୟତା ମୂଳକ ତେବେ ବର୍ତମାନ ସମୟ ରେ ଯେଉଂ ପରି ଭାବେ କୋରନା ନିଜର ପ୍ରକୋପ ଦେଖେଇଛି ଏବଂ କୋରନା ର ଭୟ ଲାଗିଛି ଏହିଥି ମଧ୍ୟ ରେ ରାଜ୍ୟ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି , ପୁଣି ଫେରିଛି ଆୟୁସଲେସନ ବାହାର ରାଜ୍ୟ ରୁ ଫେରୁ ଥିବା ଯାତ୍ରୀ 7 ଦିନ ଗୃଗ ସଂଙ୍ଗ୍ରହ ରେ ରହିବା ବାଧ୍ୟତା ମୂଳକ ଅଟେ ।
ଗତ କାଲି ଲୋକସଭା ଭବନ ରୁ ବିସି ରେ ବିଭିନ୍ନ ଜିଲ୍ଲା ର କୋଭିଡ୍ ସ୍ଥିତି ସମିକ୍ଷା କରି ଏହି ନିର୍ଦ୍ଧେଶ ଦେଇଛନ୍ତି ମୂଖ୍ୟ ଶାସନ ସଚିବ ସୁରେସ୍ ମହାପାତ୍ର ସଂଙ୍କ୍ରମଣ ରୋକିବା ପାଇଁ ଗ୍ରାମ ଏବଂ ସହରାଞ୍ଚଳ ରେ କଟକଣା କଡା କଡି ପାଇଁ ଜିଲ୍ଲା ପାଳ ଏବଂ ଜିଲ୍ଲା ଆରକ୍ଷ୍ୟ ଅଧିକାରୀ ଙ୍କୁ ନିର୍ଦ୍ଧେଶ ଦିଆ ଜାଇଛି , ଗହଳୀ ସ୍ଥାନ ରେ କଟକଣା କୁ କଡା କଡି କରିବା ଗ୍ରାମ ଏବଂ ସହରାଞ୍ଚଳ ରେ ସଚେତନ ଏବଂ କାର୍ଯ୍ୟକ୍ରମ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି ,
ଏବଂ ନିୟମ ଉଲଙ୍ଘନ କାରୀ ଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଟାନ ସେହି ପରି ବାହାର ରାଜ୍ୟ ରୁ ଫେରୁ ଥିବା ଯାତ୍ରୀ 7 ଦିନ ଗୃଗ ସଂଙ୍ଗ୍ରହ ରେ ରହିବା ବାଧ୍ୟତା ମୂଳକ ଅଟେ ବିମାନ ବନ୍ଧର ଏବଂ ରେଳ ଷ୍ଟେସନ ରେ କରା ଯିବ ଥର୍ମାଲ ସ୍କିନିଂ ଯଦି କୈଣସି ଯାତ୍ରୀ ଙ୍କ ପାଖରେ ଲକ୍ଷ୍ୟଣଣ ରହିଥିବ ତେବେ ସଂଙ୍ଗେ ସଂଙ୍ଗେ ଏଣ୍ଟି ରାପ୍ଟିଜେଣ୍ଟ ଟେଷ୍ଟ କରା ଯିବ ,ଏବଂ ଲକ୍ଷ୍ୟଣ ଥିଲେ ସେମାନଙ୍କୁ ସାତ ଦିନିଆ ହୋମ୍ ଆୟୁସଲେସନ ରେ ରହିବା ପାଇଁ ପଡିବ ବୋଲି ସୂଚନା ରହିଛି ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।