ବଡ଼ ସୂଚନା, ମାର୍ଚ୍ଚ 26 ରେ ଭାରତ ବନ୍ଦ,ଏହି ସବୁ ଜିନିଷ ବନ୍ଦ ।

lock

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ଆସନ୍ତା ମାର୍ଚ୍ଚ 26 ରେ ଭାରତ ବନ୍ଦ ଡାକରା ଦେଖନ୍ତୁ କୋଣ ରହିବ ଖୋଲା ଏବଂ କଣ ରହିବ ବନ୍ଦ , ତେବେ ମାର୍ଚ୍ଚ 26 ରେ ଭାରତ ବନ୍ଦ ରହିବା ପାଇଁ ଜାଉଛି ଏହି ବର୍ଷ ଆମେ ମାନେ ବହୁତ ସମୟ ରେ ଭାରତ ବନ୍ଦ ରହି ଥିବାର ସମ୍ମୁଖୀନ ହୋଇ ଥିବାର ଦେଖିବା ପାଇଁ ପାଇଛୁ , କେତେ ବେଳେ ରାଜ୍ୟବନ୍ଦ ହେଉଛି ତ ଆଉ କେତେ ବେଳେ ଦେଶ ବନ୍ଦ ହେଉଛି । ତେବେ ଆସନ୍ତା 26 ତାରିଖ ରେ ମାନେ ମାର୍ଚ୍ଚ 26 ରେ ବନ୍ଦ ପାଳନ ହେବ ଏହି ବନ୍ଦ ଡାକରା କୁ କୃଷକ ସଂଙ୍ଘଠନ ଦେଇଛନ୍ତି ।lock

ତେବେ ଭାରତ ବନ୍ଦ ରହିବା କାରଣ ରୁ କଣ ସବୁ ଖୋଲା ରହିବ କଣ ସବୁ ବନ୍ଦ ରହିବ ସେହି ବିଷୟ ରେ ଆସନ୍ତୁ ଜାଣିବା , ତେବେ ବର୍ତମାନ ପର୍ଯ୍ୟନ୍ତ ଯେତିକି ସୂଚନା ରହିଛି 26 ତାରିଖ ରେ ହେବାକୁ ଥିବା ଆନ୍ଧୋଳନ ରେ ମୂଖ୍ୟତଃ ଦୋକାନ ବଜାର ସବୁ ବନ୍ଧ ରହିବ ହେଲେ ଅତ୍ୟାାବଶ୍ୟକ ସାମଗ୍ରୀ ଯେମିତି କି ମେଡିସିନ୍ ଷ୍ଟୋର ଆଦି ଖୋଲା ରହିବ ଏବଂ ଏହା ସହିତ ଜାନ ବାହାନ ରେ କୈଣସି ବାଧା ଉପୁଜିବ ନାହିଁ । ଏହା ସହିତ ପେଟ୍ରୋଲ ପମ୍ଫ ଗୁଡିକ ବି ଖୋଲା ରହିବ ବୋଲି ରିପୋର୍ଟ ହସ୍ତଗତ ହୋଇଛି ,lok

ତେବେ କେନ୍ଦ୍ର ସରକାର ଆଣି ଥିବା GST କୁ ବୋରଧ କରିଛନ୍ତି ଏହି ସଂଙ୍ଘ , ବ୍ୟବସାୟୀ ମାନଙ୍କ କହିବା ଅନୁସାରେ ବାରମ୍ଭାର GST ରେ ପରିବର୍ତନ କରୁଛନ୍ତି କେନ୍ଦ୍ର ସରକାର ଜାହାଫଳ ରେ ଏହା ବ୍ୟବସାୟୀ ମାନଙ୍କ ପାଇଁ ଏକ ଆଇନ୍ ହୋଇଛି ଏବଂ ଏହା ପାଇଁ ସେମାନଙ୍କୁ ଅଧିକ GST ଦେବାକୁ ପଡୁଛି , ଏହିଥି ପାଇଁ ଏହି ଆନ୍ଦୋଳନ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *