ଶିବରାତ୍ରି ୨୦୨୧ ଏହି ଶିବରାତ୍ରିରେ ଭଗବାନ ଶିବ କରାଇବେ ଆପଣଙ୍କର ବିବାହ, କେବଳ ଏହି ଦିନ କରନ୍ତୁ ଏହି ଛୋଟ କାମ !

shivaratri

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଶିବରାତ୍ରୀ ରେ ଏହି ଗୋଟିଏ କାମ କରିଲେ ଆପଣ ମାନଙ୍କ ବିବାହ ସହଜ ରେ ହେବ କେବଳ ଏଏହି ଦିନ କରନ୍ତୁ ଏହି ଛୋଟ କାମ ଶିବରାତ୍ରି ହିନ୍ଧୁ ଧର୍ମ ର ସବୁଠୁ ବଡ ପର୍ବ ଅଟେ ଏହି ଥିରେ ମାହାପଞ୍ଚାଙ୍ଗ ଅନୁସାରେ ବର୍ଷ 2021 ରେ 11ଡ ମାର୍ଚ୍ଚ କୁ ପଡୁଛି ଏହି ମହା ଶିବରାତ୍ରି ବ୍ରତ୍ର ବହୁତ ମହତ୍ୱ ରହିଛି ଏହି ବ୍ରତ କରିବାର ଲାଭ ବହୁତ ରହିଛି । ଏହା ସହିତ ଏହି ଦିନ ଶିବ ଭଗବାନ ଙ୍କ ବିସେଷ ପୂଜା କରିବା ଦ୍ୱାରା ସମସ୍ତ ପ୍ରକାରର ମନସ୍କାମନା ପୂର୍ଣ୍ଣ ହୋଇଥାଏ ଏହି ଦିନ ଶିବ ଙ୍କ ପୂଜା କରିବା ଦ୍ୱାରା ଆପଣ ମାନଙ୍କ ଜିବନ ରେ ଆସିିବାକୁ ଥିବା ଚିନ୍ତା ଦୂରେଇ ଯାଏ ଏବଂ ଆପଣ ମାନଙ୍କ ସମସ୍ତ କଷ୍ଟ ଦୂର ହୁଏ ,siba

ଦେଖିବା ପାଇଁ ଗଲେ ଏହି ଶିବରାତ୍ରି ର ବୁତ ମହତ୍ୱ ରହିଛି ପଞ୍ଚାଙ୍ଗରେ ଦେଖିବା ପାଇଁ 11 ମାର୍ଚ୍ଚ ଗୁରୁବାର ଦିନ ଶିବରାତ୍ରି ଅଟେ । ଏହି ଦିନ ଫଗୁଣ ମାସ କୃଷ୍ଣ ପକ୍ଷ୍ୟ ତ୍ରୋୟଦୋଶୀ ତିଥି ଅଟେ ପୈରାଣିକ ମତ ଅନୁସାରେ ଏହି ଦିନ ରେ ଶିବ ଏବଂ ପାର୍ବତୀ ଙ୍କ ବିବାହ ହୋଇ ଥିଲା , ସେହିଥି ପାଇଁ ଏହି ଦିନ ମାହାଶିବରାତ୍ରି ଭାବେ ଜଣା ସୁଣା ଏହା ସହିତ ଯେଉଂ ଲୋକ ମାନେ ବିବାହ କୁ ନେଇ ଚିନ୍ତା ରେ ରହିଥାନ୍ତି ଅନେକ ବର୍ଷ ଧରି ବିବାହ ହେଉ ନାହିଁ ,shiva

ସେମାନଙ୍କ ପାଇଁ ଏହି ମହାଶିବ ରାତ୍ରି ଫଳ ଦାୟକ ଅଟେ ଏହି ଦିନ ଶିବ ଙ୍କ ପୂଜା କରିବା ଦ୍ୱାରା ସେମାନଙ୍କୁ ବିଷେଶ ଫଳ ମିଳିଥାଏ ଶିବରାତ୍ରି ଦିନ ସଚ୍ଚୋଟ ମନ ରେ ଶିବ ଙ୍କୁ ଆରଧନା କରିଲେ ମନ ପ,ନ୍ଦ ବର ମିଳେ ଇଚ୍ଛା ପୂରଣ ହୋଇଥାଏ କୁଆଁରି କନ୍ୟା ମାନେ ଏହି ବ୍ରତ କରି ସେମାନେ ନିଜର ମନ ପସନ୍ଦ ବର ପ୍ରାପ୍ତି ହୋଇଥାଏ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *