ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଏବେ କିଛି ବଡ ଖବର ଆସି ପହଁଚିଛି ବଦଳିଲା ସ୍କୁଲ ଟାଇମ୍ ଏବେ କେବଳ ସକାଳେ ହେବ ସ୍କୁଲ ପ୍ରବଳ ଗ୍ରୀଷ୍ମ ପ୍ରଭାବ କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ ସମୟ ପଛେଇ ଦେଇଛନ୍ତି ଏଣିକି ଛାତ୍ର ଛାତ୍ରୀ ମାନେ ସକାଳୁ ଆସି ସ୍କୁଲ ରେ ପାଠ ପଢିବେ ଏହି ନେଇ ରାଜ୍ୟ ସରକାର ବିଜ୍ଞ୍ୟପ୍ତି ଜାରି କରି ସୂଚନା ପ୍ରଦାନ କରିଛନ୍ତି , ତେବେ ଏହି ବିଷୟ ରେ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ୍ ସେହି ବିଷୟ ରେ ଜାଣି ନେବା ବାସ୍ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ।
ନୂଆ ସମୟ ଅନୁସାରେ ନବମ ଏବଂ ଏକାଦଶ ଶ୍ରେଣୀ ର ପାଠ ପଢା ସକାଳ 7 ରୁ ଆରମ୍ଭ ହୋଇ 9 ଟାରେ ସେଷ ହେବ ସେହି ପରି ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ର ପାଠ ପଢା ସକାଳ 9ଟା ରୁ ଦିନ 1 ଟା ଯାଏ ଚାଲିବ ଏହା ସହିତ । ପ୍ରତି ସ୍କୁଲ ର ପିଇବା ପାଣି ର ସୁବିଧା କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ନିର୍ଦ୍ଧେଶ ଦିଆ ଜାଇଛି ଏହା ବ୍ୟତିତ ସ୍କୁଲ ର ଓଆରେସ୍ ରଖିବା ଓ ଛାତ୍ରଛାତ୍ରୀ ଙ୍କ ଯିବା ଆସିବା ପରେ ଧ୍ୟନ ଦେବାକୁ ବିଜ୍ଞ୍ୟପ୍ତିରେ ଉଲ୍ଳେଖ କରା ଜାଇଛି ,
ସୂଚନା ଯୋଗ୍ୟ କୁ ଦ୍ୱତୀୟ ଦିନ ରେ ଦେଶ ରେ ଉତ୍ତକ୍ତ ସହର ପାଲଟିଛି ଭୂବନେଶ୍ୱର ଆଜିବି ଏଠାରେ ସର୍ବାଧିକ ତାପମାତ୍ରା 40.4 ଡୀଗ୍ରୀ ରେକର୍ଡ କରା ଜାଇ ଥିବା ବେଳେ ଜାହା ଗତ 10 ବର୍ଷ ରେ ଦ୍ୱତୀୟ ସର୍ବାଧିକ ବୋଲି କୁହା ଜାଇଛି । ଆସନ୍ତା 5 ଦିନ ଯାଏ ସ୍ୱଭାବିତ ତାପମାତ୍ରା ଠାରୁ ଅଧିକ 3 ରୁ 4 ଡୀଗ୍ରୀ ଉପରେ ପାରଦ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।