ସ୍କୁଲ ପିଲାଙ୍କ ପାଇଁ ବଡ଼ ଘୋଷଣା ଆସିଲା ଦେଖନ୍ତୁ |

school

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଏବେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏକ ବଡ ଘୋଷଣା ଜାରି ହୋଇଛି ଜାହା ଆମେ ମାନେ ଏଠାରେ ଜାଣିବା ଏବଂ ପ୍ରଥମ ରୁ ଅଷ୍ଟମ କେବେ ଅପନ ହେବ ତା ସହିତ ଅନ୍ୟାନ ଖବର ବିଷୟ ରେ ବି ଜାଣିବା , ଅର୍ଥିକ ଅନ୍ନଗ୍ରସର ବିଦ୍ୟାର୍ଥି ଙ୍କୁ ନାମ ଲେଖା ପାଇଁ ଅନ ଲାଇନ୍ ରେ ଆବେଦନ ପକ୍ରିଆ ଆରମ୍ଭ ହୋଇ ଥିଲା ତେବେ ଆବେଦନ ଏବଂ ନାମ ଲେଖା ତାରିଖ ରେ ପରିବର୍ତନ କରା ଜାଇଛି ।school

ଏହି ନେଇ ପାର୍ଥମିକ ଶିକ୍ଷା ପରିଶଦ ଙ୍କୁ ଅଭିଯୋଗ କରା ଜାଇଛି , ତେବେ ବିଭାଗିୟ ଅତିରିକ୍ତ ଶାଶନ ସଚିତ ରଘୁରାମ ରାୟ ଏହି ନେଇ ଚିଠି ଲେଖିଛନ୍ତି , ଏବଂ ସେହି ଥିରେ ପାରା 12.1C ଅନୁସାରେ ବେସରକାରୀ ସ୍କୁଲ ରେ ଆର୍ଥିକ ଅନ୍ନଗ୍ରସର ଏବଂ ଦୁର୍ବଳ ପିଲା ମାନଙ୍କ ପାଇଁ 25 ସତକଡା ସ୍ଥାନ ସଂଙ୍ଗ୍ରକ୍ଷ୍ୟଣ ରହିବ , ନାମ ଲେଖା ପକ୍ରିଆ କୁ ସଂଙ୍ଖୁଳିକ କରିବା ପାଇଁ ଅନଲାଇନ୍ ରେ ସମସ୍ତ ପକ୍ରିଆ ଆରମ୍ଭ ହେବ ସେହି ପରି ଦ୍ୱତୀୟ ଖବର ଟି ହେଲା ପ୍ରଥମ ରୁ ଅଷ୍ଟମ ଖୋଲିବା ନେଇ ଯେମିତି କି ଆପଣ ମାନେ ଜାଣି ଥିବେ ପୂର୍ବ ସୂଚନା ନେଇ ଫେବୃଆରୀ ରେ ଅପନ୍ ନହେବା ପାଇଁ ସରକାର ମଧ୍ୟ ଘୋଷଣା କରି ଜଣେଇ ଦେଇ ଥିଲେ ।schools

ହେଲେ ବର୍ତମାନ ସମୟ ରେ ଜଣା ପଡିଛି କି ମାର୍ଚ୍ଚ ମାସ ର ପ୍ରଥମ ସପ୍ତାହ ରେ ବି ଖୋଲିବ ନାହିଁ ସ୍କୁଲ ବୋଲି ଜାହା ସୂଚନା ରହିଛି ତେବେ ଆଗାମୀ ସମୟ ରେ ଏହି ଉପରେ କିଛି ବି ଖଭର ମିଳିଲେ ନିଶ୍ଚିତ ଭାବେ ଜଣେଇ ଦେବୁ, ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *