ଦେଖନ୍ତୁ ସବ୍ଯ-ଅର୍ଚୀତାଙ୍କ Marriage reception Partyରେ ଏକାଠି ଯୋଗଦେଲେ ଅନୁଭବ ଏବଂ ବର୍ଷା

sabya

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ସେମିତିରେ ଆପଣ ମାନେ ଜାଣି ଥିବେ ବର୍ତମାନ ସମୟ ରେ ସବ୍ୟସାଚୀ ଏବଂ ଅର୍ଚ୍ଚିତା ଙ୍କର ବିବାହ ସେଷ ହୋଇ ସାରିଛି ଏବଂ ବର୍ତମାନ ସମୟ ରେ ଚାଲିଛି ବାହାଘର ର ରିସେପ୍ସନ ପାର୍ଟି ତେବେ ବନ୍ଧୁଗଣ ଆସନ୍ତୁ ଦେଖିବା ସେମାନଙ୍କ ବିବାହ ପାର୍ଟି ରେ କେଉଁ କେଉଁ ସେଲିବ୍ରେଟି ମାନେ ଯୋଗ ଦାନ କରି ଥିଲେ , ସେହି ବିଷୟ ରେ ଆମେ ଆପଣ ମାନଙ୍କୁ ଏଠାରେ କହିବା ପାଇଁ ଚାହିଁବୁ , ସେମିତି ରେ ସେମାନଙ୍କ ବିବାହ ରଜସ୍ତାନ ରେ ସରି ଥିବା ବେଳେ ସେମାନଙ୍କ ରିସେପସନ ପାର୍ଟି ଓଡିଶା ରେ ହୋଇଛି ,sabya

ତେବେ ଆପଣ ମାନେ ବି ଯଦି ଜାଣିବା ପାଇଁ ଚାହାଁନ୍ତି କି ସେହି ରିସେପସନ ପାର୍ଟି ରେ କେଉଁ କେଉଁ ସେଲିବ୍ରେଟି ମାନେ ଯୋଗ ଦାନ କରି ଥିଲେ ତେବେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ , ସେମିତି ରେ ଏହି ଦିନ ରେ ବିବାହ ପୂର୍ବ ର ଫୋଟ ଏବଂ ପୋଷ୍ଟ ଭାଇରଲ ହେଇ ଥିବା ବେଳେ ସେମାନଙ୍କର ସେହି ଫୋଟ କୁ ବହୁତ ପରିମାଣ ରେ ଫେନ୍ ମାନେ ପସନ୍ଦ ମଧ୍ୟ କରିଛନ୍ତି , ବିବାହ ପୂର୍ବ ରୁ ଏମାନଙ୍କ ହଳଦୀ ସେରିମୋନି ର ଫୋଟ ସାମ୍ନା କୁ ଆସି ଥିଲା ,ଉଭୟ ଙ୍କ ମଧ୍ୟ ରେ ଦିର୍ଘ ଦିନ ଧରି ପ୍ରେମ ସଂମ୍ପର୍କ ରହି ଥିବା ନେଇ ଚର୍ଚ୍ଚା ହେଉ ଥିଲା ,arachita

ହେଲେ ଦୁଇଜଣ ଙ୍କ ମଧ୍ୟ ରେ ଚାଲି ଥିବା ଚୋରି ଚୋରୀ ପ୍ରେମ ବିଷୟରେ ଦୁହେଁ କେବେ ଆଗରୁ ମୁହଁ ଖୋଲି ନ ଥିଲେ ଗତ ସୋମବାର ଦିନ ଏମାନେ ହଠାତ୍ ଫେନ୍ ମାନଙ୍କୁ ସର୍ପ୍ରାଇଜ୍ କରି ଦେଇ ଥିଲେ, ସେମିତି ରେ ତାଙ୍କର ରିସେପସନ ବିଷୟ ରେ କହିବା ତେବେ ସେମାନେ ଭୁବନେଶ୍ୱର କ୍ରାଉନ୍ ହୋଟେଲ ରେ ଏହି ରିସେପସନ ପାର୍ଟି ଦେଇଛନ୍ତି ତେବେ , ସେମାନେ କହିଛନ୍ତି ସେମାନଙ୍କ ଓଡିଶା ରେ ବହୁତ ଫେନ୍ ମାନେ ରହି ଥିବା ବେଳେ ସେମାନେ ଓଡିଶା ରେ ନୁହେଁ ବରଂ ରାଜସ୍ତାନ ରେ ବିବାହ କରି ଥିଲେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *