ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ସକାଳେ ଆପଣ ମାନଙ୍କ ପାଇଁ କିଛି ବଡ ଖବର ରହିଛି ଜାହାକୁ ଜାଣିବା ପାଇଁ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ନିଶ୍ଚିତ ଭାବେ ଜାଣି ପାରିବେ , ତେବେ ପ୍ରଥମେ ଦେଖନ୍ତୁ ମାର୍ଚ୍ଚ 21 ରେ ମୋ କଲେଜ୍ ର ସୁଭାରମ୍ଭ ହେବ ମୂଖ୍ୟ ମନ୍ତ୍ରୀ ଭିଡ଼ିଓ କୋନଫ୍ରେନ୍ସିଂ ମାଧ୍ୟମ ରେ ଲୋକସଭା ଭବନ ର ସମ୍ବିଳନୀ ପକ୍ଷ୍ୟ ରୁ , ମୋ କଲେଜ୍ ପରିଚାଳନା ସଂଙ୍ଗଠନ ର ଆରମ୍ଭ କରିବେ । ଅପରାହ୍ନ 5.00 ଟା ରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ମୋ କଲେଜ୍ ର ଅଧିନାୟକ ଆକାଶ ଦାସ୍ ସମେଜ୍ ବିଭାଗ ର ଅନେକ ବରିଷ୍ଟ ଲୋକ ମାନେ ଯୋଗଦାନ କରିବେ ,
ଆଉ ଦ୍ୱତୀୟ ଖବର ଟି ହେଲା ରାଜ୍ୟସରକାର ବହୁତ ଜଲ୍ଦି ଓଡିଶା ର ମାସିଜିକ ଏବଂ ଶିକ୍ଷା କ୍ଷେତ୍ର ରେ ପଛୁଆ ବର୍ଗ କୁ ଶିକ୍ଷା କ୍ଷେତ୍ର ଏବଂ ଅନ୍ୟାନ ପଛୁଆ ବର୍ଗ ଙ୍କ ପାଇଁ ଉଭୟ ଚାକିରୀ ଏବଂ ଶିକ୍ଷା କ୍ଷେତ୍ର ରେ ବହୁତ ଜଲ୍ଦି ସମ୍ବିଧାନ ଅନୁମୋଦିତ 27 ପ୍ରତିଶତ ସ୍ଥାନ ସଂଙ୍ଗ୍ରକ୍ଷ୍ୟଣ ଦେବା ପାଇଁ ଅନୁରୋଧ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ , ସେହି ପରି ମୋଦି ସରକାର ଦେଶ ରେ ଆର୍ଥିକ ଅର୍ଣ୍ଣଗ୍ରସର ସବର୍ଣ୍ଣ ଙ୍କ ପାଇଁ ଶିକ୍ଷା ଏବଂ ନିଯୁକ୍ତି ରେ 10 ପ୍ରତିଶତ ସ୍ଥାନ ସଂଙ୍ଗ୍ରକ୍ଷ୍ୟଣ ଦେବା ପାଇଁ ଅନୁରୋଧ କରିଛନ୍ତି , ଏବଂ ଏହାକୁ ଓଡିଶା ରେ ଲାଗୁ କରିବା ପାଇଁ ମୂଖ୍ୟ ମନ୍ତ୍ରା ସାକାରାତ୍ମକ ପଦକ୍ଷେପ ନେବେ ବୋଲି ଶ୍ରୀ ପ୍ରଧାନ ମଧ୍ୟ ଆଶା ବ୍ୟକ୍ତ କରିଛନ୍ତି ,
ନୂଆ ଦିଲ୍ଲୀ ଠାରେ ଗୁରୁବାର ସମ୍ବାଦିକ ସମ୍ବିଳନୀ ଜରିଆରେ ପୁଣି ଥରେ ଏହି ଦିର୍ଘଦିନ ର ଦାବୀ କୁ ଓହରେଇବା ସହ ଶ୍ରୀ ପ୍ରଧାନ କହିଛନ୍ତି କି ରାଜ୍ୟ ରେ 54 ପ୍ରତିଶତ ହେଲେ OBC ଏବଂ SC ବର୍ଗ ର ତେବେ ଏମାନେ ଶିକ୍ଷା ଏବଂ ନିଯୁକ୍ତି ରୁ ବଞ୍ଚିତ ହେଉ ଥିବା କାରଣ ରୁ ସେମାନଙ୍କ ଅର୍ଥନୈତିକ ର ବିକାଶ ହୋଇ ପାରୁ ନାହିଁ , ସେହିଥି ପାଇଁ ସେ ମୂଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖି ଏମାନଙ୍କ ଏହି ସମସ୍ୟା କୁ ଦୂର କରିବା ପାଇଁ କହିଛନ୍ତି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।