ପ୍ରତିଦିନ ସକାଳେ କୁହନ୍ତୁ ଏହି ମନ୍ତ୍ର ବିନା ପୁଜାରେ ହେବ ସବୁ ଇଚ୍ଛା ପୁରଣ

ma

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯେପରି କି ଆପଣ ମାନେ ଜାଣି ଛନ୍ତି ବଜରଙ୍ଗବଲି ବଳ ବୃଦ୍ଦି ବିଦ୍ୟା ସହିତ ତାଙ୍କର କୃପା ଥରେ ଜାହା ଉପରେ ପଡି ଥାଏ ,ତେବେ ସେହି ବ୍ୟକ୍ତି ଙ୍କ ଜିବନ ରେ କେବେ ବି କୈଣସି ଦୁଖଃ କଷ୍ଟ ର ସାମ୍ନା କରିବା ପାଇଁ ପଡି ନ ଥାଏ ,ଏମିତି କହନ୍ତି କି ରାମ ଭକ୍ତ ବଜରଙ୍ଗବଲି ଆଜିର ଦିନ ରେ ବି ଜିବିତ ରହିଛନ୍ତି ,ଏବଂ ବଜରଙ୍ଗବଲି ଙ୍କୁ ଯେକୈଣସି ବି ତାଙ୍କର ଭକ୍ତ ସଚ୍ଚା ମନ ରେ ଡାକିଲେ ସେ ତାର ମନ ର କଥା କୁ ନିଶ୍ଚିତ ଭାବେ ବୁଝି ପାରନ୍ତି । ଏବଂ ତୁରନ୍ତ ହିଁ ତାଙ୍କର ଦୁଖଃ କୁ ଦୂର କରନ୍ତି ସେହି ପରି ବେଳେ ସନିବାର ଏବଂ ମଙ୍ଗଳ ବାର ଦିନ ବଜରଙ୍ଗବଲି ଙ୍କ ବାର ରୂପେ ମାନ୍ୟତା ଦିଆ ଜାଇଛି , ସେହି ପରି ବେଳେ ଏମିତି କୁହା ଯାଏ କି ଯେକୈଣସି ଲୋକ ମାନେ ନିଜର ସଚ୍ଛା ମନ ରେ ବଜରଙ୍ଗବଲି ଙ୍କୁ ଡାକି ଥାନ୍ତି ।mantr

ତେବେ ପ୍ରଭୁ ବଜରଙ୍ଗବଲି ତାର ସବୁ ଦୁଖଃ ର ଦିନ କୁ ସୁଖ ରେ ପରିଣତ କରନ୍ତି । ଆମେ ଆଜି ଆପଣ ମାନଙ୍କୁ ଏଠାରେ ଏମିତି ଗୋଟିଏ ମନ୍ତ୍ର କହିବା ପାଇଁ ଜାଉଛୁ ଜାହାର ଜପ କରିବା ଦ୍ୱାରା ବଜରଙ୍ଗବଲି ଆପଣ ମାନଙ୍କ ବାର୍ତା କୁ ଖୁବ୍ ଶିଘ୍ର ସୁଣିବେ ,ଏବଂ ଆପଣ ମାନଙ୍କ ମନସ୍କାମନା କୁ ମଧ୍ୟ ପୁରଣ କରିବେ ,ଏହାକୁ ଆପଣ ମାନେ ସନିବାର ଏବଂ ମଙ୍ଗଳବାର ଦିନ ରାତ୍ରୀ ସମୟ ରେ ତିନି ଥର କରନ୍ତି ଏବଂ ରାଶି ତେଲ ରେ ଦିପ ଟିଏ ତାଙ୍କ ପାଖରେ ଲଗାନ୍ତୁ । ଏବଂ ଏହି ମନ୍ତ୍ର ଜୟ ଶ୍ରୀ ରାମ୍ ଜୟ ସିୟା ପତି ରାମ୍ ମନ୍ତ୍ରୀ କୁ ଆପଣ ମାନେ ତିନି ଥର ରାତ୍ରୀ ସମୟ ରେ କେବଳ ଯପ କରନ୍ତୁ ,ଏମିତି ରେ ମନରେ କିଛି ବି ଗ୍ଲାନୀ ରଖନ୍ତୁ ନାହିଁ ଏହି ମନତ୍ରୀ କୁ ଯପ କରିବା ସମୟ ରେ ତେବେ ସେମିତି ରେ ଏହି ଚମତ୍କାରୀ ମନ୍ତ୍ର ର ଗୁଣ ଆପଣ ମାନେ ନିଶ୍ଚିତ ଭାବେ ଦେଖଇ ପାରିବେ ।mantra

ଆପଣ ମାନଙ୍କ ଜିବନ ରେ ଯେକୈଣସି ବି ଅସୁବିଧା ରହି ଥାଉ ନା କାହିଁକି ,କିଛି ଦିନ ମଧ୍ୟ ରେ ଆପଣ ମାନଙ୍କ ଠାରୁ ଏହା ଦୂରେଇ ଯିବ ଏବଂ ଆପଣ ମାନଙ୍କୁ ଧନ ର ବର୍ଷା ହେବ , ଏବଂ ଏହା ସହିତ ଆପଣ ମାନଙ୍କ ଉପରେ ଭଗବାନ ଶିବଶଙ୍କର ଙ୍କ ବି କୃପା ଦୃଷ୍ଟି ପଡିବ ସହିତ ତାଙ୍କର ଆଶ୍ରୀବାଦ ପ୍ରାପ୍ତି ହେବ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *