ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମନ୍ଦିରରୁ ମିଳିଥିବା ଭଗବାନଙ୍କ ଫୁଲକୁ ଏହିଭଳି ସାଇତି ରଖିଲେ ଆପଣଙ୍କୁ ମିଳିବ ଭଗବାନଙ୍କ ଆଶ୍ରୀବାଦ , ବନ୍ଧୁଗଣ ବେଳେବେଳେ ମନ୍ଦିରରେ ପୂଜାରି ଆମକୁ ଠାକୁରଙ୍କ ଚରଣରୁ ଫୁଲ ଉଠି ଦେଇଥାନ୍ତି , ମନ୍ଦିରରୁ ଠାକୁରଙ୍କ ପାଖରୁ ପାଇଥିବା ଏହି ଫୁଲକୁ ସାଧାରଣତ ଆମେ ଘରକୁ ନେଇ ଆସିଥାଉ କିନ୍ତୁ କିଛିଦିନ ପରେ ଏହି ଫୁଲ ସୁଖିଯିବା ପରେ ଲୋକେ ଭାବନ୍ତି ଏହି ସୁକିଲା ଫୁଲକୁ କଣ କରିବି । ମନ୍ଦିରରୁ ମିଳିଥିବା ଏହି ଫୁଲକୁ ଭୁଲ ବ୍ୟବହାର କଲେ ବ୍ୟକ୍ତି ପାପର ଭଗଦାରି ହୋଇଥାନ୍ତି ବୋଲି କୁହାଯାଏ , ତେବେ ଠାକୁରଙ୍କ ଚରଣରୁ ପାଇଥିବା ଏହି ଫୁଲକୁ କଣ କରିବା ଉଚିତ୍ ଆମେ ଆଜି ଆପଣଙ୍କୁ ଜଣାଇବୁ , ମନ୍ଦିରରୁ ପାଇଥିବା ଏହି ଫୁଲ ସୁଖିଯିବା ପରେ ତାକୁ ଗୋଟିଏ କପଡାରେ ବାନ୍ଧି ଘରର ଆଲମୀରା ରେ ରଖିଦେବା ଉଚିତ୍ ଏହା ଦ୍ୱାରା ଫୁଲର ସକାରତ୍ମକ ଶକ୍ତି ଘରେ ହିଁ ରୁହେ ।
ବେଳେ ବେଳେ ଆମେ କୌଣସି ତୀର୍ଥ ସ୍ଥାନ କିମ୍ବା କୌଣସି ମନ୍ଦିର ଦର୍ଶନ୍ନ ପାଇଁ ଯାଉଥାଉ ଏବଂ ମନ୍ଦିର ପୁଜାରି ଭଗବାନଙ୍କ ଚରଣରୁ ଆମକୁ ଫୁଲ ଆଣି ଦେଇଥାନ୍ତି ସେତେବେଳେ ଆପଣ ମାନେ ଭାବନ୍ତି କଣ କରିବେ ଏହି ଫୁଲ , ତେବେ ଆପଣ ଫୁଲକୁ ନର୍ମ ଭାବି ନମସ୍କାର କରି ତାକୁ ଯଦି ଘରକୁ ନଆଣି ପାରୁଛନ୍ତି ତେବେ ପ୍ରଭାହିତ ଜଳରେ ଆପଣ ପ୍ରଭାହିତ କରି ପାରନ୍ତି । ଲୋକେ ଚିନ୍ତିତ ହୋଇ ପଡିଥାନ୍ତି କି ଯେ ଏହି ଫୁଲକୁ କଣ କରିବି ଘରେ ପହଞ୍ଚୁ ପହଞ୍ଚୁ ତ ଏହି ଫୁଲ ସୁଖିଯାଏ ଏଭଳି ସ୍ଥିତିରେ ଏହି ଫୁଲକୁ ହାତରେ ରଖି ସୁଙ୍ଘିନେବା ଉଚିତ୍ ଏବଂ ସୁଙ୍ଘିବା ପରେ କୌଣସି ଗଛ ତଳେ ବା ନଦୀରେ ପ୍ରଭାହିତ କରିଦେବା ଉଚିତ୍ ,
ସୁଙ୍ଘିବା ଦ୍ୱାରା ଫୁଲର ସାକାରତ୍ମକ ଶକ୍ତି ଶରୀର କୁ ଚାଲି ଆସିଥାଏ ଏବଂ ଏହାପରେ ଏହି ଫୁଲକୁ କୌଣସି ନଦୀରେ ପ୍ରଭାହିତ କରିଦେବା ଉଚିତ୍ , ତେବେ ବନ୍ଧୁଗଣ ଜାଣିଲେ ମନ୍ଦିରରୁ ମିଳିଥିବା ଭଗବାନଙ୍କ ଫୁଲକୁ ଏହିଭଳି ସାଇତି ରଖନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।