ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସାତ ଜନ୍ମ ର ସାଥି ହୋଇଛନ୍ତି ଓଡିଆ ଷ୍ଟାର ସବ୍ୟସାଚୀ ଏବଂ ଅର୍ଚ୍ଚିତା । ତେବେ ବର୍ତମାନ ସେମାନଙ୍କ ବିବାହ ଚାଲିଛି ତେବେ କେମିତି ହୋଇଛି ସେମାନଙ୍କ ବିବାହ ଆସନ୍ତୁ ଜାଣି ନେବା ତେବେ ଲଭ୍ ସିକ୍ରେଜ୍ ର ରାଜ ଖୋଲି ଆଜି ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଓଡିଆ ଷ୍ଟାର ସବ୍ୟସାଚୀ ଏବଂ ଅର୍ଚ୍ଚିତା , ତେବେ ବର୍ତମାନ ସମୟ ରେ ସେମାନେ ରାଜସ୍ତାନ ର ଏକ ବିଳାସ ପୂର୍ଣ୍ଣ ରିଜୋର୍ଟ ରେ ଉଭୟ ଙ୍କର ବିବାହ ହୋଇଛି ରାଜା ବେଶ ରେ ଓଡିଆ ଷ୍ଟାର ସବ୍ୟସାଚୀ ସଜେଇ ହୋଇ ଥିବା ବେଳେ ରାଣୀ ବେଶ ରେ ସୁନ୍ଦରୀ ଅର୍ଚ୍ଚିତା ବେଶ୍ ମାନୁଛନ୍ତି ।
ବର୍ତମାନ ସମୟ ରେ ଉଭୟ ଙ୍କ ବର କନ୍ୟା ବେଶ ସୋସିଆଲ ମିଡିଆ ରେ ବର୍ତମାନ ସମୟ ରେ ଭାଇରଲ ହେବାରେ ଲାଗିଛି ,ସେହି ପରି ବିବାହ ପୂର୍ବ ରୁ ଏମାନଙ୍କ ହଳଦୀ ସେରିମୋନି ର ଫୋଟ ସାମ୍ନା କୁ ଆସି ଥିଲା ,ଉଭୟ ଙ୍କ ମଧ୍ୟ ରେ ଦିର୍ଘ ଦିନ ଧରି ପ୍ରେମ ସଂମ୍ପର୍କ ରହି ଥିବା ନେଇ ଚର୍ଚ୍ଚା ହେଉ ଥିଲା , ହେଲେ ଦୁଇଜଣ ଙ୍କ ମଧ୍ୟ ରେ ଚାଲି ଥିବା ଚୋରି ଚୋରୀ ପ୍ରେମ ବିଷୟରେ ଦୁହେଁ କେବେ ଆଗରୁ ମୁହଁ ଖୋଲି ନ ଥିଲେ ଗତ କାଲି ଏମାନେ ହଠାତ୍ ଫେନ୍ ମାନଙ୍କୁ ସର୍ପ୍ରାଇଜ୍ କରି ଦେଇ ଥିଲେ ଏହି ଦୁଇ କୋପଲ ସୋସିଆଲ ମିଡିଆ ରେ ଲଭ୍ ସିକ୍ରେଜ୍ ର ରାଜ ଖୋଲି ଆଜି ଏମାନେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ,
ରିଲ୍ ଲାଇଫ୍ ରେ ଉଭୟ ଙ୍କ ଯୋଡି ହିଟ୍ ଥିବା ବେଳେ ରିଏଲ ଲାଇଫ୍ ରେ ଏମାନେ ବିବାହ କରିବା ବର୍ତମାନ ସମୟ ରେ ଚର୍ଚ୍ଚା ର ବିଷୟ ରହିଛି ,ତେବେ ଆପଣ ମାନଙ୍କୁ ଓଡିଆ ଷ୍ଟାର ସବ୍ୟସାଚୀ ଏବଂ ଅର୍ଚ୍ଚିତା ଙ୍କ ଯୋଡି କେମିତି ଲାଗୁଛି କମେଣ୍ଟ କରି ଜଣେଇ ଦେବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।