ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କଣ ଆପଣ ମାନେ ଏହି କଥା ଜାଣିଛନ୍ତି କି ଅର୍ଚ୍ଚିତାା ଙ୍କ ବିବାହ କରିବା ପରେ ଅର୍ଚ୍ଚିତାା ଙ୍କ ଶାଶୁ ଘରେ ତାଙ୍କର ନାମ କଣ ଦେଇଛନ୍ତି ଆପଣ ମାନେ କେବେ ଜାଣିବା ପାଇଁ ଚେଷ୍ଟା କରିଛନ୍ତି କି ଯଦି ଆପଣ ମାନେ ଏହି ବିଷୟ ରେ ଜାଣି ନାହାଁନ୍ତି ତେବେ ଆପଣ ମାନେ ଜାଣିବା ପାଇଁ ହେଲେ ଆପଣ ମାନେ ପୋଷ୍ଟ କୁ ସଂମ୍ପର୍ଣ୍ଣ ଭାବେ ପଢନ୍ତୁ ତେବେ ଆପଣ ମାନଙ୍କୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଜ୍ଞ୍ୟାତ ହୋଇଯିବ କି ଅର୍ଚ୍ଚିତାା ଙ୍କ ବର୍ତମାନ ର ନାମ କଣ ରହିଛି ବୋଲି । ସେମିତି ରେ ସେମାନେ ରାଜସ୍ତାନ ର ଏକ ବିଳାସ ପୂର୍ଣ୍ଣ ରିଜୋର୍ଟ ରେ ଉଭୟ ଙ୍କର ବିବାହ ହୋଇଥିଲା ରାଜା ବେଶ ରେ ଓଡିଆ ଷ୍ଟାର ସବ୍ୟସାଚୀ ସଜେଇ ହୋଇ ଥିବା ବେଳେ ରାଣୀ ବେଶ ରେ ସୁନ୍ଦରୀ ଅର୍ଚ୍ଚିତା ବେଶ୍ ମାନୁଛନ୍ତି ।
ସେହି ସମୟ ରେ ଉଭୟ ଙ୍କ ବର କନ୍ୟା ବେଶ ସୋସିଆଲ ମିଡିଆ ରେ ବର୍ତମାନ ସମୟ ରେ ଭାଇରଲ ହେବାରେ ଲାଗିଛି ,ସେହି ପରି ବିବାହ ପୂର୍ବ ରୁ ଏମାନଙ୍କ ହଳଦୀ ସେରିମୋନି ର ଫୋଟ ସାମ୍ନା କୁ ଆସି ଥିଲା ,ଉଭୟ ଙ୍କ ମଧ୍ୟ ରେ ଦିର୍ଘ ଦିନ ଧରି ପ୍ରେମ ସଂମ୍ପର୍କ ରହି ଥିବା ନେଇ ଚର୍ଚ୍ଚା ହେଉ ଥିଲା ,ଏହି ଦୁଇ କୋପଲ ସୋସିଆଲ ମିଡିଆ ରେ ଲଭ୍ ସିକ୍ରେଜ୍ ର ରାଜ ଖୋଲି ଥିଲେ ,
ଏବଂ ବର୍ତମାନ ସମୟ ରେ,ବିବାହ ବେଦୀ ରେ ଅର୍ଚ୍ଚିତା ଙ୍କ କାନ ରେ କଣ କହିଲେ ସବ୍ୟ ତେବେ ଅର୍ଚ୍ଚିତା ଙ୍କ ଏକ ଫୋଟ କାଲି ସୋସିଆଲ ମିଡିଆରେ ପୋଷ୍ଟ କରି ଥିଲେ ଯେଉଁ ଠାରେ ବାହା ବେଦୀ ରେ ଅର୍ଚ୍ଚିତା ଙ୍କ କାନ ସବ୍ୟସାଚୀ କିଛି କହୁ ଥିବାର ଦେଖିବା ପାଇଁ ମିଳି ଥିଲେ , ତେବେ ଏହି ବିଷୟ ରେ ଅର୍ଚ୍ଚିତା ଲେଖଇି ଥିଲେ ସେହି ଦିନ ଠାରୁ ସେ ମୋର ନୂଆ ରଖି ଥିଲେ ସବ୍ୟର୍ଚିତା , ତେବେ ଅର୍ଚ୍ଚିତା ଙ୍କର ଏହି ପୋଷ୍ଟ କୁ ବହୁତ ମାତ୍ରା ରେ ପସନ୍ଦ କରିଛନ୍ତି ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।