ସବ୍ୟ – ଅର୍ଚୀତାଙ୍କ ବାହାଘରକୁ ନେଇ ଏମିତି ସାଙ୍ଘାତିକ ବୟାନ ଦେଲେ ଅନୁଭବ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଯେମିତି ଜାଣନ୍ତି ସାତ ଜନ୍ମ ର ସାଥି ହୋଇ ସାରିଛନ୍ତି ଓଡିଆ ଷ୍ଟାର ସବ୍ୟସାଚୀ ଏବଂ ଅର୍ଚ୍ଚିତା ତେବେ ବର୍ତମାନ ସମୟ ରେ ସେମାନଙ୍କ ବାହାଘର ସରିଜାଇଛି ତେବେ କେମିତି ଏବଂ କିପରି ସେମାନଙ୍କ ବିବାହ ହେଲା ଆସନ୍ତୁ ଜାଣି ନେବା ବାହା ହେଲେ ଓଲ୍ଉଡ ଏହି ଦୁଇ ଲୋକ ପ୍ରିୟ ଯୋଡି ସବ୍ୟସାଚୀ ଏବଂ ଅର୍ଚ୍ଚିତା , ଏହି ଦୁଇ ଦିନ ତଳେ ଏମାନଙ୍କ ବିବାହ ସରି ଜାଇଛି , ରାଜା ବେଶ ରେ ସବ୍ୟସାଚୀ ସଜେଇ ହୋଇ ଥିବା ବେଳେ ରାଣୀ ବେଶ ରେ ଆମ ଚୁଲବୁଲୀ ନାୟିକା ଅର୍ଚ୍ଚିତା ସଜେଇ ହୋଇଛନ୍ତି । ଉଭୟ ଙ୍କ ବର କନ୍ୟା ବେଶ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହୋଇଛି ,sa

ଏହା ପୂର୍ବ ରୁ ସବ୍ୟସାଚୀ ଏବଂ ଅର୍ଚ୍ଚିତା ଙ୍କ ହଳଦୀ ସେରିମୋନି ର କେତେଟା ଫୋଟ ବି ଖୁବ୍ ଭାଇରଲ ହେବାରେ ଲାଗି ଥିଲା ,ସେମାନେ ରାଜସ୍ତାନ ର ଏକ ବିଳାସ ପୂର୍ଣ୍ଣ ରିଜୋର୍ଟ ରେ ଉଭୟ ଙ୍କର ବିବାହ ହୋଇଛି ରାଜା ବେଶ ରେ ଓଡିଆ ଷ୍ଟାର ସବ୍ୟସାଚୀ ସଜେଇ ହୋଇ ଥିବା ବେଳେ ରାଣୀ ବେଶ ରେ ସୁନ୍ଦରୀ ଅର୍ଚ୍ଚିତା ବେଶ୍ ମାନୁଛନ୍ତି । ବର୍ତମାନ ସମୟ ରେ ଉଭୟ ଙ୍କ ବର କନ୍ୟା ବେଶ ସୋସିଆଲ ମିଡିଆ ରେ ବର୍ତମାନ ସମୟ ରେ ଭାଇରଲ ହେବାରେ ଲାଗିଛି ,ସେହି ପରି ବିବାହ ପୂର୍ବ ରୁ ଏମାନଙ୍କ ହଳଦୀ ସେରିମୋନି ର ଫୋଟ ସାମ୍ନା କୁ ଆସି ଥିଲା ,ଉଭୟ ଙ୍କ ମଧ୍ୟ ରେ ଦିର୍ଘ ଦିନ ଧରି ପ୍ରେମ ସଂମ୍ପର୍କ ରହି ଥିବା ନେଇ ଚର୍ଚ୍ଚା ହେଉ ଥିଲା ,a

ଏହି ଦୁଇ କୋପଲ ସୋସିଆଲ ମିଡିଆ ରେ ଲଭ୍ ସିକ୍ରେଜ୍ ର ରାଜ ଖୋଲି ଆଜି ଏମାନେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି , ରିଲ୍ ଲାଇଫ୍ ରେ ଉଭୟ ଙ୍କ ଯୋଡି ହିଟ୍ ଥିବା ବେଳେ ରିଏଲ ଲାଇଫ୍ ରେ ଏମାନେ ବିବାହ କରିବା ବର୍ତମାନ ସମୟ ରେ ଚର୍ଚ୍ଚା ର ବିଷୟ ରହିଛି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *