ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ତାରା ତାରିଣୀ ସିରିଏଲ ରେ ତାରିଣୀ ତେବେ ସେ କାହାକୁ ବିବାହ କରିଲେ ଆସନ୍ତୁ ଦେଖି ନେବା ଓଡିଆ ଟିଭି ସିିରିଏଲ ର ପ୍ରସିଦ୍ଧ ଧାରାବାହୀକ ତାରା ତାରିଣୀ କୁବହୁତ ଦର୍ଶକ ପସନ୍ଦ କରନ୍ତି । ଏହି ଥିରେ ମୂଖ୍ୟ ଭୂମିକା ରେ ଅଭିନୟ କରି ଥିବା ତାରିଣୀ ଘରେ ଘରେ ପରିଚିତ ଅଟନ୍ତି , ବର୍ତମାନ ସମୟ ରେ ତାଙ୍କର ବିବାହ ଫୋଟ ସୋସିଆଲ ମିଡିଆ ରେ ଘୁରି ବୁଲୁଛି , ଆପଣ ମାନଙ୍କର ପ୍ରିୟ ତୀରିଣୀ ଅର୍ଥାତ୍ ଲିପି ବହୁତ ଭାବୁକ ଏବଂ ଅଭିମାନିନୀ ମଧ୍ୟ , ଲିପି ଙ୍କ ଅଭିନୟ କୁ ଲୋକ ମାନେ ବହୁତ ମାତ୍ରା ରେ ପସନ୍ଦ କରୁ ଥିବା ବେଳେ ଏହା ସହିତ ରୁପମ୍ ଙ୍କ ସହିତ ତାରିଣୀ ଙ୍କର ଲଭ୍ ରୋମାନ୍ସ କୁ ସାରା ଓଡିଶା ବାସୀ ମାନେ ଏବେ ଯାଏ ଭୁଲି ପାରୁ ନାହାଁନ୍ତି , ଏବେ ଲିପି ମହାପାତ୍ର ବିବାହ କରିବାକୁ ଜାଉଛନ୍ତି ,
ଜାହା ସୂଚନା ମିଳିଛି କି ଗତ କିଛି ଦିନ ତଳେ ଲିପି ମହାପାତ୍ର ଙ୍କ ନିର୍ବନ୍ଦ ସେଷ ହୋଇଜାଇଛି । ଏବଂ ଗତ କାଲି ଲିପି ମହାପାତ୍ର ଙ୍କ ମେହେନ୍ଦି ଏବଂ ହଳଦୀ କାର୍ଯ୍ୟକ୍ରମ ସେଷ ହୋଇଜାଇଛି , ମିଳି ଥିବା ସୂଚନା ଅନୁସାରେ , ଏହି ବିବାହ ସତରେ ନୁହେଁ ବରଂ ତାଙ୍କର ସିରିଏଲ ତାରା ତାରିଣୀ ରେ ସେ ରୁପମ୍ କୁ ବିବାହ କରୁ ଥିବାର ଦୃଷ୍ୟ ର କିଛି ଫୋଟ କୁ ସେ ନିଜର ସୋସିଆଲ ମିଡିଆ ଏକାଉଣ୍ଟ ରେ ପୋଶଷ୍ଟ କରି ଥିଲେ ଜାହା ବର୍ତମାନ ସମୟରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି ,
ତରଙ୍ଗ ଟିଭିରେ ପ୍ରସାରିତ ହେଉ ଥିବା ଲୋକ ପ୍ରିୟ ସିରଏଲ ତାରାତାରିଣୀ ରେ ଅଭିନେତ୍ରୀ ଲିପି ମହାପାତ୍ର ଙ୍କ ଅଭିନୟ କୁ କେତେ ପରିମାଣ ରେ ପସନ୍ଦ କରନ୍ତି କମେଣ୍ଟ କରି ଜଣେଇ ଦେବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।