ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଖରାର୍ ସମୟ ରେ ଆର୍ଥିକ ବନ୍ଧୁ ଧନ ଏହି ଧନ ଅର୍ଜନ ପାଇଁ କରନ୍ତୁ ଏହି ଉପାୟ ଚାଣକ୍ୟ ଧନ କୁ ଖରାପ ସମୟ ର ପ୍ରକୃତ ବନ୍ଧୁ ବୋଲି କହିଛନ୍ତି ,ବ୍ୟକ୍ତି ର ଖରାପ ସମୟ ରେ ଯେତେ ବେଳେ ସମସ୍ତେ ଛାଡି ପଳେଇ ଥାନ୍ତି , ସେହି ସମୟ ରେ ଧନ ହିଁ କେବଳ ଏକ ମାତ୍ର ବାଟ ଥାଏ ଯିଏ ସଂଙ୍କଟ ରୁ ଉଦ୍ଧାର କରେ , ସେହିଥି ପାଇଁ ଜିବନ ରେ ଧନ ସଞ୍ଚୟ ନିହାତି ଭାବେ ଆବଶ୍ୟକ ଅଟେ ଧନ ପାଇଁ ବ୍ୟକ୍ତି ବଡ ରୁ ବଡ ବିପଦ ମୁଣ୍ଡେଇବା ପାଇଁ ପ୍ରସ୍ତୁତ ହୋଇ ଜାଇ ଥାଏ ।
କଠିନ ପରିଶ୍ରମ କରିଥାଏ , ଭିଟାମାଟି ଛାଡି ଦୂର ଦେଶ ରେ ରହେ । କିନ୍ତୁ ବେଳେ ବେଳେ ଭାଗ୍ୟ ସାଥ୍ ଦିଏ ନାହିଁ କଠିନ ପରିଶ୍ରମ କରିବା ପରେ ବି ଜିବନ ରେ ଧନ ର ଅଭାବ ଦେଖିବା ପାଇଁ ମିଳେ , ଏହି କଥା କୁ ସବୁ ବେଳେ ମନେ ରଖନ୍ତୁ ଯେକୈଣସି କାମ କରିବା ପାଇଁ ଆପଣ ମାନଙ୍କ ଆତ୍ମବିଶ୍ୱାସ କୁ ସଦୃଢ କରିବା ଆବଶ୍ୟକ ଅଟେ , ସେମିତି ରେ ମାତା ଲକ୍ଷ୍ମୀ ଙ୍କୁ ଧନ ର ଦେବୀ ବୋଲି କୁହାଯାଏ ମାଆ ଲକ୍ଷ୍ମୀ ଙ୍କ କୃପା ଥିଲେ ଜିବନ ରେ କେବେ ବି ଧନ ର ଅଭାବ ଦେଖାଦିଏ ନାହିଁ , ଲକ୍ଷ୍ମୀ ଅନୁଶାସନ ପସନ୍ଦ କରନ୍ତି , ସେହିଥି ପାଇଁ ଜିବନ ରେ ସବୁ ବେଳେ ଅନୁଶାଶୀତ ରହିବା ଉଚିତ୍ ।
ସେମିତି ରେ ଗୁରୁବାର ମାଆ ଲକ୍ଷ୍ମୀ ଙ୍କୁ ସମର୍ପିତ ଅଟେ ସେହି ଦିନ ଆପଣ ମାନେ ସକାଳୁ ଉଠି ବିଧି ମୁତାବକ ଆପଣ ମାନେ ମାଆ ଙ୍କ ପୂଜା ଅର୍ଚ୍ଚନା କରନ୍ତୁ , ମାଆ ପ୍ରଶନ୍ନ ହେଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ , ସୂର୍ଯ୍ୟ ଅସ୍ତ ହେବା ପରେ ଘର ର ମୂଖ୍ୟ ଦ୍ୱାରା ସାମ୍ନା ରେ ଘିଅ ଦିପ ଜଣେଇବା ଆବଶ୍ୟକ ଅଟେ , ଗରିବ ଅସହାୟ ବ୍ୟକ୍ତି ଙ୍କୁ ସାହାଯ୍ୟ କରିଲେ ମାଆ ଲକ୍ଷ୍ମୀ ସବୁ ବେଳେ ପ୍ରଶନ୍ନ ରହିଥାନ୍ତି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।