ଖରାପ ସମୟର ପ୍ରକୃତ ବନ୍ଧୁ । ଧନ ଆର୍ଥିକ ସମସ୍ୟା ଦୂର କରିବାକୁ କରନ୍ତୁ ଏହି ଉପାୟ !

money

ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଖରାର୍ ସମୟ ରେ ଆର୍ଥିକ ବନ୍ଧୁ ଧନ ଏହି ଧନ ଅର୍ଜନ ପାଇଁ କରନ୍ତୁ ଏହି ଉପାୟ ଚାଣକ୍ୟ ଧନ କୁ ଖରାପ ସମୟ ର ପ୍ରକୃତ ବନ୍ଧୁ ବୋଲି କହିଛନ୍ତି ,ବ୍ୟକ୍ତି ର ଖରାପ ସମୟ ରେ ଯେତେ ବେଳେ ସମସ୍ତେ ଛାଡି ପଳେଇ ଥାନ୍ତି , ସେହି ସମୟ ରେ ଧନ ହିଁ କେବଳ ଏକ ମାତ୍ର ବାଟ ଥାଏ ଯିଏ ସଂଙ୍କଟ ରୁ ଉଦ୍ଧାର କରେ , ସେହିଥି ପାଇଁ ଜିବନ ରେ ଧନ ସଞ୍ଚୟ ନିହାତି ଭାବେ ଆବଶ୍ୟକ ଅଟେ ଧନ ପାଇଁ ବ୍ୟକ୍ତି ବଡ ରୁ ବଡ ବିପଦ ମୁଣ୍ଡେଇବା ପାଇଁ ପ୍ରସ୍ତୁତ ହୋଇ ଜାଇ ଥାଏ ।money

କଠିନ ପରିଶ୍ରମ କରିଥାଏ , ଭିଟାମାଟି ଛାଡି ଦୂର ଦେଶ ରେ ରହେ । କିନ୍ତୁ ବେଳେ ବେଳେ ଭାଗ୍ୟ ସାଥ୍ ଦିଏ ନାହିଁ କଠିନ ପରିଶ୍ରମ କରିବା ପରେ ବି ଜିବନ ରେ ଧନ ର ଅଭାବ ଦେଖିବା ପାଇଁ ମିଳେ , ଏହି କଥା କୁ ସବୁ ବେଳେ ମନେ ରଖନ୍ତୁ ଯେକୈଣସି କାମ କରିବା ପାଇଁ ଆପଣ ମାନଙ୍କ ଆତ୍ମବିଶ୍ୱାସ କୁ ସଦୃଢ କରିବା ଆବଶ୍ୟକ ଅଟେ , ସେମିତି ରେ ମାତା ଲକ୍ଷ୍ମୀ ଙ୍କୁ ଧନ ର ଦେବୀ ବୋଲି କୁହାଯାଏ ମାଆ ଲକ୍ଷ୍ମୀ ଙ୍କ କୃପା ଥିଲେ ଜିବନ ରେ କେବେ ବି ଧନ ର ଅଭାବ ଦେଖାଦିଏ ନାହିଁ , ଲକ୍ଷ୍ମୀ ଅନୁଶାସନ ପସନ୍ଦ କରନ୍ତି , ସେହିଥି ପାଇଁ ଜିବନ ରେ ସବୁ ବେଳେ ଅନୁଶାଶୀତ ରହିବା ଉଚିତ୍ ।laxmi

ସେମିତି ରେ ଗୁରୁବାର ମାଆ ଲକ୍ଷ୍ମୀ ଙ୍କୁ ସମର୍ପିତ ଅଟେ ସେହି ଦିନ ଆପଣ ମାନେ ସକାଳୁ ଉଠି ବିଧି ମୁତାବକ ଆପଣ ମାନେ ମାଆ ଙ୍କ ପୂଜା ଅର୍ଚ୍ଚନା କରନ୍ତୁ , ମାଆ ପ୍ରଶନ୍ନ ହେଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ , ସୂର୍ଯ୍ୟ ଅସ୍ତ ହେବା ପରେ ଘର ର ମୂଖ୍ୟ ଦ୍ୱାରା ସାମ୍ନା ରେ ଘିଅ ଦିପ ଜଣେଇବା ଆବଶ୍ୟକ ଅଟେ , ଗରିବ ଅସହାୟ ବ୍ୟକ୍ତି ଙ୍କୁ ସାହାଯ୍ୟ କରିଲେ ମାଆ ଲକ୍ଷ୍ମୀ ସବୁ ବେଳେ ପ୍ରଶନ୍ନ ରହିଥାନ୍ତି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *