ଏହି ଦିଗରେ ଘଣ୍ଟା ଲଗେଇବା ଦ୍ବାରା ଆସିଥାଏ ଅକାଳ ମୃତ୍ୟୁ ।।

wahs

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କୁହାଯାଏ କି ସମୟ ବହୁତ ମୂଲ୍ୟବାନ ହୋଇଥାଏ ,ସମୟ ବହୁତ ଅମୁଲ୍ୟ ହୋଇଥାଏ ଆଉ ଏହାବି କୁହାଯାେ କି ସମୟ ବହୁତ ବଳବାନ ବି ହୋିଥାଏ ତା ସହିତ କୁହାଯାଏ କି ସମୟ ବହୁତ କ୍ଷତି ବି ଦେଇଥାଏ ଆଉ ସେହି ସମୟ କେବେ କେବେ କ୍ଷତି କୁ ଭରି ଦେଇଥାଏ ଆଉ ବିତି ଯାଇଥିବା ସମୟ କେବେବି ଆସେ ନାହିଁ ,ତେବେ ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ଅନୁସାରେ ଘର ର ପ୍ରତ୍ୟେକ ବସ୍ତୁ ର ପ୍ରଭାବ ଆମ ଜୀବନ ଉପରେ ଗଭୀର ଭାବରେ ପଡିଥାଏ ଆଉ ଏଥି ମଧ୍ୟ ରୁ ଗୋଟିଏ ହେଲା ଘଡି ବା ଘଣ୍ଟା । ବାସ୍ତୁ ଶାସ୍ତ୍ର ଅନୁସାରେ ଘଣ୍ଟା କୁ ଗୁରୁତ୍ୱ ପୁର୍ଣ୍ଣ ବସ୍ତୁ ମାନା ଯାଏ ଏହା ଆମ ଜୀବନ କୁ ସିଧା ସିଧା ପ୍ରଭାବ ପକାଇଥାଏ । ଘଣ୍ଟା ମନୁଷ୍ୟ ର ଭଲ ଏବଂ ଖାରପ ସମୟ ନେଇ ଆସିଥାଏ ଆପଣଅ କେତେ ଥର ଶୁଣିଥିବେ ଲୋକ ମାନେ କହୁଥିବେ କି ମୋର ଖରାପ ସମୟ ଚାଲିଛି,wahs

ତେବେ ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ଅନୁସାରେ ଆପଣ ନିଜର ଖରାପ ସମୟ କୁ ଭଲ ସମୟ ରେ ବଦଳାଇ ପାରିବେ ଆଉ ଭାଗ୍ୟ ର ତାରାକୁ ଖୋଲି ପାରିବେ , ତେବେ ଆସନ୍ତୁ ଜାଣି ନେବା ଘଣ୍ଟାକୁ ଯୋଡିତ କିଛି ବାସ୍ତୁ ଶାସ୍ତ , ଆଉ ଘଣ୍ଟା କୁ କେଉଁ ଦିଗରେ ଲଗାଇବା ଭଲ ଆଉ କେଉଁ ଦିଗରେ ଲଗାଇବା ଖରାପ । ତେବେ ବନ୍ଧୁଗଣ କାନ୍ଥ ରେ ଲାଗିଥିବା ଘଣ୍ଟା ଆମକୁ ସମୟ ତ କହିଥାଏ ତା ସହିତ ପରିବାର ର ସମସ୍ତ ସଦସ୍ୟ ଙ୍କୁ ସକରାତ୍ମକ ର ଉର୍ଜା ଦେଇଥାଏ , ନିରନ୍ତର ଚାଲିବାକୁ ସନ୍ଦଶ ଦେଇଥାଏ ସେଥିପାଇଁ ବାସ୍ତୁ ଶାସ୍ତ୍ର ରେ ବନ୍ଦ ଘଣ୍ଟା ରଖିବାକୁ ଅଶୁଭ ମାନାଯାଏ , ଯଦି ଆପଣ ଙ୍କ ଘରେ ବନ୍ଦ ଘଣ୍ଟା ଅଛି ତାହାଲେ ଶିଘ୍ର ବାହାର କରି ଦିଅନ୍ତୁ ଆଉ ସେହି ସ୍ଥାନ ରେ ଚାଲୁଥିବା ଘଣ୍ଟା କୁ ଲଗାନ୍ତୁ ।wahes

ବନ୍ଦ ଘଣ୍ଟା ଘରେ ନକରାତ୍ମକ ଉର୍ଜା କୁ ବଢାଇଥାଏ ସେଥିପାଇଁ ସବୁବେଳେ ଚାଲୁଥିବା ଘଣ୍ଟା ହଁ ଘରେ ଲଗାନ୍ତୁ , ବନ୍ଧୁଗଣ ଘରେ ସବୁବେଳେ ଘଣ୍ଟା କୁ ଉତ୍ତର ପୁର୍ବ ଦିଗରେ ଲଗାଇବା ଦରକାର ଅର୍ଥାତ ଭୁଲ ରେ ବି କେବେବି ଘଣ୍ଟା ଦକ୍ଷିଣ ଦିଗରେ ଲଗାନ୍ତୁ ନାହିଁ , ଦକ୍ଷିଣ ଦିଗକୁ ଯମ ରାଜ ଙ୍କ ଦିଗ ବୋଲି ମାନାଯାଏ ଏବଂ ବାସ୍ତୁ ଶାସ୍ତ୍ର ଅନୁସାରେ ଦକ୍ଷିଣ ଦିଗରେ କେବେବି ଘଣ୍ଟା ଲଗାଇବା ଭଲ ନୁହେଁ , ଦକ୍ଷିମ ଦିଗରେ ଲଗାଯାଇଥିବା ଘଣ୍ଟା ପରିବାର ର ସ୍ୱାସ୍ଥ୍ୟ ଏବଂ ଆର୍ଥିକ ପରିସ୍ଥିତି ପାଇଁ ଅଶୁଭ ମାନାଯାଇଥାଏ । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *