ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ଆପଣ ମାନଙ୍କ ମୁଣ୍ଡ ତଳେ ରଖା ଜାଉ ଥିବା ତକିଆ ଆପଣ ମାନଙ୍କ ଭାଗ୍ୟ କୁ ଚମକେଇ ଦେଇ ପାରେ ଶୋଇବା ସମୟ ରେ ଆପଣ ମାନେ ତକିଆ ତଳେ ଏହି ଗୋଟିଏ ଜିନିଷ କୁ ନିଶ୍ଚିତ ଭାବେ ରଖନ୍ତୁ ,ବହୁତ ସମୟ ରେ ଆମ ମାନଙ୍କ ଜିବନ ରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖିବା ପାଇଁ ମିଳେ । ତଥା ଜିବନ ରେ ଆମେ ମାନେ ବହୁତ କିଛି କରିବା ପାଇଁ ଚାହିଁଲେ ବି ଆମ ସହିତ ଭାଗ୍ୟ ର ସାଥ୍ ମିଳେ ନାହିଁ ସେହି ପରି ବେଳେ ଆମେ ଆଜି ଆପଣ ମାନଙ୍କୁ ଏମିତି କିଛି ଉପାୟ ବିଷୟ ରେ କହିବା ପାଇଁ ଆସିଛୁ ଜାହା ଦ୍ୱାରା ଆପଣ ମାନଙ୍କ ଶୋଇ ଜାଇ ଥିବା ଭାଗ୍ୟ ସଂମ୍ପର୍ଣ୍ଣ ଭାବେ ଉଠି ପଡିବ ।
ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା କି କେମିତି ଭାବେ ଶୋଇ ଜାଇ ଥିବା ଭାଗ୍ୟ କୁ କେମିତି ଉଠେଇବେ , କେବଳ ତକିଆ ତଳେ ରଖି ଦିଅନ୍ତୁ ଏହି ଜିନିଷ ଭାଗ୍ୟ ବଦଳିଯିବ ,ସେହି ଜିନିଷ ବିଷୟ ରେ ଆସନ୍ତୁ ଜାଣିବା, ଆପଣ ମାନେ ରାତ୍ରୀ ସମୟ ରେ ଶୋଇବା ପୂର୍ବ ରୁ ଗୋଟିଏ ଏକ ଟଙ୍କା ର କୟନ୍ ନିଅନ୍ତୁ ଏବଂ ନିଜର ବିଛଣା ରେ ବସି ନିଜର ଉପରେ 7 ଥର ବୁଲେଇ ଆଣି ଉତାରି ଦିଅନ୍ତୁ । ତେବେ ପରେ ଆପଣ ମାନେ ସେହି ଟଙ୍କା କୁ ନିଜର ତକିଆ ତଳେ ରଖି ଶୋଇ ଜାଆନ୍ତୁ ,ଏବଂ ପରେ ସେହି ଟଙ୍କା କୁ ଆପଣ ମାନେ ପର ଦିନ ନେଇ ଜାଇ ଘର ଠାରୁ ଦୂରେ ଥିବା ଗୋଟିଏ ସ୍ମସାନ ରେ ପକାଇ ଦିଅନ୍ତୁ,
ଏହା ଦ୍ୱାରା ଆପଣ ମାନଙ୍କ ଶୋଇ ପଡି ଥିବା ଭାଗ୍ୟ ଖୋଲିବା ସହିତ ଆପଣ ମାନଙ୍କ ଉପରେ ପ୍ରଭାବିତ ନାକାରାତ୍ମକ ଶକ୍ତି ର ପ୍ରଭାବ ଆପଣ ମାନଙ୍କ ଉପରୁ ଉଠି ଯିବ , ସେହି ପରି ଆପଣ ମାନେ ତକିଆ ତଳେ ମୟୁର ପଙ୍ଖ ଏବଂ ତୁଳସୀ ପତ୍ର ର ବି ବ୍ୟବହାର କରି ପାରିବେ , ଜାହା ଦ୍ୱାରା ଆପଣ ମାନଙ୍କ ଶରୀର ରୁ ନିଶ୍ଚିତ ଭାବେ ନାକାରାତ୍ମକ ଶକ୍ତି ର ପ୍ରଭୀବ ଦୂରେଇ ଯିବା ସହିକ ଆପଣ ମାନଙ୍କ ଉପରେ ମାତା ଳକ୍ଷ୍ମୀ ଙ୍କ ଆଶିଷ ରହିବ ଏବଂ ଆପଣ ମାନେ ରାତା ରାତି ମାଲା ମାଲ ହୋଇଯିବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।