ରାତିରେ ଝାଡୁ ତଳେ ରଖନ୍ତୁ ଏହି ଜିନିଷ ଘରେ ହେବ ଧନର ବର୍ଷା |

jadu

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଝାଡୁ ମାଧ୍ୟମ ରେ ଆମେ ମାନେ ଦୈତ୍ୟ ରୂପି ଅଳିଆ ଏବଂ ଆବର୍ଜନା କୁ ପ୍ରତ୍ୟେକ ଦିନ ବାହାର କରିବାରେ ସାହାଯ୍ୟ କରେ ଏହି ଝାଡୁ ଏବଂ ଏହି ଝାଡୁ ସହୁ ଉପାୟ ଆପଣ ମାନଙ୍କ ଜିବନ ର ସବୁ କଷ୍ଟ କୁ ଦୂର କରେ ମନାଯାଏ କି ଯେଉଁ ଘର ର କୋଣ କୋଣ ରେ ସଫା ରହେ ସେଠାକାର ବାତାବରଣ ଭଲ ଏବଂ ପଜେଟିଭ୍ ରହିଥାଏ ଏବଂ ଘରେ କେବେ ବି ବାସ୍ତୁ ଦୋଷ ରହେ ନାହିଁ , ସେମିତି ରେ ଏହି ଝାଡୁ ସହିତ ବହୁତ କଥା ଯୋଡିତ ରହିଛି ।jadu

ସେମିତି ରେ ରାତି ରେ ଝାଡୁ ତଳେ ରଖନ୍ତୁ ଏହି ଗୋଟିଏ ଜିନିଷ ଜାହା ଦ୍ୱାରା ଆପଣ ମାନଙ୍କ ଭାଗ୍ୟ ପରିବର୍ତନ ହୋଇଥାଏ , ତେବେ ସେହି ବିଷୟ ରେ ଆପଣ ମାନଙ୍କୁ କହିବୁ , ସେମିତି ରେ ମାଆ ଲକ୍ଷ୍ମୀ ଙ୍କ ପ୍ରତିକ ବୋଲି ଝାଡୁ ମନାଯାଏ , ସେମିତି ରେ ଆପଣ ମାନେ କୈଣସି ଏକାଦୋଶୀ ତିଥି ଦିନ ଗୋଟିଏ ମନ୍ଦିର ର ତିନୋଟି ଝାଡୁ ଦାନ ରେ ଦେଲେ ଆପଣ ମାନଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ କୃପା ବନିରୁହେ ଏବଂ ଏହାକୁ ଗୁପ୍ତ ଦାନ ବୋଲି କୁହାଯାଏ ।jhadu

ହଁ ଆପଣ ମାନେ ମନେ ରଖିଲେ ଭୋର ସମୟ ରେ ଏହି ଦାନ କରିଲେ ସକାଳ ହେବା ପୂର୍ବ ରୁ ଏହାକୁ ଦାନ କରି ଆସିବେ ,ହଁ ଆପଣ ମାନେ ଦନ କରିଲେ ଆପଣ ମାନେ ସେହି ମନ୍ଦିର ସଫା ସେହି ଝାଡୁ ରେ କରି ସେଠାରେ ହିଁ ଆସି ପାରିବେ , ହଁ ଘରେ ରହି ଥିବା ପୁରୁଣା ଝାଡୁ ପରିବର୍ତନ କରିବା ଭୁଲିବେ ନାହିଁ , କାରଣ ଏହି ପୁରୁଣା ଝାଡୁ ରେ ଆପଣ ମାନଙ୍କ ଘରେ ନାକାରାତ୍ମକ ପ୍ରଭାବ ଅଧିକ ପରିମାଣ ପଡେ, ହଁ ଆପଣ ମାନେ ମନ୍ଦିର ଝାଡୁ ରଖିଲେ ତେବେ ତାହା ବ୍ରହ୍ମ ମୁହୁର୍ତ୍ୱ ରେ ହିଁ ରଖିବେ ଏବଂ ତାହା ତଳେ ଆପଣ ମାନେ ଗୋଟିଏ ଦକ୍ଷିଣା ମାନେ ଏକ ଟଙ୍କା ରଖି ଦିଅନ୍ତୁ ଦେଖିବେ ଆପଣ ମାନଙ୍କର ସବୁ ମନସ୍କାମନା ପୂର୍ଣ୍ଣ ହେବ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *