ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଛଣା ତଳେ ରଖି ଦିଅନ୍ତୁ ଏହି ପାଞ୍ଚ ଟି ଜିନଷ ଧିରେ ଧିରେ ବଦଳି ଯିବ ଆପଣ ଙ୍କ ର ଭାଗ୍ୟ ଏବଂ ଧନ ର ବୃଦ୍ଧି ହେବ ହିନ୍ଦୁ ଧର୍ମ ରେ ବାସ୍ତୁ ଶାସ୍ତ୍ର କୁ ବହୁତ ମହତ ଦିଆଯାଇଛି ଏହି ବାସ୍ତୁ ଆମର ଘର ର ସକରାତ୍ମକ ଏବଂ ନକରାତ୍ମକ ଉର୍ଜା କୁ ନିୟନ୍ତ୍ରିତ କରିଥାଏ ଘର ର ଅନ୍ୟ ରୁମ ମାନଙ୍କ ଭଳି ଶୋଇବା ଘର ମଧ୍ୟ ବାସ୍ତୁ ଅନୁଯାଇ ହେବା ଦରକାର କାରଣ ଶୋଇବା କକ୍ଷ ରେ ଆମେ ଅଧିକ ସମୟ ବିତାଇଥାଉ ଘର ର ପ୍ରତ୍ୟେକ ବେଡ ରୁମ ରେ ବିଛଣା ନିଶ୍ଚିତ ଭାବରେ ରହିଥାଏ ଯେଉଁଠି ଆମେ ରାତି ରେ ଶୋଇଥାଉ ଏହି ବେଡ ବା ବିଛଣା ରୁ ବାହରୁ ଥିବା ଉର୍ଜା ଆପଣ ଙ୍କ ର ଜୀବନ ଉପରେ ପ୍ରଭାବବ ପକାଇଥାଏ , ତେବେ ଆଜି ଆମେ ଆପଣ ଙ୍କୁ ଜଣେଇବୁ ଯେ ବେଡ ବା ବିଛଣା ତଳେ କେଉଁ ସବୁ ଜିନିଷ ଗୁଡିକ ରଖିବା ଦ୍ୱାରା ଶୁଭ ହୋଇଥାଏ ଏବଂ ଯାହା ଫଳରେ ଭାଗ୍ୟରେ ପରିବର୍ତ୍ତନ ଆସିବା ସହିତ ଧନ ମଧ୍ୟ ବୃଦ୍ଧି ହୋଇଥାଏ ,
ତେବେ ପ୍ରଥମେ ରେ ହେଉଛି ସୋରିଷ ଏବଂ ଲୁଣ ଗୋଟିଏ କାଗଜ ରେ କିଛି ସୋରିଷ ଏବଂ କିଛି ଲୁଣ ପକାଇ ତାହାର ପୁଡିଆ ତିଆରି କରି ନିଅନ୍ତୁ ଏବେ ଏହି କାଗଜ ର ପୁଡିଆ କୁ ନେଇ ନିଜର ବିଛଣା ବା ବେଡ ତଳେ ରଖି ଦିଅନ୍ତୁ ଏପରି କରିଲେ ଆପଣ ଙ୍କ ର ବୈବାହିକ ଜୀବନ ରେ କେବେ ବି କାହାର ନଜର ଲାଗିବ ନାହିଁ ତାହା ସହିତ ଯିଏ ଅବିବାହିତ ଅଛନ୍ତି ଯଦି ଏହାକୁ ବେଡ ତଳେ ରଖିବେ ତେବେ ବହୁତ ଶୀଘ୍ର ମନ ପସନ୍ଦ ର ଜୀବନ ସାଥୀ ମିଳିଯିବ ଏହାପରେ ଷ୍ଟିଲ ର ଛୁରୀ ଯେଉଁ ଲୋକ ଙ୍କୁ ରାତି ରେ ଖରାପୁ ସ୍ୱପ୍ନ ଆସିଥାଏ ତାଙ୍କର ବିଛଣା ତଳେ ଷ୍ଟିଲ ର ଛୁରୀ ରଖିଲେ ଖରାପ ଶକ୍ତି ପାଖକୁ ଆସିପାରେ ନାହିଁ ଏବଂ ରାତି ରେ ଖରାପ ସ୍ୱପ୍ନ ଆସିବା କମ ହୋଇଯାଇ ଥାଏ ।
ଏହାର ଦିତ୍ୱୀୟ ଫାଇଦା ହେଉଛି ଏହା କୈଣସି ପ୍ରକାର ର ଯାଦୁ ତନ୍ରତ୍ର ଏବଂ ମନ୍ତ୍ର କୁ କାଟୁ କରିବାକୁ ଦିଏ ନାହିଁ ମାନେ ଯଦି ଆପଣ ଙ୍କୁ ସନ୍ଦେହ ଅଛି କି ଆପଣ ଙ୍କ ଉପରେ କିଏ ତନ୍ତ୍ର କରୁଛି ତେବେ ଏହି ଛୁରୀ କୁ ତକିଆ ତଳେ ରଖି କରି ଶୁଅନ୍ତୁ ଦେଖିବେ ତନ୍ତ୍ର ମନ୍ତ୍ର ର କୈଣସି ପ୍ରଭାବ ରହିବ ନାହିଁ ।
ଏହାପରେ ଗୋଲାପ ଫୁଲ ବୁଧବାର ଦିନ ପୂଜା ସ୍ଥାନ ରେ ଗଣେଷ ଭଗବାନ ଙ୍କୁ ଗୋଲାପ ଫୁଲ ଅର୍ପଣ କରନ୍ତୁ ଏବଂ ଗଣେଷ ଙ୍କ ର ଚାଳିଶା ଜପ କରନ୍ତୁ ଏହା ପରେ ଗୋଲାପ ର ଫୁଲ କୁ ନିଜର ବେଡ ରୁମ ମଧ୍ୟ ବିଛଣା ତଳେ ରଖି ଦିଅନ୍ତୁ ଏମିତି କରିବା ଦ୍ୱାରା ଆପଣ ଙ୍କ ର ସବୁ ଦିନ ଭାଗ୍ୟ ଶାଳୀ ହେବାକୁ ଲାଗିବ ଏବଂ ଆସୁଥିବା ଅଘଟଣ ସବୁ ଦୁରେଇ ଯିବ । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।