ଗ୍ୟାସ ଭଳି ସମସ୍ୟା ସବୁଦିନ ପାଇଁ ଭଲ ହୋଇଯିବ |

p

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଗ୍ୟାସ ବା ଏସିଡିଟି ଭଳି ସମସ୍ୟା ଅନେକ ପ୍ରକାର କାରଣ ଯୋଗୁଁ ହୋଇପାରେ , ତେବେ ଯେତେବେଳେ ଆପଣ କିଛି ଖାଦ୍ୟ ଖାଇଥାନ୍ତି କିମ୍ବା ପାନୀୟ ସେବନ କରିଥାନ୍ତି ତେବେ ଆପଣ ଙ୍କୁ ଗ୍ୟାସ ଭଳି ସମସ୍ୟା ଅନୁଭୁତ ହୋଇଥାଏ , ଏହା ଅନେକ ପ୍ରକାର ର କାରଣ ରୁ ହୋଇଥାଏ । ତେବେ ଆମେ ଆଦି ଆପଣ ମାନଙ୍କ ପାଇଁ ଏମିତି ଏକ ଘୋରଇ ଉପଚାର ନେଇ ଆସିଛୁ ଯାହାକୁ ଆପଣ ବ୍ୟବହାର କରି ଆପଣ ଙ୍କ ର ଗ୍ୟାସ ବା ଏସିଡିଟି ଭଳି ସମସ୍ୟା ସବୁ ଦିନ ପାଇଁ ଶେଷ ହୋଇଯିବ ତେବେ ଆପଣ ଏହାକୁ ଥରେ ନିଶ୍ଚିତ କରି ଖାଆନ୍ତୁ , ତେବେ ବନ୍ଧୁଗଣ ଏହା ଏକ ବହୁତ ପୁରାତନ ଉପଚାର ଅଟେ ଏବଂ ଏହା ଆୟୁରବେଦିକ ଉପଚାର ଅଟେ ।gas

ଠାକ ଭାବରେ ଆପଣ ଙ୍କ ର ପେଟ ଯଦି ଡାଇଜେସନ ହୁଏ ନାହିଁ ତେବେ ଆପଣ ଙ୍କୁ ଗ୍ୟାସ ହୋଇଥାଏ ଏବଂ ଗ୍ୟାସ ଭଳି ସମସ୍ୟା ଉତ୍ପନ ହେଲେ ଆପଣ ଙ୍କ ଅସନ୍ତୁଷ ଲାଗେ , ଯେତେବେଳେ ଆପଣ ଙ୍କୁ ଗ୍ୟାସ ଭଳି ସମସ୍ୟା ହୁଏ ତେବେ ଆପଣ ଙ୍କୁବହୁତ ଯନ୍ତ୍ରଣା ଭୋଗିବାକୁ ପଡିଥାଏ , ତେବେ ଏହି ଉପଚାର କେବଳ ଗ୍ୟାସ ବା ଏସିଡିଟି ଭଳି ସମସ୍ୟା କୁ ଦୂର କରିବ ନାହିଁ ବରଂ ଏହା ଦ୍ୱାରା ଆପଣ ଙ୍କ ଶରୀର ର ଅନେକ ପ୍ରକାର ର ସମସ୍ୟା ଦୂର କରାଇଥାଏ ।p

ଏହା ଆପଣ ଙ୍କ ର ଡାଇଜେଷ୍ଟିଭ ଶିଷ୍ଟମ କୁ ଠିକ କରାଇଥାଏ ଯାହା ଦ୍ୱାରା ଆପଣ ଙ୍କୁ ଅଧିକ ଭୋକ ଲାଗିଥାଏ , ତେବେ ଆସନ୍ତୁ ଜାଣିବା ସେହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ କେଉଁ କେଉଁ ସାମଗ୍ରୀ ର ଆବଶ୍ୟକ ପଡିବ , ତେଣୁ ବନ୍ଧୁଗଣ ଏଥିଲାଗି ଆପଣ ଙ୍କୁ ସର୍ବ ପ୍ରଥମେ ଜୁଆଣି , ପିପଳି ଏବଂ ଗୋଲ ମରିଚ ଏବଂ ଶୁଣ୍ଠି ଏବଂ କଳା ଲୁଣ ଆବଶ୍ୟକ ପଡିବ ତେବେ ଆପଣ ମାନେ ଜାଣିଥିବେ ଜୁଆଣି ଖାଇବା ଦ୍ୱାର ଆପଣ ଙ୍କ ର ପାଚନ ଶକ୍ତି କୁ ବଢାଇଥାଏ ଏବଂ ପିପଳି ଆପଣ ଙ୍କ ର ଛାତି ର ଜଳା ପୋଡା କି ଦୂର କରିଥାଏ ଏବଂ ଗୋଲ ମରୁଚ ଆପଣ ଙ୍କ ର ଶରୀର ହାଇଡ୍ରକ୍ଲୋରିକ ଗ୍ୟୀସ ଉତ୍ପନ୍ନ କରାଇଥାଏ ଯାହା ଦ୍ୱାରା ଆପଣ ଙ୍କ ର ଗ୍ୟା ବା ଏସିଡିଟି ଭଳି ସମସ୍ୟା କୁ ଦୂର କରାଇଥାଏ ।pa

ତେବେ ବନ୍ଧୁଗଣ ଏହି ସବୁ ସାମଗ୍ରୀକୁ ମିଶାଇ ପେଶୀ ଦେଉ ଏକ ପାଉଡକ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ଆପଣ ଖାଦ୍ୟ ଖାଇ ସାରିବା ପରେ ଖାଆନ୍ତୁ ଯାହା ଦ୍ୱାରା ଆପଣ ଙ୍କ ଗ୍ୟାସ ବେ ଏସିଡ ଜନିତ ସମସ୍ୟା ଦୂର ହେବ । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *