ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଏହି କଥା କୁ ନିଶ୍ଚିତ ଭାବେ ଜାଣି ଥିବେ କି ଦେବ ଙ୍କ ଦେବ ମହାଦେବ ଯେତେ ଯଲ୍ଦି ପ୍ରଶନ୍ନ ହୋଇ ଥାନ୍ତି ଠିକ୍ ସେତିକି ସମୟ ରେ ହିଁ ସେ ନିଜ ଭକ୍ତ ଙ୍କ ଉପରେ କ୍ରୋଧୀ ମଧ୍ୟ ହୋଇ ଥାନ୍ତି ହେଲେ ଯଦି କେହି ଶାନ୍ତି ଏବଂ ନିଷ୍ଟା ର ସହିତ କୈଣସି ସମୟ ରେ ମହାଦେବ ଙ୍କ ପୂଜା କରି ଥାଏ । ତେବେ ସେ ସବୁ ସମୟରେ ମହାଦେବ ଙ୍କ ପ୍ରଶନ୍ନତା ଛତ୍ର ଛାୟା ରେ ରହିଥାଏ ,ଯଦି କେତେ ବେଳେ ମହାଦେବ ଙ୍କ କୃପା ଦୃଷ୍ଟି୍ କୈଣସି ବ୍ୟକ୍ତି ଙ୍କ ଉପରେ ରହିଥାଏ , ତେବେ ସେହି ବ୍ୟକ୍ତି ର କେହି ବାଳ ବି ବଙ୍କା କରି ପାରେ ନାହିଁ ,ଏମିତି ରେ ଆମେ ଆଜି ଆପଣ ମାନଙ୍କୁ ଏମିତି କିଛି ନାମର ଲୋକ ମାନଙ୍କ ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ ଯେଉଁ ମାନେ ସବୁ ସମୟ ରେ ମହାଦେବ ଙ୍କର ହିଁ ଅଂଶ ରହି ଥାନ୍ତି ,ଏବଂ ଏମାନଙ୍କ ଉପରେ କୈଣସି ଶତୃ ର କାର୍ଯ୍ୟ କାରୀ କାମ କରେ ନାହିଁ ।
ତେବେ ଆସନ୍ତୁ ଜାଣି ନେବା ସେହି ନାମ ର ଲୋକ ମାନଙ୍କ ବିଷୟ ରେ । ପ୍ରଥମେ A ନାମର ବ୍ୟକ୍ତି ମାନେ କହିବା ପାଇଁ ଚାହିଁବୁ କି ଯେଉଁ ଲୋକ ମାନଙ୍କ ନାମର ପ୍ରଥମ ଅକ୍ଷର A ରୁ ଆରମ୍ଭ ହୋଇ ଥାଏ ସେମାନେ ମହାଦେବ ଙ୍କ ର ବହୁତ କାଖରେ ରୁହନ୍ତି । ମହାଦେବ ଏମାନଙ୍କ ସବୁ ଖରାପ୍ ଶକ୍ତି ଠାରୁ ରକ୍ଷା କରନ୍ତି ଯଦି ଏମାନଙ୍କ ଜିବନ ରେ କୈଣସି ଅସୁବିଧା ଆସି ଥାଏ ,ତେବେ ତାହା ତୁରନ୍ତ ହିଁ ସମାଧାନ ହୁଏ । ସେହି ପରି ଭାବେ C ନାମର ଲୋକ ମାନଙ୍କ କଥା ଯଦି କହିବା ଏହି ଲୋକ ମାନେ ସବୁ ସମୟ ରେ ମହାଦେବ ଭକ୍ତି ରେ ଲୀନ ରହି ଥାନ୍ତି ,ଏମାନେ ସବୁ ସମୟ ରେ ମହାଦେବ ଙ୍କ ଛତ୍ର ଛାୟା ରେ ବି ରହିଥାନ୍ତି । ଏହି ପରି ଲୋକ ମାନଙ୍କ ସହିତ ସତୃତା କରିବା ଆପଣ ମାନଙ୍କ କାଳ କୁ ଡାକିବା ସହିତ ସମାନ ହୋଇ ଥାଏ । କାରଣ ଏମାନେ ସ୍ୱୟଂ ମହାଦେବ ଙ୍କ ଅଂଶ ହୋଇ ଥାନ୍ତି , J ଅକ୍ଷର ର ଲୋକ ମାନେ ଏହି ଲୋକ ମାନଙ୍କ ଉପରେ ସବୁ ସମୟ ରେ ମହାଦେବ ବହୁତ ପରିମାଣ ରେ ଖୁସି ରହିଥାନ୍ତି । ଏହି ପରି ଲୋକ ମାନେ ଛଳ ଏବଂ କପଟ ଠାରୁ ଦୂରେଇ ରୁହନ୍ତି ।
ଏମିତି ରେ ସେମାନେ ମହାଦେବ ଙ୍କ ଅତି ପ୍ରିୟ ମଧ୍ୟ ହୋଇ ଥାନ୍ତି ,କେବଳ ଏହି କାରଣ ରୁ ଏମାନଙ୍କୁ ସବୁ ସମୟ ରେ ମହାଦେବ ସବୁ ପରିସ୍ଥିତି ରୁ ଦୂରେଇ ରଖନ୍ତି ,ଏବଂ ପ୍ରଶନ୍ନତା ରୁହନ୍ତି ସେହି ପରି ଭାବେ P ନାମରୁ ଯେଉଁ ଲୋକ ମାନଙ୍କ ନାମ ଆରମ୍ଭ ହୋଇ ଥାଏ । ସେମାନେ ମହାଦେବ ଙ୍କ ଅଂଶ ହେବାର ସଂଙ୍କେତ ଦିଅନ୍ତି ,ଏମାନେ ସବୁ ସମୟ ରେ ଅସୁବିଧା ଠାରୁ କୋଶ ଦୂରରେ ରୁହନ୍ତି ମହାଦେବ ଙଙ୍କ କୃପା ରୁ ଏମାନଙ୍କ ଜିବନ ସବୁ ସମୟ ରେ ଭଲ ଭାବେ କଟି ଥାଏ ।
S ଅକ୍ଷର ର ଲୋକ ମାନଙ୍କ କଥା ଯଦି କହିବା ତେବେ ଏହି ଲୋକ ମାନଙ୍କ ଉପରେ ସବୁ ଆଡୁ ମହାଦେବ ଙ୍କ ପ୍ରଶନ୍ନତା ମିଳି ଥାଏ ,ଏହି ଲୋକ ମାନଙ୍କୁ ମହାଦେବ ସବୁ ସମୟ ରେ ଖୁସିରେ ରଖିବା ପାଇଁ ପସନ୍ଦ କରନ୍ତି , ଯଦି କୈଣସି ବ୍ୟକ୍ତି ଏହି ଲୋକ ମାନଙ୍କ ସହିତ ଶତୃତା କରେ ତେବେ ତାହାକୁ ମହାଦେବ ଙ୍କ କୋପ ର ଶୀକାର ହେବାକୁ ପଡେ । ଏମିତି ରେ ମହାଦେବ ଙ୍କ କୃପା ଯୋଗୁଁ ହିଁ ଏମାନଙ୍କୁ ସବୁ ସମୟ ରେ ଧନ ଏବଂ ବ୍ୟବସାୟ ରେ ଲାଭ ମିଳେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।