ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଏମିତି କିଛି ଅଭିନେତା ଅଭିନେତ୍ରୀ ମାନେ ରହିଛନ୍ତି ଯେଉଁ ମାନେ କି ଦୁଇ ଦୁଇ ଥର ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି , ଆମେ ଆଜି ଆପଣ ମାନଙ୍କ ବିଷୟ ରେ ଏଠାରେ କହିବା ପାଇଁ ଚାହିଁବୁ , ତେବେ ପ୍ରଥମେ ରହିଛନ୍ତି ଚନ୍ଦନ କର ଅଭିନେତା ଚନ୍ଦନ କର ବି ସେମିତି ଅଭିନେତ୍ରୀ ଜୁଲୀ ଙ୍କୁ ବିବାହ କରି ଥିଲେ 2005 ମସିହାରେ । ହେଲେ କୈଣସି ଏକ କାରଣ ରୁ ସେମାନଙ୍କ ମଧ୍ୟରେ ପ୍ରେମ ସଂମ୍ପର୍କ ଗଢି ଉଠି ପାରି ନ ଥିଲା। ଏବଂ ପରେ ସେମାନେ ସେଷ ରେ ଚନ୍ଦନ କର ଏବଂ ଜୁଲୀ ଡିଭର୍ସ ନେଇ ନେଇ ଥିଲେ ଏହାପରେ ରହିଛନ୍ତି ସବ୍ୟସଚୀ ମିଶ୍ର ସେ 2013 ରେ ସୀମା ଙ୍କୁ ବିବାହ କରି ଥିଲେ ହେଲେ ସେମାନଙ୍କ ବୈବାହିକ ଜିବନ ବହୁତ ଦିନ ଯାଏ ରହି ନ ଥିଲା ଏବଂ ପରେ ସେମାନେ କୋର୍ଡ ରେ ଛାଡ ପତ୍ର ପାଇଁ ଆପ୍ଲାୟ କରି ଥିବା ବେଳେ ସେମାନେ ପରେ ଅଲଗା ହୋଇ ଜାଇ ଥିଲେ ।
ସେହି ପରି ବର୍ତମାନ ସମୟ ରେ ଅନୁଭବ୍ ଏବଂ ବର୍ଷା ଙ୍କ ମଧ୍ୟ ରେ ଫାଟ ସୃଷ୍ଟି ହୋଇଛି ତେବେ ଦେଖିବା କଥା ଏହି ଘଟଣା ରେ ଆଗାମୀ ସମୟ ରେ କଣ ହେଉଛି , ଏହା ପରେ ଅନୁଚୈଧୁରୀ ସେ ପ୍ରଥମେ ଡାକ୍ତର ସନ୍ଧିପ୍ ମିଶ୍ର ଙ୍କୁ ବିବାହ କରି ଥିବା ବେଳେ ସେମାନଙ୍କ ବିବାହ ସଂମ୍ପର୍କ ବି ବହୁତ ଦିନ ଯାଏ ଚାଲି ପାରି ନ ଥିଲା । ଏବଂ ପରେ ସେମାନଙ୍କ ମଧ୍ୟ ରେ ଛାଡ ପତ୍ର ହୋଇ ଥିଲା ସିଦ୍ଧାନ୍ତ ମହାପାତ୍ର ଏବଂ ରଚନା ବାନାର୍ଜି ଏମାନେ 2004 ରେ ବିବାହ କରି ଥିବା ବେଳେ ଏମାନଙ୍କ ପ୍ରେମ ସଂମ୍ପର୍କ କିଛି ଦିନ ହିଁ ଚାଲି ପାରି ଥିଲା ପରେ ଏମାନେ ଅଲଗା ହୋଇ ଥିଲେ ଏବଂ ପରେ ସିଦ୍ଧାନ୍ତ ମାମା ମିଶ୍ର ଙ୍କୁ ବିବାହ କରି ଥିଲେ ,ସେହି ପରି ରଚନା ବାନାର୍ଜି ପୋଲ୍ଲବ୍ ବାସୁ ଙ୍କୁ ବିବାହ କରି ଥିଲେ ।
ଏହା ପରେ ରହିଛନ୍ତି ଲୋକ ପ୍ରିୟ ଗାଇକା ଅସୀମା ପଣ୍ଡା ସେ କିଛି ବର୍ଷ ପୂର୍ବ ରୁ ବିବାହ କରି ଥିଲେ । ହେଲେ ତାଙ୍କ ସ୍ୱାମୀ ଙ୍କ କହିବା ଅନୁସାରେ ସେ ଅସୀମା ଙ୍କୁ ଗୀତ ଗାଇବା ପାଇଁ ମନା କରି ଥିଲେ ହେଲେ ଏହାକୁ ଅସୀମା ବିରୋଧ କରି ଥିଲେ ଏବଂ ସେଷ ରେ ସେମାନଙ୍କ ମଧ୍ୟ ରେ ଛାଡପତ୍ର ହୋଇ ଥିଲା ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।