ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଓଲିଉଡ ର ବର୍ତମାନ ସମୟ ରେ ଲୋକ ପ୍ରିୟ ଯୋଡି ଭାବେ ରହି ଥିବା ଯୋଡି ହେଲେ ,ସୁବାଶିସ୍ ଏବଂ ଆମିଶା ଏବଂ ଆପଣ ମାନଙ୍କୁ କହି ରଖିବୁ କି ସୁବାଶିସ୍ ଏବଂ ଆମିଶା ବର୍ତମାନ ସମୟରେ ମାଆ ବାପା ହେବାକୁ ଜାଉଛନ୍ତି , ଏହି ଖୁସୀ ରେ ସୁବାଶିସ୍ ଏବଂ ଆମିଶା ନିଜର ସୋସିଆଲ ମିଡିଆ ଏକାଉଣ୍ଟ ରେ ଏକ ଫୋଟ କୁ ସେୟାର କରିଛନ୍ତି , ଏବଂ ସେମାନେ ଦର୍ଶକ ମାନଙ୍କର ଆଶ୍ରୀବାଦ କାମନା କରିଛନ୍ତି ।
ସେମିତି ରେ ଆପଣ ମାନେ ଜାଣି ଥିବେ ପାଖାପାଖି ଅନେକ ଗୁଡିଏ ସିରିଏଲ ରେ କାମ କରି ସାରିଛନ୍ତି ସୁବାଶିସ୍ ଏବଂ ଆମିଶା , ଏମାନେ ଅଭିନୟ କରିା ପରେ ଦୁହିଁଙ୍କ ମଧ୍ୟ ରେ ପ୍ରେମ ସଂମ୍ପର୍କ ଗଢି ଉଠି ଥିଲା ଏବଂ ପରେ ସେମାନେ ବିବାହ କରି ଥିଲେ । ଏବେ ବିବାହ କରିବା ପରେ ସେମାନେ ଅନେକ ସିରିଏଲ ଏବଂ ଫିଲ୍ମ ରେ ଅଭିନୟ କରି ସାରିଛନ୍ତି , ଆମିସା ଏବେ ମାଆ ହେବା ଖୁସୀ ରେ ବହୁତ ଖୁସୀ ରେ ରହିଛନ୍ତି , ଜାହାର ଫୋଟ ଗୁଡିକ ସେମାନେ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ସେମାନଙ୍କ ସାକାରାତ୍ମକ କଥା ସବୁ ସୁଣିବା ପାଇଁ ମିଳିଛି ,
ତେବେ କିଛି ଦିନ ତଳେ ଆମିଶା ପଖାଳ ଦିବସ କୁ ପାଳନ କରି ବି ବହୁତ ପରିମାଣ ରେ ଚର୍ଚ୍ଚା ରେ ରହି ଥିବା ବେଳେ ବର୍ତମାନ ସମୟ ରେ ମାଆ ହେବାକୁ ଜାଉ ଥିବା ବେଳେ ସେମାନଙ୍କ ଫେନ୍ ମାନଙ୍କ ମଧ୍ୟ ରେ ସେ ବର୍ତମାନ ସମୟରେ ଚର୍ଚ୍ଚା ରେ ରହିଛନ୍ତି , ତେବେ ଆପଣ ମାନେ ସୁବାଶିସ୍ ଏବଂ ଆମିଶା ଯୋଡିି କୁ କେତେ ପରିମାଣ ରେ ପସନ୍ଦ କରନ୍ତି କମେଣ୍ଟ କରିବେ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।