ଓଡ଼ିଆ ସେଲିବ୍ରିଟି ମାନଙ୍କ ଦିଅର ମାନଙ୍କୁ ଆଗରୁ ଦେଖିନଥିବେ

bha

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଓଡିଆ ସେଲିବ୍ରେଟି ମାନଙ୍କୁ ଟିଭି ପରଦା ରେ ବହୁତ ସମୟ ରେ ଦେଖିବା ପାଇଁ ପାଉ ଥିବେ ତେବେ ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଏଠାରେ ସେହି ସେଲିବ୍ରେଟି ମାନଙ୍କର ଦିଅର ଏବଂ ଭାଉଜ ମାନଙ୍କୁ ଜାଣି ନେବା ତେବେ ଏହି ବିଷୟରେ ଜାଣିବା ପାଇଁ ପୋଷ୍ଟ କୁ ସେଷଯାଏ ପଢନ୍ତୁ ,ତେବେ ପ୍ରଥମେ ରହିଛନ୍ତି ପ୍ରିୟଙ୍କା ମାହାପାତ୍ର ତେବେ ଆପଣ ମାନେ ତାଙ୍କୁ ବହୁତ ସାରା ସିନେମା ଏବଂ ସିରିଏଲ ରେ ଅଭିନୟ କରୁ ଥିବାର ଦେଖି ଥିବେ , ତେବେ ପ୍ରିୟଙ୍କା ହେଲେ ହରପଟ୍ଟନାୟକ ଙ୍କ ସାନ ଭାଈ ଙ୍କ ସ୍ତ୍ରୀ , ତେବେ ହରପଟ୍ଟନୟକ ହେଲେ ତାଙ୍କର ଦେଢସୁର ।p

ଏହା ପରେ ଜିନା ସାମଲ ରହିଛନ୍ତି , ସେମିତି ରେ ଏକ ରିଆଲିଟି ସୋ ରୁ ଜିନା ଏବଂ ରୁଦ୍ର ବିବାହ କରି ଥିବା ବେଳେ ଇଏ ହେଲେ ଜିନା ଙ୍କ ଭାଉଜ ,ତେବେ ଜିନା ବର୍ତମାନ ସମୟ ରେ ଓଲିଉଡ ରେ ଏକ୍ଟିଭ୍ ରହିଛନ୍ତି , ଏହା ପରେ ତିନି ରେ ପ୍ରିୟଙ୍କା ପାଣିଗ୍ରାହୀ ରହିଛନ୍ତି , ଆପଣ ମାନେ ପ୍ରିୟଙ୍କା ଙ୍କୁ ବି ବହୁତ ସାରା ସିରିଏଲ ରେ ଅଭିନୟ କରୁ ଥିବାର ଦେଖି ଥିବେ ତେବେ ଗତ ବର୍ଷ ବିବାହ କରି ଥିବା ପ୍ରିୟଙ୍କା ଏବଂ ଇଏ ହେଲେ ତାଙ୍କର ଦିଅର ଯିଏ ଏବେ ସେ ଇଞିନିୟରିଂ କରିବା ପରେ ବର୍ତମାନ ସମୟ ରେ ଭୁବନେଶ୍ୱର ର ଏକ ଘୋରଇ କମ୍ପାନୀ ରେ ଚାକିରୀ କରିଛନ୍ତି ।jina

ଏହା ପରେ ରହିଛନ୍ତି ଝିଲ୍ଲୀକ୍ ଭଟ୍ଟାଚାର୍ଯ୍ୟ ଆପଣ ମାନେ ଝିଲ୍ଲୀକ୍ ଭଟ୍ଟାଚାର୍ଯ୍ୟ ଙ୍କୁ ବହୁତ ଭଲ ଭାବେ ଜାଣି ଥିବେ ସେ ବହୁତ ସାରା ଓଡିଆ ଫିଲ୍ମ ରେ କାମ କରିଛନ୍ତି , ତେବେ ତାଙ୍କର କୈଣସି ଦିଅର ନାହାଁନ୍ତି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *