ଆଗକୁ ଭାରତରେ କମିବାକୁ ଜାଉଛି ତେଲ ରେଟ । ଜାଣନ୍ତୁ କେତେ କମିବ ତେଲ

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କଥାରେ ଅଛି ଯଦି ଆପଣ କାହାକୁ ବି ଅସମୟ ରେ ସାହାର୍ଯ୍ୟକରିଛନ୍ତି ତାହାଲେ ଭଗବାନ ମଧ୍ୟ ଆପଣ ଙ୍କ ର ଅସମୟରେ ଆପଣ ଙ୍କୁ ନିଶ୍ଚିତ ସାହାର୍ଯ୍ୟ କରନ୍ତି ତେବେ ଆଜି ଆମେ ସେମିତି କିଛି ଉଦାହରଣ ଦେଖିବାକୁ ପାଉଛୁ , ଗୋଟିଏ ଦେଶ ଯାହା ସହ ଆମେ ଗୋଟେ ଦଶକ ହେବ କେବେବି ଚର୍ଚ୍ଚା କରିନାହୁଁ ଯାହା ବି ସାକ୍ଷାତ ହୋଇପାରି ନାହିଁ ବିଗତ 6 ବର୍ଷ ହେବ ତେବେ ବନ୍ଧୁଗଣ ସେ ଦେଶ ଟି ହେଉଛି ଗୁଏନା ଦେଶ ଆଜ୍ଞା ହଁ ବନ୍ଧୁଗଣ ଏହି ଦେଶ ସହ ଆମ ଦେଶର କୌଣସି ବି ସମ୍ପର୍କ ରହିନଥିଲା କିନ୍ତୁ ଏହି କୋରନା ମହାମାରୀ ସମୟ ରେ ଆମ ଦେଶ ଭାରତ ଏହି ଦେଶ କୁ ସାହାର୍ଯ୍ୟ କରିଥିଲା ।oil

ତେବେ ବନ୍ଧୁଗଣ ଆପଣ ମାନେ ତ ଏବେ ବଜାର ରେ ମିଳୁଥିବା ପ୍ରେଟଲ ର ଦର କେମିତି ଆକାଶ ଛୁଆଁ ହେଲାଣି ଜାଣିଥିବେ ତେବେ ଆପଣ ମାନଙ୍କ ପାଇଁ ଏବେ ଖୁସିର ଖବର କି ଏବେ ଏହି ଗୁଇନା ଦେଶ ଏବେ ଭାରତ କୁ ପେଟ୍ରୋଲ ପଠାଇବ ତେବେ ଏହି ଗୁଇନା ଦେଶ ଟି ହେଉଛି ସାଉଥ ଆଫ୍ରିକା ର ଏକ ଛୋଟ ଜାଗା ଯାହାକି ସେଠାରେ ବହୁତକମ ଲୋକ ସଂଖ୍ୟା ଦେଖିବାକୁ ମିଳିଥାଏ , ତେବେ ସେଠାରେ ଏବେ ପେଟ୍ରୋଲ ର ଖଣି ସନ୍ଧାନ ହୋଇଥିବାରୁ ସେ ଏବେ ସେହି ପେଟ୍ରୋଲ କୁ ଭାରତ କୁ ପଠାଇ ସାରିଲାଣି ଯାହାକି ଏବେ ତାହା ମହାସାଗର ଦେଇ ଭାରତ କୁ ଆସୁଛି ଏବଂ ଏହା ମାର୍ଚ୍ଚ ମାସ 2 ତାରିଖ ରୁ ସେଠାରୁ ବାହାରି ସାରିଲାଣି ଏବଂ ଭାରତ ରେ ଏହା ଏପ୍ରିଲ 8 ତାରିଖ ସୁଦ୍ଧା ଆସି ପହଞ୍ଚିବ ।oils

ତେବେ ଏହି ପେଟ୍ରୋଲ ଗୁଜୁରାଟର କାଣ୍ଡ୍ରା ପୋର୍ଟ ନିକଟସ୍ଥ ମୁଣ୍ଡାର ପୋର୍ଟ ଠାରେ ଆସି ଏହା ପହଞ୍ଚିବ , ତେବେ ଏହା 20 ହଜାର ବ୍ୟାରେଲ ପହଞ୍ଚିବ , ତେବେ ଏହା ଦ୍ୱାରା ଭାରତ ର ବଜାର ରେ ତୈଳ ଦର ର ହ୍ରାସ ଘଟିପାରେ ଯାହା ଦ୍ୱାରା ଆଗାମୀ ଭବିଷ୍ୟତ ରେ ଆମକୁ ତୈଳ ପାଇଁ ଅଧିକ ଟଙ୍କା ପରିବହନ କରିବାକୁ ପଡିବ ନାହିଁ , ତେବେ ବନ୍ଧୁଗଣ ଯାହା ଆଶା କରାଯାଉଛି ଆଗାମୀ ସମୟ ରେ ତୈଳ ଦର ଅଳ୍ପ ମାତ୍ରା କମିପାରେ ଏବଂ ନ ବି କମିପାରେ କାରଣ ଆପଣ ମାନେ ତ ଜାଣିଥିବେ ଏହି କୋରନା ମହାମାରୀ ସମୟ ହେତୁ ଦେଶ ର ଆର୍ଥିକ ପରିସ୍ଥିତି କେତେ ପରିମାଣ ରେ ତଳକୁ ଖସି ଯାଇଛି । ତେବେ ବନ୍ଧୁଗଣ ଏହା ରହିଥିଲା ଭାରତ ପାଇଁ ଅତ୍ୟନ୍ତ ଖୁସି ର ଖବର । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *