ହେ ପ୍ରଭୁ ଫୁଣି ବନ୍ଦ, 2 ଦିନ ହେବ ବ୍ୟାଙ୍କ ବନ୍ଦ

bank

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ଆସିଲା ସବୁଠାରୁ ବଡ ଖବର ଆଜି ଠାରୁ ଦୁଇ ଦିନିଆଁ ବ୍ୟଙ୍କ ଧର୍ମ ଘଟ ଘୋରଇ କରଣ କୁ ବିରୋଧ କରି ୟୁନାଇଟେଡ ଫର୍ମ ଅଫ୍ ଇୟୁନିୟନ୍ ବନ୍ଦ ଡାକରା ଦେଇଛନ୍ତି ,ତେବେ ଆସନ୍ତୁ ଜାଣି ନେବା ଏହି ବିଷୟ ରେ କଣ ରହିଛି ସଂମ୍ପର୍ଣ୍ଣ ଘଟଣା , ତେବେ ଆଜି ଠାରୁ ଦୁଇ ଦିନିଆ ବ୍ୟଙ୍କ ଧର୍ମ ଘଟ ଆରମ୍ଭ ଘୋରଇ କରଣ କୁ ବିରୋଧ କରି ୟୁନାଇଟେଡ ଫର୍ମ ଅଫ୍ ଇୟୁନିୟନ୍ ବନ୍ଦ ଡାକରା ଦେଇଛନ୍ତି । ଏବଂ ଏହାକୁ ସମର୍ଥନ ଦେଇଛନ୍ତି ନଅ ଟି ବ୍ୟଙ୍କ କର୍ମଚାରୀ ଏବଂ ଅଧିକାରୀ ସଂଙ୍ଘ ଶନିବାର ଠାରୁ ବ୍ୟଙ୍କ ଗୁଡିକ ଛୁଟି ପାଇଁ ବନ୍ଦ ରହିଛି ,bank

ସୋମବାର ଏବଂ ମଙ୍ଗଳବାର ଏହି ଧର୍ମ ଘଟ ସେଷ ହେବା ପରେ ବୁଧବାର ଠାରୁ ବ୍ୟଙ୍କ ସେବା ପୁଣି ଥରେ ଆରମ୍ଭ ହେବ । ଏହି ଅବସର ରେ ବ୍ୟଙ୍କ ରେ ସ୍ୱଭାବିକ ଭାବେ ହେଉ ଥିବା କାରବାର ବହୁତ ପରିମାଣ ରେ ବାଧା ପ୍ରାପ୍ତ ହେବ , ହେଲେ ଡିଜିଟାଲ ସେବା ଏବଂ ଅନଲାଇନ୍ ବ୍ୟଙ୍କିଂ ପାଇଁ ଏହି ଅସୁବିଧା କିଛି ପରିମାଣ ରେ ସ୍ୱଭାବିକ ହେବ , ଏବଂ ଏହି ଧର୍ମଘଟ ରେ ସଂମ୍ପର୍ଣ୍ଣ 10 ଲକ୍ଷ୍ୟ ରୁ ଉର୍ଦ୍ଧ କର୍ମଚାରୀ ମାନେ ଏହି ଥିରେ ଯୋଗଦାନ କରିବେ ,s bank

ଏବଂ ଏହିଥି ପାଇଁ 5500 ରୁ ଅଧିକ ବ୍ୟଙ୍କ ସାଖା ବନ୍ଦ ରହିବ ଏବଂ 30 ହଜାର ରୁ ଅଧିକ କର୍ମଚାରୀ ମାନେ ଓଡିଶା ରୁ ସାମିଲ ହେବେ, ଏବଂ ଭାରତ ରେ ବ୍ୟଙ୍କ ସହିତ ଗ୍ରାମ୍ୟ ବ୍ୟଙ୍କ୍ ବି ଏହି ଧର୍ମଘଟ ରେ ସାମିଲ୍ ହେବେ ବୋଲି AIB ର ସଭାପତି ଦାମଦର ନନ୍ଦ କହିଛନ୍ତି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *