ଶ୍ରୀ କୃଷ୍ଣ କୁହନ୍ତି ଏହି ୯ ଟି ଭୁଲ ମଣିଷକୁ ନିର୍ଧନ ବନେଇ ଦିଏ |

krichan

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କଣ ଆପଣ ଜାଣନ୍ତି ଆପଣ ଗରୀବ ହେବାର କରାଣ ହେଉଛି ଆପଣ ଙ୍କ ଭିତରେ ଲୁଚି ରହିଥିବା ଏହି ଖରାପ ଅଭ୍ୟାସ ଅଟେ , ଯେଉଁ କାରଣ ପାଇଁ ଆପଣ ଙ୍କ ପାଖରେ କେବେ ଧନ ରହେ ନାହିଁ ଏମିତି କୁହାଯାଏ ମାଆ ଲକ୍ଷ୍ମୀ କେବେ ବି କୌଣସି ସ୍ଥାନ ରେ କିମ୍ବା ବ୍ୟକ୍ତି ପାଖରେ ରୁହନ୍ତି ନାହିଁ , ଏଥି ପାଇଁ ତାହ୍କୁ ପ୍ରସନ୍ନ ରଖିବା ବହୁତ ଜରୁରି ଅଟେ । ଯେଇଁଠାରେ ମାତା ଲକ୍ଷ୍ମୀ ରହି ନଥାନ୍ତି ସେଠାରେ ଦରିଦ୍ରତା ରହିଥାଏ , ଯାହା ଆଜିର ସମୟ ରେ ମନୁଷ୍ୟ ର ଦୁଃଖ କାରଣ ଅଟେ ତେବେ ଆସନ୍ତୁ ଜାଣିବା ଆପଣ ଙ୍କ ର ସେହି ଅଭ୍ୟାସ ବିଷୟ ରେ ଯାହା ଜଣା ଅଜଣା ରେ ହୋଇଥାଏ ଏବଂ ଆପଣ ଙ୍କ ର ଗରୀବ ହେବାର କାରଣ ହୋଇଥାଏ । ଭଗବାନ ଶ୍ରୀ କୃଷ୍ଣ କୁହନ୍ତି ଯେଇଁ ଲୋକ ଅଇଁଠା ଭୋଜନ ଛାଡିବାର ଅଭ୍ୟାସ ରଖିଥାଏ ଏବଂ ବଞ୍ଚିଯାଉଥିବା ଅଇଁଠା ଖାଦ୍ୟକୁ ବାହରକୁ ଫୋପାଡି ଦିଏ ତାହାଲେ ଏମିତି ରେ ଅନ୍ୟର ଅପମାନ ହୋଇଥାଏ ,krishna

ଏହି କାରଣ ରୁ ମା ଲକ୍ଷ୍ମୀ ସେହି ଘରୁ ଚାଲି ଯାଆିନ୍ତି ଓ ବ୍ୟକ୍ତି କୁ ଗରୀବୱ ର ସାମନା କରିବାକୁ ପଡିଥାଏ ଏଥିପାଇଁ ଭୋଜନ କରିବା ବେଳେ ଅଇଁଠା ଖାଦ୍ୟ ଛାଡିବା ଉଚିତ ନୁହେଁ ଯେତିକି ଖାଦ୍ୟ ଖାଇବ ସେତିକି ଖାଦ୍ୟ ଆଣନ୍ତୁ , ଦିତ୍ୱୀୟ ସୂର୍ଯ୍ୟ ଅସ୍ଥ ପରେ କେବେ ବି ଘର ଭିତରେ ଝାଡୁ ଲଗେଇବା ଉଚିତ ନୁହେଁ ଏମିତି କରିବା ଅଶୁଭ ମାନା ଯାଏ ଯଦି ଆପଣ ସୂର୍ଯ୍ୟ ଅସ୍ଥା ପରେ ଝାଡୁ ଲଗାଉଛନ୍ତି ତାହାଲେ ଘର ର ମଇଳା ସଫା ହେଉ ନାହିଁ ଆପଣ ଆପଣ ଙ୍କ ର ଘର ର ଖୁସିର ସଫା କରୁଛନ୍ତି ଯୋତା ଚପଲ ଘର ଏପଟ ସେପଟ ପଡି ରହୁଛି କିମ୍ବା ଓଲଟା ପଡି ରହୁଥିଲେ ଏହା ଘରକୁ ଅଶୁଭ ସଂଙ୍କେତ ଦେଇଥାଏ ସେଥିପାଇଁ ଚପଲ ଠିକ ଜାଗାରେ ରଖନ୍ତୂୁ , ଏହାର ଧ୍ୟାନ ରଖିବେ କି ଜୋତା ଚପଲ ଘର ଭିତରେ କିମ୍ବା ବାରଣ୍ଡା ରେ ଏପଟେ ସେପଟେ ଯେମିତି ନ ରୁହେ ।srikrishna

ତୃତୀୟ ଯେଉଁ ଘରେ କ୍ଷୀର ଉତ୍ତୁରି ତଳେ ପଡିଥାଏ ସେହି ଘରେ ଖରାପ ସମୟ ଆସେ , କ୍ଷୀର ଉତ୍ତୁରି ତଳେ ପଡିବା ଶୁଭ ଅଟେ କିନ୍ତୁ ପ୍ରତିଦିନ କ୍ଷୀର ଉତ୍ତୁରି ତଳେ ପଡିବା ଅଶୁଭ ହୋଇଥାଏ । ଯଦି କ୍ଷୀର ପ୍ରତିଦିନ ଉତ୍ତୁରି ତଳେ ପଡେ ତେବେ ଘରେ ଅନେକ ପ୍ରକାର ର ଅସୁବିଧା ର ସାମନା କରିବାକୁ ପଡିଥାଏ ତା ସହିତ ଆର୍ଥିକ ସମସ୍ୟାର ସାମନା କରରିବାକୁ ପଡିଥାଏ । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *