ମହାସତ୍ୟ : ଶ୍ରୀ କୃଷ୍ଣ ମହିଳାଙ୍କ ବିଷୟରେ କହିଛନ୍ତି ଏହି ୩ଟି କଥା ଯାହା ଅଭଦ୍ର ଅଟେ କିନ୍ତୁ ସତ୍ୟ ଅଟେ |

womens

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଶ୍ରୀ କୃଷ୍ଣ ମହିଳା ମାନଙ୍କ ବିଷୟ ରେ କିଛି ଏମିତି କଥା କହିଛନ୍ତି ଯେଉଁ କଥା ଖରାପ କିନ୍ତୁ ଆଜିର ଜୀବନ ରେ ସତ ସାବସ୍ଥ୍ୟ ହେଉଛି ଶ୍ରୀ କୃଷ୍ଣ ଭଗବାନ ଙ୍କ ଦ୍ୱାରା କୁହାଯାଇଥିବା ଏହି ଖରାପ କଥା କୁ ଜାଣିବା ପାଇଁ ଆମର ଏହି ପୋଷ୍ଟଟିକୁ ଶେଷ ଯାଏଁ ପଢନ୍ତୁ । ବନ୍ଧୁଗଣ ଆମର ସମାଜ ରେ ନାରୀ ମାନଙ୍କୁ ଦେବୀ ସ୍ୱରୁପ ବୋଲି ମାନାଯାଏ , ନାରୀ ମାନଙ୍କର ବିଭିନ୍ନ ପ୍ରକାର ରୂପ ଥାଏ ନାରୀ ମାଆ , ଭଉଣୀ , ସ୍ତ୍ରୀ ରୁପେ ନିଜର କର୍ତ୍ତବ୍ୟକୁ ପୁରା କରିଥାନ୍ତି । ନାରୀ ମାନଙ୍କ ର ଏହି କର୍ତ୍ତବ୍ୟ ବହୁତ କଷ୍ଟହେଲେ ମଧ୍ୟ ସେମାନେ ଭଲ ଭାବରେ ପାଳନ କରିଥାନ୍ତି କିନ୍ତୁ ଏମିତି କିଛି ମହିଳା ଅଛନ୍ତି ଯେଉଁ ମାନଙ୍କୁ ଦେବୀ ମାଆ ଙ୍କର ଜାଗା ଦେବା ଦେବୀ ମାଆ ଙ୍କର ଅପମାନ ହେବ ଯେଉଁ ମହିଳା ମାନେ ପରିବାର କୁ ନାଶ କରିଥାନ୍ତି ଏପରି ମହିଳା ମାନଙ୍କ ବିଷୟ ରେ ଚାଣକ୍ୟ ନୀତି ରେ ମଧ୍ୟ କୁହାଯାଇଛି ,ଯେଉଁ ମାନେ ପରିବାରକୁ ନଷ୍ଟକଲା ଭଳଇ କାମ କରିଥାନ୍ତି ସେମାନେ ସମାଜ ସହିତ ପରିବାରକୁ ମଧ୍ୟ ନଷ୍ଟକରିଥାନ୍ତି ସେମାନେ ପରିବାର ଏବଂ ଘରର ମଧ୍ୟ ସର୍ବନାଶ କରିଥାନ୍ତି ।bhavi

ଯେଉଁ ମହିଳା ମାନେ ଅନ୍ୟ ପୁରୁଷ ଙ୍କ ସହିତ ସମ୍ପର୍କ ରଖିଥାନ୍ତି ଏହିପରି ମହିଳା ମାନଙ୍କୁ ଅପବିତ୍ର ବୋଲି କୁହାଯାଇଥାଏ ଏପରି ମହିଳା ଘରର ବର୍ବାଦ ର କାରଣ ହୋଇଥାନ୍ତି ଶ୍ରୀ କୃଷ୍ଣ କହିଛନ୍ତି ଏହିପରି ନାରୀ ମାନଙ୍କ ଠାରୁ ସର୍ବଦା ଦୁରରେ ରୁହନ୍ତି ନହେଲେ ଏମାନେ ଆପଣ ଙ୍କର କ୍ଷତି ପହଞ୍ଚାଇ ଥାନ୍ତି । ତେବେ ଭଗବାନ ଶ୍ରୀ କୃଷ୍ଣ ଙ୍କ ଦ୍ୱାରା ଏହି କୁହାଯାଇଥିବା କଥା ଖରାପ ହେଲେ ମଧ୍ୟ ଏହା ଆଜିର ସମାଜରେ ସତ୍ୟ ଅଟେ ତେବେ ଠିକସେହିପରି ମଧ୍ୟ ରାବଣ ନାରୀ ମାନଙ୍କ ପାଇଁ 4 ଟି କଥା କହିଛନ୍ତି , ବନ୍ଧୁଗଣ ରାବଣ ଜଣେ ବହୁତ ଜ୍ଞାନୀ ପୁରୁଷ ଥିଲେ ତେବେ ରାବଣ କହିଥିବା 3 ଟି କଥା ହେଉଛି । ରାବଣ ପ୍ରାଣ ତ୍ୟାଗ କରିବା ପୁର୍ବରୁ ସ୍ତ୍ରୀ ଲୋକ ମାନଙ୍କ ବିଷୟ ରେ ଏହା କହିଥିଲେ କି ସ୍ତ୍ରୀ ଲୋକ ମାନେ ବହୁତ ସ୍ୱାର୍ଥ ପର ଅଟନ୍ତି ନିଜର ସ୍ୱାର୍ଥ ହାସଲ କରିବା ପାଇଂ ବହୁତ ତଳକୁ ଖସିଯାଇ ପାରନ୍ତି ତେବେ ସେଥିରେ କାହାକୁ ଧୋକା ଦେବା ପାଇଁ ହେଉ ବା କାହାକୁ ରାସ୍ତାରୁ ହଟାଇବାକୁ ହେଉ ବା କାହାକୁ ଆପଣାଇବାକୁ ହେଉ ତାହା ବି ଦରକାର ପଡିଲେ ସ୍ତ୍ରୀ ଲୋକ ମାନେ କରିଦେବେ ।bhabi

ତ ଏମିତି ନାରୀ ମାନେ ନିଜର ଲୋଭ ରେ ଚାଲି କିଛି ବି କରିପାରନ୍ତି ନାରୀ ମାନେ କୌଣସି ବି ଲୋଭ ଉପରେ ବହୁତସହଜ ରୈେ ପହଞ୍ଚିଯାଇ ପାରନ୍ତି ଆପଣ ଙ୍କୁ ବି ଫସାଇ ପାରନ୍ତି ତେବେ ଆପଣ ଏବେ ଜାଣି ପାରୁଥିବେ କି ନାରୀ ମାନଙ୍କ ବିଷୟ ରେ କୁହାଯାଇଥିବା ଏହି କଥା କେତେ ଦୂରସତ୍ୟଅଟେ ବା କେତେ ପର୍ଯ୍ୟନ୍ତ ମିଥ୍ୟା ଅଟେ , ଦ୍ୱିତୀୟ କଥା ରାବଣ ଏହା ବି କହିଥିଲେ କି ସ୍ତ୍ରୀ ଲୋକ ମାନେ ନିଜର କୌଣସି କଥା ରେ ବହୁତ ଶିଘ୍ର ଓଲଟି ଯାଇଥାନ୍ତି ଏମିତିରେ ତ କେବେବି ସତ୍ୟକୁହନ୍ତି ନାହିଁ ଏହାର କାରଣ ଅଟେ କି ସ୍ତ୍ରୀ ମାନଙ୍କ ଉପରେ ବହୁତ ଭାବିଚ୍ନତି ଭରସା କରିବା ଉଚିତ ଅଟେ ଏମିତିରେ ସ୍ତ୍ରୀ ମାନେ ଆ କଥା କୁ ନେଇ ତା ପାଖରେ ଏବଂ ତା କଥା କୁ ନେଇ ଅନ୍ୟ କାହା ଆଗରେ କହିଥାନ୍ତି ଏମିତି ପ୍ରକାରରେ କରି ନାରୀ ମାନେ ତାଙ୍କ ମଝିରେ ଲଢେଇ ଝଗଡା କରିଥାନ୍ତି ତେବେ ଏମିତିରେ ଏମାନେ ପୋଲିସ ଏବଂ କୋର୍ଟ କେଶ କରିଦେଇପାରନ୍ତି ।w

ଏବେ ଆପଣ ନିଜେହିଁ ଦୈନିକ ଜୀବନରେ ମାନେ ବି ଜାଣିପାରୁଥିବେ କି ରାବଣ ଦ୍ୱାରା କୁହାଯାଇଥିବ ଏହି କଥା କୁ ଆପଣ ସତ୍ୟ ମାନନ୍ତି ନା ନାହିଁ ,ତୃତୀୟ କଥା ରାବଣ ତାଙ୍କର ପ୍ରାଣ ତ୍ୟାଗ କରିବା ପୁର୍ବରୁ ଏହା କହିଥିଲେ କି ନାରୀ ମାନଙ୍କ ପେଟରେ କୌଣସି ବି କଥା ଲୁଚି ରହିପାରେ ନାହିଁ ଏମିତିକି ଆପଣ ସେ ସ୍ତ୍ରୀ ଲୋକ ର କେତେ ନିଜର ହେଇଥାଉ ସେ ଆପଣ ଙ୍କ ର ରହସ୍ୟ ଦିନେ ନା ଦିନେ ବାହାର କରିଦେବ ଏମିତିରେ ସ୍ତ୍ରୀ ଲୋକ ମାନେ ଗୁପ୍ତ କଥା କୁ ବହୁତ ଶିଘ୍ର ଖେଳାଇ ଦିଅନ୍ତି ଏହି କାରଣ ରୁ କେବେବି ସ୍ତ୍ରୀ ଲୋକ ମାନଙ୍କୁ ନିଜର ଗୁପ୍ତ କଥା କହିବା ଜରୁରି ହୋଇ ନଥାଏ ଯଦି ଏମିତି କରାଯାଏ ତେବେ ସ୍ତ୍ରୀ ଲୋକ ମାନେ ଆପଣ ଙ୍କ ପାଇଁ କେବେବି ଖରାପ ହୋଇଯାଇପାରନ୍ତି ଏବଂ ଏହି କଥା ସତ୍ୟ ଅଟେ । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *