ମାର୍ଚ ମାସ ପାଇଁ ଲାଗୁ ହେଲା ଏହି ସବୁ ସାଙ୍ଘାତିକ ନିୟମ । ନ ମାନିଲେ ହୋଇପାରେ ଜେଲ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ଆସିଲା ମାର୍ଚ୍ଚ ମାସ ପାଇଁ ଆସିଲା କୋରନା ଗାଇଡଲାଇନ୍ ଆଉ ଗାଇଡ ଲାଇନ୍ ରେ କଣ ସବୁ ଖୋଲିବାକୁ ମିଳିଛି ଅନୁମତି ଏହା ସହିତ ପରିକ୍ଷା କେମିତି ହେବ ସେହି ନେଇ ଗାଇଡଲାଇନ୍ ଜାରୀ ହୋଇଛି , ତେବେ ଏହି ବିଷୟ ରେ ଜାଣିବା ପାଇଁ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

covaxin

ବଢୁ ଥିବା କୋଭିଡ୍ ଲାଇନ୍ ସଂଙ୍କ୍ରମଣ କୁ ଦେଖି ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିଛନ୍ତି , କେଉଁ ସ୍ଥାନ ରେ କଣ୍ଟେନମେଣ୍ଟ ଜୋନ୍ ହେବ ସେହି ବିଷୟ ରେ ଅଧିକାରୀ ମାନେ କହିବେ । ସେହି ପରି ସ୍କୁଲ ଖୋଲିବା ନିସ୍ପତି ଅଭିଭାବକ ମାନଙ୍କ ଉପରେ ଛଡା ଜାଇଛି , ପ୍ରାଥମିକ ଶିକ୍ଷା ବିଭାଗ ସ୍କୁଲ ମାନଙ୍କ ପାଇଁ SOP ପ୍ରସ୍ତୁତ କରିବା ପାଇଁ ଗାଇଡଲାଇନ୍ ରେ ଉଲ୍ଳେଖ ରହିଛି , ଅନ୍ୟ ପକ୍ଷ୍ୟ ରେ ସରକାର ପୂର୍ବ ରୁ ନବମ ରୁ ଦ୍ୱାଦଶ ଶ୍ରେଣୀ ଯାଏ ଖୋଲିବା ପାଇଁ ଅନୁମତି ଦେଇ ଥିବା ବେଳେ ବର୍ତମାନ ର ପରିସ୍ଥିତି କୁ ଦେଖି କିଛି ନୂଆ ପଦକ୍ଷେପ ଘୋଷଣା ହୋଇଛି ,

ଅଭିଭାବକ ମାନଙ୍କ ସନ୍ମତି କ୍ରମେ ଦଶମ ଶ୍ରେଣୀ ପରିକ୍ଷା ଅନଲାଇନ୍ ରେ କରିବା ପାଇଁ ପରାମର୍ଶ ଦିଆ ଜାଇଛି । ଏହା ସହିତ ସର୍ବାଧିକ 2000 ଲୋକ ମାନଙ୍କୁ ନେଇ ଯାତ୍ରା ପରିବେଶଣ କରିବା ପାଇଁ ଅନୁମତି ଦିଆ ଜାଇଛି , ସିଟ୍ ମଧ୍ୟରେ 6 ଫୁଟ୍ ଦୂରତା ରହିବ। ରୋଗାକ୍ରାନ୍ତଙ୍କୁ ଯାତ୍ରା ମନା ଅନଲାଇନ ଟିକଟ ବ୍ୟବସ୍ଥା କରିବାକୁ ଆୟୋଜକଙ୍କୁ ପରାମର୍ଶ।ଯାତ୍ରାରେ କଟକଣା ଉଲ୍ଲଙ୍ଘନ କଲେ ଆୟୋଜକ ଦାୟୀ ରହିବେ

nave

ଅନ୍ୟପଟେ ବାହାଘର ଓ ଅନ୍ତିମ ସଂସ୍କାରରେ 500 ଲୋକଙ୍କୁ ଅନୁମତି ମିଳିବ। କେନ୍ଦ୍ରର ନିୟମ ଅନୁସାରେ ଅବରୋଧ ଅଞ୍ଚଳ ଘୋଷଣା କରିପାରିବେ । 50 ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିବ ସିନେମା ହଲ, ନବମ ଓ ଏକାଦଶ ବାର୍ଷିକ ପରୀକ୍ଷା କରିବାକୁ କହିଲେ ସରକାର,ସମାନ ସ୍କୁଲରେ ହ୍ରାସ ପ୍ରମୋସନ ପାଇଁ ବାର୍ଷିକ ପରୀକ୍ଷା କରିବାକୁ କହିଲେ।

ବର୍ତ୍ତମାନ ସ୍ଥିତିକୁ ଦେଖୁ ଅନଲାଇନରେ ପରୀକ୍ଷା କରିବାକୁ ପରାମର୍ଶ। ଅଭିଭାବକଙ୍କ ସହ କଥା ହୋଇ ଅନଲାଇନରେ ପରୀକ୍ଷା ପରାମର୍ଶ ଦିଆ ଜାଇଛି ତେବେ ଏହା ଥିଲା ସରକାର ଙ୍କ କିଛି ଗାଇଡଲାଇନ୍ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *