ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁରୁଷ କୁ କରିବ ବଳବାନ କ୍ଷୀରରେ ମିଶାଇ ପିଅନ୍ତୁ ଏହି ଜିନିଷ, ମିଳିବ ଜବରଦସ୍ତ ଫାଇଦା , ସେମିତି ରେ କ୍ଷୀର ସେବନ କରିବାର ବହୁତ ଫାଇଦା ରହିଛି ହେଲେ କଣ ଆପଣ ମାନେ ଜାଣନ୍ତି କି କ୍ଷୀର ରେ ମହୁ ମିଶେଇ ପିଇବାର କଣ ସବୁ ଫାଇଦା ମିଳେ ବୋଲି ତେବେ ଏହାର ଚମତ୍କାର ଲାଭ ରହିଛି ,କ୍ଷୀର ରେ କ୍ୟଲସିୟମ୍ , ଭିଟାବିନ୍ A , B , ପ୍ରୋଟିନ୍ , ଟୋନାକ୍ଟିିକ୍ ଏସିଡ୍ ରହି ଥିବା ବେଳେ ମହୁ ରେ ଆଇରନ କ୍ୟଲସିୟମ୍ , ଫସଫେ଼ଡ୍ ସୋଡିୟମ୍ , କ୍ଲୋରିନ୍ ପଟାସିୟମ୍ ଭଳି ଅନେକ ତତ୍ୱ ଦେଖିବା ପାଇଁ ମିଳେ ।
ତେବେ ଆପଣ ମାନେ ଯଦି ନିଜ ଶରୀର ର ଦୁର୍ବଳତା ହଟେଇବାକୁ ଚାହାଁନ୍ତି ତେବେ ଆପଣ ମାନେ ପ୍ରତି ଦିନ କ୍ଷୀର ରେ ମହୁ ମିଶେଇ କରି ସେବନ କରନ୍ତୁ , ଯଦି ଆପଣ ମାନେ ଉସମ୍ କ୍ଷୀର ରେ ମହୁ ମିଶେଇ ସେବନ କରନ୍ତି ତେବେ ଟ୍ରେସ୍ କମିଯାଏ ସ୍ନାୟୁ କୋଶ ଗୁଡିଏ ସତେଜ ରୁହେ ,ସେହି ପରି ଏହି କ୍ଷୀର ରେ ମହୁ ମିଶେଇ କରି ସେବନ କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢେ ସେହି ପରି କ୍ଷୀର ରେ ମହୁ ମିଶେଇ କରି ସେବନ କରିଲେ ପୁରୁଷ ମାନଙ୍କର ପୋଟାଟ୍ରୋଷ୍ଟ କ୍ୟନସର ହେବାର ଆଶଂକା କମ୍ ହୋଇଥାଏ ,
ଶୋଇବା ପୂ୍ର୍ବ ରୁ କ୍ଷୀର ରେ ମହୁ ମିଶେଇ କରି ସେବନ କରାଯାଏ ତେବେ ଆପଣ ମାନଙ୍କ ହଜମ୍ ପକ୍ରିଆ ବୃଦ୍ଧି ପାଏ ଏବଂ ଏହାକୁ ନିୟମିତ ଭାବେ ସେବନ କରିଲେ କଷ୍ଟ କାଠିନ୍ୟ ଦୂର ହୋଇଥାଏ , କ୍ଷୀର ରେ ମହୁ ମିଶେଇ କରି ସେବନ କରିଲେ ହାଡ ବି ମଜବୁତ୍ ହୋଇଥାଏ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।