ମାଧୁରି ଦିକ୍ଷିତଙ୍କ ପୁଅ ଦେଖିବାକୁ ହୋଇଗଲାଣି ବହୁତ ହାଣ୍ଡସମ । ଦେଖିଲେ ବିଶ୍ୱାସ ହେବନି ।

madhure

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମାଧୁରୀ ଦିକ୍ସିତ୍ ହିନ୍ଧି ସିନେମା ର ସବୁଠୁ ସଫଳ ଅଭିନେତ୍ରୀ ଅଟନ୍ତି ସେ ନିଜର କେରିଅର ର ଆରମ୍ଭ 1984 ରେ ନିଜର କେରିଅର ର ଆରମ୍ଭ ଫିଲ୍ମ ଅବଦ୍ଧ ରୁ କରି ଥିଲେ , ହେଲେ ତାଙ୍କୁ ଅସଲ ପରିଚୟ 1988 ରେ ଫିଲ୍ମ ତେଜାପ୍ ରୁ ମିଳି ଥିଲା , ଏବଂ ଏହା ପରେ ସେ କେବେ ବି ସେ ପଛକୁ ଚାହିଁ ନାହାଁନ୍ତି , ଏବଂ ଏହା ପରେ ରାମ ଲକ୍ଷ୍ମଣ , ତ୍ରୀଦେବ , କିସନ କହ୍ନେୟା ଏମିତି ଗୋଟିଏ ପରେ ଗୋଟିଏ ସୁପର ହିଟ୍ ଫିଲ୍ମ ଦେଇ ଚାଲି ଥିଲେ ସେ ଏବଂ ପରେ ସେ ବଲିଉଡ ର ସବୁଠୁ ଫେମସ୍ ଅଭିନେତ୍ରୀ ହୋଇ ଜାଇ ଥିଲେ ।madhuri

ସେହି ସମୟ ରେ ତାଙ୍କର ଲା ଜବାବ୍ ନୃତ୍ୟ ଏବଂ ଅଭିନୟର ଜଦୁ ଏମିତି ଥିଲା ମାଧୁରୀ ସଂମ୍ପର୍ଣ୍ଣ ଦେଶ ର ହାର୍ଟବିଟ୍ ହୋଇ ଜାଇ ଥିଲେ , ତାଙ୍କୁ ବହୁତ ଫିଲ୍ମ ଫେୟାର ଆୱର୍ଡ ଏବଂ ବହୁତ ସ୍ପେସିଆଲ ଆୱର୍ଡ ମଧ୍ୟ ପାଇ ସାରିଛନ୍ତି , ତାଙ୍କର ନିଜ ଜିବନୀ ବିଷୟ କହିବା ତେବେ ତାଙ୍କର ଜନ୍ମ 15 ମେ 1967 ରେ ମୁମ୍ବାଇ ରେ ଏକ ମରାଠୀ ପରିବାର ରେ ହୋଇ ଥିଲା , ତାଙ୍କର ପିତା ଙ୍କ ନାମ ସଙ୍କର ଦିକ୍ସିତ୍ ଏବଂ ମାତା ସ୍ନେହା ଲତା ଦିକ୍ସିତ୍ , ଆପଣ ମାନଙ୍କୁ କି ରଖିବୁ କି ମାଧୁରୀ ଦିକ୍ସିତ୍ ପିଲା ଦିନ ରୁ ହିଁ ଡାକ୍ତର ହେବାକୁ ଚାହୁଁ ଥିଲେ ହେଲେ ସେ ବଲିଉଡ ଅଭିନେତ୍ରୀ ହୋଇ ଜାଇ ଥିଲେ ,madhuri d

ଏବଂ ସେ 17 ଅକ୍ଟୋବର 1999 ରେ ଲସ୍ ଏନ୍ଜୋଲିସ୍ କାଲିଫର୍ନିଆ ର ଏକ ହୃଦୟ ରୋଗ ବିଶେଷଜ୍ଞ୍ୟ ଶ୍ରୀ ରାମ ମାଧବ ଙ୍କୁ ବିବାହ କରି ଥିଲେ ଏବଂ ପରେ 17 ମାର୍ଚ୍ଚ 2003 କୁ ମାଧୁରୀ ଗୋଟିଏ ପୁଅ କକୁ ଜନ୍ମ ଦେଇ ଥିଲା ଜାହାଙ୍କ ନାମ ଆରିନ୍ ଅଟେ ଏବଂ ପରେ 8 ମାର୍ଚ୍ଚ 2005 ରେ ସେ ଆଉ ଗୋଟିଏ ପୁଅ ରେୟାନ କୁ ଜନ୍ମ ଦେଇ ଥିଲେ । କହି ରଖିବୁ କି ମାଧୁରୀ ଙ୍କ ଦୁଇ ପୁଅ ଏବେ ବହୁତ ବଡ ହୋଇ ସାରିଛନ୍ତି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *