ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଉ କିଛି ଦିନ ପରେ ଆସୁଛି ମହା ଶିବରାତ୍ରି ବା ଜାଗର ମହା ଶିବରାତ୍ରି ଦିନ ପର୍ସ ରେ ରଖନ୍ତୁ ଏପରି ଏକ ସୁତା ଜୀବନରେ ଆଉ କେବେ ବି ହେବନି ଧନ ର ଅଭାବ ତେବେ ଆସନ୍ତୁ ଦେଖିବା କଣ ସେହି ଜିନିଷ ଟି । ତେବେ ଆଗକୁ ଆସୁଛି ମହା ଶିବରାତ୍ରି ମାର୍ଚ୍ଚା ମାସ 11 ତାରିଖରେ ମହା ଶିବରାତ୍ରି ର ଯୋଗ ଅଛି , ଏହି ଦିନ ସମସ୍ତେ ଧୁମ ଧାମରେ ମହା ଶିବରାତ୍ରି ପାଳନ କରନ୍ତି ଉପବାସ ରଖନ୍ତି ଜଳ ଅର୍ନ କିଛି ଛୁଅନ୍ତି ନାହିଁ ଏବଂ ଭଗବାନ ଶିବଙ୍କ ମନ୍ଦୀର ଯାଇ ମହା ଦୀପ ଉଠିବା ପର୍ଯ୍ୟନ୍ତ ସେହିଠାରେ ଦୀପ ଜାଳି ବସିଥାନ୍ତି ଏବଂ ମହା ଦୀପ ଉଠିବା ପରେ ତାକୁ ଦେଖି ସାରିବା ପରେ ଉପବାସ ଭାଙ୍ଗିଥାନ୍ତି ।
ମହା ଶିବରାତ୍ରି ଦିନ ସର୍ଦ୍ଧା ଏବଂ ଭକ୍ତିରେ ମହା ଦେବଙ୍କୁ ପାର୍ଥନା କଲେ ଆପଣଙ୍କ ସମସ୍ତ ମନ କାମନା ପୂର୍ଣ୍ଣ ହୋଇଯିବ , ମହାଦେବଙ୍କ ଆଶ୍ରୀବାଦ ପ୍ରଦାନ କଲେ ଆପଣଙ୍କ ଜୀବନରେ ଥିବା ସମସ୍ତ କଷ୍ଟ ଅସୁବିଧା ପିଡା ଆଦି ସବୁ ଦୁର ହୋଇଯିବ ଏବଂ ଜୀବନରେ ସମୃଦ୍ଧି ଖୁସୀ ଏବଂ ଆନନ୍ଦ ଭରି ରହିବ । ମହାଦେବଙ୍କୁ ଯିଏ ବି ଭକ୍ତିର ସହିତ ବର ମାଗିଥାଏ ବା ଡାକି ଥାଏ ତାଙ୍କ କଥା ନିଶ୍ଚତ ମହାଦେବ ସୁଣିଥାନ୍ତି , ସେଥିପାଇଁ ତାଙ୍କୁ ଭଳାନାଥ କୁହାଯାଏ କାରଣ ସେ ବହୁତ ଭଳା ଅଟନ୍ତି , ଯଦି ସେ ରାଗିଯିବେ ସୃଷ୍ଟିକୁ ଧଙ୍ଗ୍ସ କରିଦେବେ ଏବଂ ଯଦି ଫଶ୍ରନ୍ନ ହୋଇଯିବେ ସେ ତାଙ୍କୁ ଧନ ଦଉଲତ ଏବଂ ଖୁସୀରେ ଭରି ଦେବେ , ତେବେ ଏଥର ମହା ଶିବରାତ୍ରି ରେ କିଛି ଏଭଳି ଉପାୟ କରନ୍ତୁ ଯେଉଥିରେ ମହାଦେବ ପଶ୍ରନ୍ନ ହୋଇ ଆପଣଙ୍କୁ ଆଶ୍ରୀବାଦ ପ୍ରଦାନ କରିବେ ଏବଂ ଆପଣ ଧନ ପ୍ରାପ୍ତ ମଧ୍ୟ କରିବେ ।
ତେବେ ଚାଲନ୍ତୁ ଜାଣିନେବା ସେହି ଉପାୟ କଣ ଆପଣଙ୍କୁ ଧନର ପ୍ରାପ୍ତ ଏବଂ ଆଶ୍ରୀବାଦ ମିଳିବ , ଶିବରାତ୍ରି ଦିନ ଦେବ ଦେବ ମହାଦେବଙ୍କ ପୂଜା କରିବା ପୂର୍ବରୁ ତାଙ୍କ ପୂତ୍ର ଗଣେଷଙ୍କ ପୂଜା ପ୍ରଥମେ କରିବାର ବିଧାନ ଅଛି , ଭଳାନାଥ ସର୍ବେ ପ୍ରଥମେ ଗଣେଷଙ୍କ ପୂଜା କରିବାର ଅଧିକାର ଦେଇଛନ୍ତି , ତେଣୁ ସର୍ବେ ପ୍ରଥମେ ଶ୍ରୀ ଗଣେଷଙ୍କ ପୂଜା କରନ୍ତୁ । ଏବଂ ମାତା ଲକ୍ଷ୍ମୀଙ୍କୁ ପଶ୍ରନ୍ନ କରିବାର ଏକ ସୁବର୍ଣ୍ଣ ସୁଯଗ ହେଉଛି ଏହି ଦିନଟି , ଧନ ଏବଂ ସ୍ନମାନର ପ୍ରାପ୍ତି ତ ସମସ୍ତଙ୍କର ଇଚ୍ଛାଥାଏ ଶିବରାତ୍ରି ଦିନ ଏକ ପ୍ରମୁଖ ଉପାୟ କରି ଆପଣ ମାନେ ନିଜର ଏହି ଇଚ୍ଛାକୁ ପୁରଣ କରି ପାରିବେ ।
ଏବଂ ଆପଣ ମାନେ ମହା ଶିବରାତ୍ରି ର ଗୋଟିଏ ଦିନ ପୂର୍ବରୁ ରକ୍ଷା ସୁତା ଆଣି ସେହି ସୁତାରେ ସାତଟି ଗଣ୍ଠି ପକାଇ ଶ୍ରୀଗଣେଷ ପାଦ ପାଖରେ ରଖି ଦିଅନ୍ତୁ ଯେତେବେଳେ ଶିବରାତ୍ରି ଦିନ ଚତୃର୍ଥ ପ୍ରହର ଏବଂ ପୂଜା ସରିଯିବ ସେହି ଗଣ୍ଠି ପଡିଥିବା ସୁତାକୁ ନିଜ ପର୍ସ ରେ ରଖି ଦିଅନ୍ତୁ ଏହି ଉପାୟ କରିବା ଦ୍ୱାରା କେବେ ବି ଆପଣଙ୍କର ଧନର ଅଭାବ ରହିବ ନାହିଁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।