ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଦିର୍ଘ ଏକ ବର୍ଷ ତଳେ ଆଜିର ହିଁ ଦିନ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇ ଥିଲେ ଓଲିଉଡ ଅଭିନେତ୍ରୀ ଝିଲ୍ଲୀକ ଭଟ୍ଟାଚାର୍ଯ୍ୟ ତେବେ ଝିଲ୍ଲୀକ ଭଟ୍ଟାଚାର୍ଯ୍ୟ ସୁକିନ୍ଦା ର ବିଧାୟକ ପ୍ରିତିରଂଞନ ଘଡେଇ ଙ୍କୁ ବିବାହ କରି ଥିଲେ, ତେବେ ଆମେ ଆଜି ଆପଣ ମାନଙ୍କୁ ଜଣେଇବୁ ଝିଲ୍ଲିକ୍ ନିଜର ବାର୍ଷିକ ଏନିଭର୍ସରି କୁ କେମିତି ଭାବେ ପାଳନ କରିଲେ ତେବେ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା ପାଇଁ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ , ତେବେ ବନ୍ଧୁଗଣ ଗଣ ଆପଣ ମାନଙ୍କୁ ଜଣେଇ ଦେବୁ କି ଝିଲ୍ଲୀକ ଭଟ୍ଟାଚାର୍ଯ୍ୟ 2013 ମସିହା ରେ ଏସ୍ କେ ମୁରଲୀ ଧରମ୍ ଙ୍କ ନିର୍ଦ୍ଦେଶିତ ଏବଂ ନିୟଞନ ରଣା ଙ୍କ ପ୍ରୋଜଜିତ ଫିଲ୍ମ ଟାର୍ଗେଟ୍ ରୁ ହିଁ ଏଣ୍ଟ୍ରୀ ମାରି ଥିବା ଷ୍ଟାର ସନ୍ ଅମ୍ଲାନ୍ ଏହି ସିନେମା ରେ ଅମ୍ଲାନ ଙ୍କ ବିପକ୍ଷ ରେ ନାୟିକା ଭାବେ ଦେଖିବା ପାଇଁ ମିଳି ଥିଲେ ଝିଲ୍ଲିକ୍ ଭଟ୍ଟାଚାର୍ଯ୍ୟ ।
ତେବେ ବେଙ୍ଗଲୀ ବିୟୁଟି ଝିଲ୍ଲିକ୍ ଭଟ୍ଟାଚାର୍ଯ୍ୟ ଏବଂ ଅମ୍ଲାନ୍ ଙ୍କ ହିତ ପୂରା ଫିଲ୍ମଟି ଜମି ଜାଇ ଥିଲା ,ଏବଂ ଏହି ଫିଲ୍ମ ର ସୁଟିଂ ବର୍ତମାନ ସମୟରେ ସେଷ ହୋଇ ସାରି ଥିବା ବେଳେ କୋରନା ପାଇଁ ବର୍ତମାନ ସମୟରେ ଏହା ରିଲିଜ୍ ହୋଇ ପାରି ନାହିଁ , ସେହି ପରି ବେଳେ ଝିଲ୍ଲୀକ୍ ଙ୍କର ଏହା ଥିଲା ସେଷ ଫିଲ୍ମ ଏୂଂ ବର୍ତମାନ ସମୟ ରେ ସେ ସୂଚନା ଦେଇଛନ୍ତି କି ସେ ନିଜର ଶାଶୁ ଘର ଲୋକ ମାନଙ୍କୁ ବର୍ତମାନ ସମୟ ରେ ସମୟ ଦେବେ ଜାହା ପାଇଁ ସେ ଆଉ ବର୍ତମାନ ସମୟ ରେ କୈଣସି ବି ଫିଲ୍ମ ର ସୁଟିଂ କି ପାରିବେ ନାହିଁ ।
ହେଲେ ସେ ଏହି କଥା ର ପ୍ରତିିଶୃତି ଦେଇଛନ୍ତି କି ସେ ଖୁବ୍ ଶୀଘ୍ର ଫିଲ୍ମ ଇଣ୍ଡଷ୍ଟ୍ରୀ କୁ ଫେରି ଆସିବେ ବୋଲି , ସେମିତି ରେ ସେ ଗତ ବର୍ଷ ମାର୍ଚ୍ଚ 11 ରେ ବିବାହ କରି ଥିଲେ ଏବଂ ସେ ସେହି ସମୟ ରେ 26 ବର୍ଷ ବୟସ ରେ ରହି ଥିଲେ , ହେଲେ ବର୍ତମାନ ସମୟ ରେ ସେ ବିବାହ ପରେ ଏକ ପ୍ରକାରର ଦୂରେଇ ରହିଛନ୍ତି । ହେଲେ ଆଗାମୀ ଦିନ ରେ ସେ ଫିଲ୍ମ ଜଗତ କୁ ଫେରିବେ ବୋଲି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।