90 ବର୍ଷ ପର୍ଯ୍ୟନ୍ତ ହେବ ନାହିଁ ବୁଢା, ସରିବ ନାହିଁ ଦେହରୁ ବଳ, ବାସ୍ ଖାଆନ୍ତୁ ଏହି ଗୋଟିଏ ଜିନିଷ

rasan

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହା ଜାଣି ରଖିବା ଉଚିତ ଯେ ମଣିଷ ନିଜର ଶରୀରକୁ ଯେତେ ଯତ୍ନଶୀଳ କରି ରଖିଥାଏ ତା ଶରୀର ସେତେ ବଳୁଆ ଏବଂ ମଜବୁତ ହୋଇରହିଥାଏ , ଶରୀରକୁ ଫିଟନେସ ରଖିବା ପାଇଁ ଆମେ ଅନେକ ପ୍ରକାରର ବ୍ୟାୟାମ ଏବଂ ଯୋଗ କରିଥାଉ , ଆଜିକାଲି ଅନେକ ଲୋକ ବ୍ୟାୟାମ କରିବାପାଇଁ ବ୍ୟାୟାମ କେନ୍ଦ୍ର ଏବଂ ଯୋଗାଭ୍ୟାସ କେନ୍ଦ୍ରକୁ ଯାଇଥାଉ , ଆମ ଶରୀରକୁ ହୃଷ୍ଟପୁଷ୍ଟ ରଖିବା ପାଇଁ ଆମେ ସବୁବେଳେ ରନିଙ୍ଗ୍ ମଧ୍ୟ କରିଥାଉ ,ତେଣୁ ଆମେ ଜାଣିବା ଯେ ଆମ ଶରୀରର ପାଇଁ କ’ଣ ଖାଇଲେ ଶରୀରର ହୃଷ୍ଟପୁଷ୍ଟ ହୋଇ ରହିଥାଏ , ଆମେ ଦୈନନ୍ଦିନ ଚାରୋଟି ଲେଖାଁଏ ପୋଡ଼ା ରସୁଣ ଏବଂ ଉଷୁମ ପାଣି ପିଇବା ଦ୍ବାରା ଆମ ଶରୀରର ରକ୍ଷା କ୍ଷମତା ବଢ଼ାଇଥାଏ ,rasan

ଯଦି ଆମ ଶରୀରରେ ରୋଗପ୍ରତି ଶକ୍ତି କ୍ଷମତା ବଢ଼ାଇବା ପାଇଁ ହେଲେ ରସୁଣର ସେବନ କରିବା ଉଚିତ , ଆପଣମାନେ ସବୁବେଳେ ସକାଳେ ଚାରୋଟି ଲେଖାଁଏ ରସୁଣର ଖାଇବା ଦ୍ବାରା ଶରୀରର ପ୍ରତିରୋଧ କ୍ଷମତା ବଢ଼ିଥାଏ ଏବଂ ବହୁତ ଶକ୍ତି ମଧ୍ୟ ମିଳିଥାଏ , ଏହା ଛଡ଼ା ରସୁଣକୁ ଖାଇବା ଦ୍ବାରା ଶରୀରର ଶକ୍ତି କ୍ଷମତା ବଢ଼ାଇଥାଏ , ଏହା ଛଡ଼ା ଏହା ପୁରୁଷମାନଙ୍କ ପାଇଁ ଭଲ ଔଷଧ ଅଟେ , ଯେଉଁ ପୁରୁଷମାନେ ଜଲଦି ଥକି ଯାଆନ୍ତି ଏବଂ ବହୁତ ଦୁର୍ବଳତା ଅନୁଭବ କରନ୍ତି ସେମାନେ କ୍ଷୀର ସହିତ ପୋଡ଼ା ରସୁଣ ଖାଇବା ଆରମ୍ଭ କରନ୍ତୁ , ଏହା ରାତିରେ ଶୋଇବା ପୁର୍ବରୁ କରନ୍ତୁ ଲଗାତାର ୨୦ ଦିନ ଯାଏଁ କରନ୍ତୁ , ଏହା ଛଡ଼ା ଥଣ୍ଡା, ଜ୍ୱର, କଫ ଭଲ ହୋଇଥାଏ , ଏହା ମଧ୍ୟ ରକ୍ତ ଚାପ ଏବଂ କେନସର ସହିତ ଲଢିଥାଏ , ଏହି ରସୁଣ ଶିରା ବନ୍ଦ ହେବାରୁ ରୋକିଥାଏ , ହୃତପିଣ୍ଡ ସୁସ୍ଥ ରହିବାର ସାହାଯ୍ୟ କରିଥାଏ , ଶରୀରରୁ ସବୁ ବିଷାକ୍ତ ପଦାର୍ଥ ବାହର କରିଥାଏ ,pata

ବିଷାକ୍ତ ପଦାର୍ଥ ଶରୀରରେ ରହିଲେ ଚେହେରାରେ ଏହାର ପ୍ରଭାବ ପଡିଥାଏ ଏବଂ ଉଜ୍ଜ୍ୱଳ ତା କମିଯାଏ ଓ ଚେହେରା ଭଲ ଦେଖାଯାଏ ନାହିଁ ଚମଡା ଦୁର୍ବଳ ଲାଗିଥାଏ ଓ ଚେହେରା ରୁକ୍ଷ ପଡ଼ିଯାଏ ଏହା ଜରୁରୀ ଅଟେ ଶରୀରରୁ ସବୁ ବିଷାକ୍ତ ପଦାର୍ଥ ବାହର କରିବା , ଯଦି ଆପଣଙ୍କ ପେଟ ବଢ଼ିଥାଏ ଦେଖିଵେ କେତେକ ଲୋକଙ୍କ ପେଟ ବାହାରି ଥାଏ ଯାହା ଫଳରେ କୈାଣସି କାର୍ଯ୍ୟରେ ଅସୁବିଧା ହୋଇଥାଏ , ଏହି ଲୋକମାନଙ୍କ ପାଇଁ ରସୁଣ ବହୁତ ଦରକାରୀ ଅଟେ , ଆପଣମାନେ ଏହାର ବ୍ୟବହାର ମାତ୍ର ଗୋଟିଏ ସପ୍ତାହ କରିକି ଦେଖନ୍ତୁ । କିଛି ଦିନ ପରେ ଆପଣ ଆପଣଙ୍କ ପେଟ କମ୍ କରିପାରିବେ , କିନ୍ତୁ ଆପଣମାନେ ସୁସ୍ଥ ଖାଦ୍ୟ ଖାଆନ୍ତୁ । ଏହାର ଫଳାଫଳ ବହୁତ ଜଲଦି ପାଇପାରିବେ , ଏହା ପାଚନ ପ୍ରକିୟାରେ ମଧ୍ୟ ସାହାଯ୍ୟ କରିଥାଏ , ଏହା ଛଡ଼ା ଥଣ୍ଡା, ଜ୍ୱର, କଫ ଭଲ ହୋଇଥାଏ , ଏହା ମଧ୍ୟ ରକ୍ତ ଚାପ ଏବଂ କେନସର ସହିତ ଲଢିଥାଏ । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *