ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଏବେ ପାଣିପାଗ ବିଭାଗ ରୁ କିଛି ନୂଆ ରିପୋର୍ଟ ଜାରି ହୋଇଛି ଆଜି ଠାରୁ କିଛି ଜିଲ୍ଲା ମାନଙ୍କରେ ବର୍ଷା ରହିଛି ଏମିତି କି କେଉଁଁ ଜିଲ୍ଲା ମାନଙ୍କୁ କେଉଁ ୱାର୍ଣ୍ଣିଂଂ ଜାରି ହୋଇଛିି ସେହି ବିଷୟ ରେ ଆସନ୍ତୁ ଜାଣିନେବା , ଜାହା ସବୁ ବିଶେଷଜ୍ଞ୍ୟ ମାନେ ଜାରି କରିଛନ୍ତି ତେବେ ଆସନ୍ତୁ ଜାଣି ନେବା ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ । ଆପଣ ମାନେ ଜାଣି ଥିବେ କାଲି ମହା ଶିବରାତ୍ରୀ ଜାଇ ଥଥିବା ବେଳେ ଆଜି ଠାରୁ ଦୁଇ ଦିନ ପର୍ଯ୍ୟନ୍ତ ଓଡିଶା ର ଅଧିକାଶଂ ସ୍ଥାନ ରେ ବର୍ଷା ଏବଂ ବଯ୍ରପାଦ ହେବାର ସମ୍ଭାବନା ରହିଛି ,
ଏହି ନେଇ ଭାରତୀୟ ପାଣିପାଗ ବିଭାଗ IMD ବୁଧବାର ଦିନ ଅନୁମାନ କରିଛି , ତେବେ ଭାରତୀୟ ପାଣିପାଗ ବିଭାଗ ର ସୂଚନା ଅନୁସାରେ ଝାଡଖଣ୍ଡ ଏବଂ ଏହାର ଆଖପାଖ ଅଞ୍ଚଳ ରେ ଏକ ସାଇକ୍ଲୋନିକ୍ ସର୍କୁଲେସନ ସୃଷ୍ଟି ହୋଇଛି ଏବଂ ଏହାର ପ୍ରଭାବ ରେ କିଛି ସ୍ଥାନ ରେ ସ୍ୱଳ୍ପ ରୁ ମଧ୍ୟମ ଧଧରଣଣ ର ବର୍ଷା ହେବାର ସମ୍ଭାବନା ରହିଛି ତେବେ ମାର୍ଚ୍ଚ ମାସ ର 12 ତାରିଖ ଏବଂ 13 ତାରିଖ ରେ ବରଗଡ ଝାଡସୁଗୁଡା ସୁନ୍ଦର ଗଡ କନ୍ଦୁଝର ଏବଂ ମୟୁରଭଞ ରେ ସ୍ୱପ୍ଳ ରୁ ମଧ୍ୟମ ଧରଣ ର ବର୍ଷା ହେବାର ସମ୍ଭାବନା ରହିଛି ।
ସେହି ପରି ସୁନ୍ଦର ଗଡ ,ମୟୁରଭଞ ଜିଲ୍ଲା ର ଅଧିକାଶଂ ସ୍ଥାନ ରେ ବର୍ଷା ଏବଂ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି , ତେବେ ଆପଣ ମାନଙ୍କର କେଉଁ ଜିଲ୍ଲା ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ , ଏବଂ ଏହି ସବୁ ଜିଲ୍ଲା ହୋଇ ଥିଲେ ,ସତର୍କତା ଅବଲମ୍ବନ କରନ୍ତୁ ବଜ୍ରପାତ ରୁ ରକ୍ଷା ପାଇଁ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।