ମାର୍ଚ୍ଚ ମାସରେ 5ଟି ରାଶିରେ ଧନବର୍ଷା ୭ଟି ରାଶିରେ ଦୁଃଖର ପାହାଡ

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ମାର୍ଚ୍ଚ ମାସଟି ଆପଣ ଙ୍କ ପାଇଁ କେମିତି କଟିବ ସମସ୍ତ ବାରଟି ରାଶି ମାନଙ୍କ ପାଇଁ କିପରି ସମୟ ରହିବାର ଅଛି ଗ୍ରହ ମାନଙ୍କ ର ରାଶି ପରିବର୍ତ୍ତନ ଆପଣ ଙ୍କ ପାଇଁ କିପରି ସାବ୍ୟସ୍ତ ହେବ କଣ ସବୁ ଖୁସିର ଖବର ରହିବ ଏବଂ କେଉଁ ବିଷୟ ପ୍ରତି ଆପଣ ସାବଧାନ ରହିବେ ସବୁ କିଛି ଜାଣି ପାରିବେ ଆମର ଏହି ପୋଷ୍ଟ ମଧ୍ୟରେ , ଆମେ ଆପଣ ଙ୍କୁ ଏହି 12 ଟି ରାଶି ମାନଙ୍କ ବିଷୟ ରେ କହିବୁ ତେବେ ପ୍ରଥମେ ମେଷ ରାଶି ର ବ୍ୟକ୍ତି ପାଇଁ ମାର୍ଚ୍ଚ ମାସଟି କିପରି ରହିବ , ମାସ ଟି ବ୍ୟସ୍ଚଚା ଭିତରେ କଟିବ କିଛି କାର୍ଯ୍ୟ ମଧ୍ୟ ସଫଳ ହେବ ଦୂର ଭ୍ରମଣ ଓ ନିର୍ମାଣ ଆଦି କାର୍ଯ୍ୟ ସମ୍ପୁର୍ଣ କରିବେ ପାରିବାରିକ ସୁଖ ଚାକିରୀ ରେ ସମାନ ବୃଦ୍ଧି ଘଟିବ କିନ୍ତୁ ବ୍ୟବସାୟ ରେ ଋଣ ଓ ଶିକ୍ଷା ରେ କିଛି ତଷ୍ଟ ଅନୁଭବ କରିବେ ।masha

ଏହା ପରେ ବୃଷ ରାଶି ମାସ ଟି ଆପଣ ଙ୍କ ପାଇଁ ଶୁଭ ଶରୀର ସୁସ୍ଥ ରହିବ କାର୍ଯ୍ୟ ରେ ସଫଳତା ଲାଭ କରିବେ ବିଦେଶ ଯାତ୍ରା ଓ ଧର୍ମ କାର୍ଯ୍ୟ ରେ କିିଛି ବିଘ୍ନ ଘଟିପାରେ ଦ୍ରବ୍ୟ ଲାଭ ର ଯୋଗ ରହିଛି ପାରିବାରିକ ସୁଖ ପ୍ରାପ୍ତ ହେବ । ଏହାପରେ ମିଥୁନ ରାଶି ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ ବନ୍ଧୁ ଦର୍ଶନ କରିବେ ଖାଦ୍ୟ ପେୟ ରେ ଅପକୃତିକର ହେବ କର୍ମ କ୍ଷେତ୍ର ରେ ଯୋଗିଛକି ନଚଳିଲେ କିଛି ବିପଦ ରେ ପଡି ପାରନ୍ତି କୈଣସି କୁ ସମ୍ବାଦ ପାଇ ମର୍ମମାହତ ହେବେ କ୍ଷୟ କ୍ଷତି ସାଙ୍ଗକୁ ଦେହ କଷ୍ଟ ତଥା ଚିନ୍ତା ବଢିବ । ଏହାପରେ କର୍କଟ ରାଶି ଆପଣ ପୈତିକ୍ର ସମ୍ପତ୍ତି କୁ ଉଦ୍ଧାର କରିପାରନ୍ତି ପୈତିକ୍ର ସମ୍ପତ୍ତି ରୁ ଲାଭବାନ ହେବେ ସବୁଥିରେ ବିଜୟି ହେବେ ଶତୃମାନେ ମଧ୍ୟ ଆପଣ ଙ୍କ ର ପ୍ରସଂଶା କରିବେ କିନ୍ତୁ କୈଣସି ରୋଗ ରେ ଆପଣ କଷ୍ଟ ପାଇ ପାରନ୍ତି ବ୍ୟବସାୟ ଓ ଶିକ୍ଷା କ୍ଷତ୍ର ରେ ସ୍ତିତି ସାମାନ୍ୟ ରହିବ ।brusha

ଏହାପରେ ସିଂହ ରାଶି ମାସଟିର ଫଳ ଏବେ ଆପଣ ଙ୍କ ପାଇଁ ମଧ୍ୟମ ଧରଣ ର ରହିବ କର୍ମ କ୍ଷେତ୍ର ରେ ପରାଧୀନ ସମାନ ପାରିବାରିକ ପ୍ରିତି ବର୍ଧନ ଓ ଚାକିରୀ ରେ କତୃ ପକ୍ଷ ଙ୍କ ପ୍ରମଶନ ଲୋଡିବେ ବ୍ୟବସାୟ ଓ ପାଠ ପଢା ରେ ଫଳ ଉତ୍ତମ ରହିବ ଏହି ମାସ ରେ ଆପଣ ଭୂମି କ୍ରୟ କରିବା ର ସୁଯୋଗ ପାଇ ପାରନ୍ତି । ଏହା ପରେ କନ୍ୟା ରାଶି ଆପଣ ଏହି ମାସଟି ବିଭିନ୍ନ ଉପାୟ ରେ ଧନ ଅର୍ଜନ କରି ସୁଖି ହେବେ କିନ୍ତୁ ସନ୍ତାନ ମାନଙ୍କ ପାଇଁ ଚିନ୍ତିତ ରହିବେ କୈଣସି ବନ୍ଧୁ ଙ୍କ ଦ୍ୱାର ବିଶୃଙ୍ଖଳିତ ହେବେ କିନ୍ତୁ କର୍ମମୟ ଜୀବନ ଟି ସୁଖମୟ ହେବ । ଏହାପରେ ତୁଲା ରାଶି ମାସଟି ର ଫଳ ଆପଣ ଙ୍କ ପାଇଁ ମଧ୍ୟମ ଅଟେ ବନ୍ଧୁମତାନ୍ତର ର ଯୋଗ ରହୁଛି ଯାନବାହାନ ର କ୍ୟ ଓ ଏହି ଦିଗରେ ଆଶା ସଫଳ ହେବ ଆୟ ଠାରୁ ବେୟ ଅଧିକ ହେବ ।singh

ଏହାପରେ ବିଛା ରାଶି ଆପଣ ଙ୍କ ର ପାରିବାରିକ ଜୀବନ ସୁଖମୟ ହେବ ଶାରୀରିକ ଅସୁସ୍ଥତା ଅନୁଭବ କରିବେ ତେବେ ଶରୀରକୁ ନେଇ ବିଶେଷ ଯତ୍ନବାନ ରୁହନ୍ତୁ ଆକଶ୍ମିକ ଦୁର୍ଘଟଣା ଘଟିପାରେ । ଏହାପରେ ଧନୁ ରାଶି ଏହି ମାସଟି ଆପଣ ନା ନା ଚିନ୍ତା ରେ ବୁଡି ରହିବେ ନିର୍ଭର କରି ଚଳିବେ ଆୟ ବଢିବ କିନ୍ତୁ ଆପଣ ଚିନ୍ତିତ ମଧ୍ୟ ଅଧିକ ରହିବେ ଉପାହାର ପ୍ରାପ୍ତି ରଯୋଗ ଅଛି ପାରିବାରିକ ସୈଚ୍ଛାଳତା ଚାକିରୀ ର ଉଦାର ବାଦ ହେବେ ଛାତ୍ରଛାତ୍ରୀ ମାନେ ଶିକ୍ଷା କ୍ଷେତ୍ର ରେ ପ୍ରତିଷ୍ଠା ଅର୍ଜନ କରିବେ । ଏହାପରେ ମକର ରାଶି ଆପଣ ଗୋ ଓ ମେଶ ଆଦି ବ୍ୟବସାୟରେ ଲାଭ ବାନ ହୋଇ ପାରନ୍ତି ଲକ୍ଷ ସ୍ଥାଳରେ ପହଞ୍ଚିବାରେ ସଫଳ ହେବେ ତୀର୍ଥ ଭ୍ରମଣ ର ଯୋଗ ରହୁଛି ପାରିବାରିକ ଅଶାନ୍ତି ଲାଗି ରହିବ ଆଭ୍ୟନ୍ତରିକ ରୋଗ ରେ ପିଡୀତ ହୋଇ ପାରନ୍ତି ।dhanu

ଏହା ପରେ କୁମ୍ଭ ରାଶି ମାସଟି ଆପଣ ଙ୍କ ପାଇଁ ଶୁଭ ନୁହେଁ ଶତୃ ବୃଦ୍ଧି ଭ୍ରମମ ରେ ବାଧା ଆୟ ଠାରୁ ବ୍ୟୟ ଅଧିକ ବନ୍ଧନ ର ଯୋଗ ରହୁଛି ପାରିବାରିକ ଅଭାବ ବଢିବ ଚାକିରୀ ରେ ଭଲ ଯୋଗ ନାହିଁ ଓ ଶିକ୍ଷାରେ ଆପଣ ପଛେଇ ଯିବେ । ଏହାପରେ ମୀନ ରାଶି ମାସଟି ରେ ଆପଣ କୈଣସି ସୁସମ୍ବାଦ ପାଇ ଖୁସି ହେବେ କର୍ମ ମୟ ଜୀବନ ସୁଖମୟ ହେବ ବ୍ୟବସାୟ ରେ ଲାଭବାନ ହେବେ ମହିଳା ମାନେ ସତର୍କତା ଅବଲମ୍ବନ କରନ୍ତୁ ଛାତ୍ରଛାତ୍ରୀ ମାନେ ଶିକ୍ଷାରେ ଉନ୍ନତି କରିବେ । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *